ଏଥର ବିଜେପି । ଆଜି ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକକୁ ସମ୍ବୋଧନ କରି ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମାର୍ଗଦର୍ଶନ ଦେଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଆଦରଣୀୟ @AmitShah ଜୀ। ଉକ୍ତ ବୈଠକରେ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଉପସ୍ଥିତ ରହିଥିଲି। #AbkiBaar400Paar
13
294
400
3K
0
Download Image
@PandaJay @AmitShah @BJP4India @BJP4Odisha @BJPMahilaMorcha @BJYM @BJPCentralMedia @BJPLive @bjmmodisha @BJYMOdisha ମୋ ନେତା ମୋ ଆଦର୍ଶ ଜୟ ପଣ୍ଡା ଭାଇ ମୋ କେନ୍ଦ୍ରାପଡ଼ାର ସ୍ୱାଭିମାନ ଏଥର ପରିବର୍ତନ 🙏
@PandaJay @AmitShah @BJP4India @BJP4Odisha @BJPMahilaMorcha @BJYM @BJPCentralMedia @BJPLive @bjmmodisha @BJYMOdisha Many many congratulation.