BJP Odisha @BJP4Odisha
Official Twitter account of BJP (Odisha Pradesh) Facebook- https://t.co/cihkFiecrO odisha.bjp.org Odisha Joined December 2012-
Tweets108K
-
Followers195K
-
Following16
-
Likes18K
ଓଡିଶାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ କରାଯାଇଅଛି ।
ମୋଦୀ ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ଶ୍ରୀ @SamalManmohan7ଙ୍କ ଉପସ୍ଥିତିରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ରାଜନଗର ପଞ୍ଚାୟତ ଓ ଜଳେଶ୍ଵରପୁର ପଞ୍ଚାୟତର ଅନେକ କର୍ମୀ ଏବଂ ପରିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
ଓଡିଶାରେ ଏଥର, ବିଜେପି ସରକାର । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା…
ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟରେ ଦରକାର ବିଜେପି ସରକାର । ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଦଳ ତରଫରୁ ଘୋଷଣା କରାଯାଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ।
ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟରେ ଦରକାର ବିଜେପି ସରକାର । ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଦଳ ତରଫରୁ ଘୋଷଣା କରାଯାଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ୱାର ସଂପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଓଡ଼ିଶାରେ ଶାସନରେ ଥିବା ବିଜେଡିର ହିନ୍ଦୁ ବିରୋଧୀ ସରକାର ଚାହାନ୍ତି ନାହିଁ ଯେ, ଜଗା ଦର୍ଶନ ସୁରୁଖୁରୁରେ ହେଉ । ଆମର…
ସମସ୍ତଙ୍କ ସ୍ୱପ୍ନ ହେବ ପୂରଣ । ସମସ୍ତଙ୍କୁ ମିଳିବ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଓ ପିଏମ ସୂର୍ଯ୍ୟ ଘର ଯୋଜନାରେ ମାଗଣା ବିଜୁଳି ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ମୋଦୀଙ୍କ ଗ୍ୟାରେଣ୍ଟିରେ ଯୋଡ଼ିହେବା ପାଇଁ ଦୁଇଥର ପଦ୍ମଫୁଲର ବଟନ ଦବାଇ ବିଜେପିକୁ ଜିତାନ୍ତୁ ।
ଓଡିଆ ଯୁବକଙ୍କୁ ଚାକିରୀ ନଦେଇ ଦାଦନ ସଜାଉଛି ବିଜେଡି ସରକାର।
ରାଜ୍ୟ ସରକାର ନବୀନ ଓଡ଼ିଶାର ସବୁଜ ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ ଥିବା ବେଳେ ଆଜିବି ସାଧାରଣ ସୁବିଧାରୁ ବଞ୍ଚିତ କୋଟପାଡ଼ ପରି ଆଦିବାସୀ ଅଞ୍ଚଳର ଲୋକ । କେତେଦିନ ସହିବା ? କୋଟପାଡ଼ରେ ପରିବର୍ତ୍ତନ ଆଣିବା।
ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଅନୁଷ୍ଠିତ ‘କର୍ମୀ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଓ ବିଧାୟକ ପ୍ରାର୍ଥୀ ଶ୍ରୀ ସଞ୍ଜୀବ ସାହୁ ଏବଂ ନେତୃବୃନ୍ଦ ଯୋଗ ଦେଇଛନ୍ତି । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ବଞ୍ଚାଇବା ପାଇଁ ସମସ୍ତେ ପଦ୍ମଫୁଲରେ ଭୋଟ୍ ଦେଇ ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବାକୁ ନିବେଦନ…
ବିଜେଡି ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସରକାରୀ ଅଧିକାରୀ ଓ ଜନତାଙ୍କୁ ପ୍ରଲୋଭନ ଦେଖାଇ ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ…
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @JPNadda ଙ୍କ ଅନୁମୋଦନ କ୍ରମେ ଆଜି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।
କଥାରେ ନାହିଁ ହନୁ ମଲା ବେଳକୁ ସତ କୁହେ। ଦେଖୁନାହାନ୍ତି ହାରିବା ବେଳ ହେଲାଣି ଜାଣି ବିଜେଡି ନେତାମାନେ କେମିତି ସତ ଗୁଡା ଓଗାଳି ପକାଉଛନ୍ତି । ଦେଖନ୍ତୁ ଆଉ ଜାଣନ୍ତୁ ବିଜେଡିର ଦୋମୁହାଁ ଗୁଣ କୁ । ରାଜନୈତିକ ସ୍ୱାର୍ଥ ପାଇଁ ପଦ୍ମପୁରବାସୀଙ୍କୁ ଭକୁଆ ବନେଇଛି ବିଜେଡି। କେତେଦିନ ସହିବା? ଓଡ଼ିଶାରେ ପରିବର୍ତ୍ତନ ଆଣିବା।…
ବିଜେଡିର 25 ବର୍ଷର ଅପାରଗ ଶାସନରେ ରାଜ୍ୟରେ ବଢିଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା । ଓଡ଼ିଆ ଯୁବକଙ୍କୁ ଦାଦନ ସଜାଇବାର ଚକ୍ରାନ୍ତ କରୁଛି ଏ ଭ୍ରଷ୍ଟ ସରକାର । ଆଉ କେତେଦିନ ସହିବା ? ଏଥର ପରିବର୍ତ୍ତନ ଆଣିବା ।
ମୋଦୀଙ୍କ ଗ୍ୟାରେଣ୍ଟି... ୩ କୋଟି ମହିଳା ହେବେ ଲକ୍ଷପତି ଦିଦି । #ModiKiGuarantee #ModinkaGuarantee
ଗଣ୍ଡା ଗଣ୍ଡା ମିଛ ପ୍ରତିଶୃତି ଓ ମିଛ ପ୍ରଚାରର ମୂଳଦୁଆ ଉପରେ ଠିଆ ହେଇଚି ବିଜେଡି । ପୁରା ରାଜ୍ୟ କଥା ଛାଡ଼ ନିଜ ଜିଲ୍ଲାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୁରଣ କରିପାରିନାହାନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇବି ଆଉ କେତେଦିନ ଅବହେଳିତ ହୋଇ ରହିବ ବ୍ରହ୍ମପୁର ? ଏଥର ଏ ମତ୍ତଗର୍ବୀ ସରକାରକୁ ଓପାଡି ଫିଙ୍ଗିବା,…
ପ୍ରାକୃତିକ ସମ୍ପଦରେ ଭରପୁର ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ଆଜିବି ବିକାଶଠୁ ବହୁତ ପଛରେ। ସରକାରୀ ଅପାରଗତା ଓ ଉଦାସୀନତା କୋରାପୁଟର ବିକାଶରେ ପୂର୍ଣ୍ଣଛେଦ ପକାଇଦେଇଛି ।
ପଛୁଆ ବର୍ଗର ଉନ୍ନତି ମୋଦୀଙ୍କ ଗ୍ୟାରେଣ୍ଟି । ସମସ୍ତ ସରକାରୀ ଯୋଜନା ଓ କଲ୍ୟାଣ କାର୍ଯ୍ୟକର୍ମରେ ସମସ୍ତ ବର୍ଗର ଲୋକଙ୍କୁ ମିଳିବ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ମୋଦୀଙ୍କ ଗ୍ୟାରେଣ୍ଟିର ସୁଫଳ ପାଇବା ପାଇଁ ଦୁଇଥର ପଦ୍ମଫୁଲ ଚିହ୍ନର ବଟମ ଦବାଇ ମୋଦୀଜୀଙ୍କ ହାତମୁଠାକୁ ଟାଣ କରନ୍ତୁ ।
କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଭଞ୍ଜନଗର ବିଧାନସଭାର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ ନାୟକଙ୍କ ନେତୃତ୍ଵରେ କୁମ୍ପାପଡ଼ାରୁ ଆରମ୍ଭ ହୋଇ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଭଞ୍ଜନଗର ଏବଂ କୁଲାଡ ପର୍ଯ୍ୟନ୍ତ ଆୟୋଜିତ ଏକ ବିଶାଳ ବାଇକ୍ ରାଲିରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇଥିଲେ l…
Aparajita Sarangi ( M.. @AprajitaSarangi
338K Followers 55 Following You may shoot me with your words, you may cut me with your eyes, you may kill me with your hatefulness, but still, like Air, I'll Rise !Sambad (ସମ୍ବ�.. @sambad_odisha
438K Followers 105 Following Tweets from Sambad - the largest circulated Odia Daily.Baijayant Jay Panda (.. @PandaJay
594K Followers 534 Following Nat’l Vice President BJP; Party in-charge of UP, Assam, Delhi & Mahila Morcha; 4x MP from Odisha; Author; Columnist; Avid Reader; 2064 hours Helicopter Pilot.Suryabanshi Suraj (Mo.. @suryabanshibjp
12K Followers 70 Following Sevak, Dhamnagar Assembly ConstituencyPratap Chandra Sarang.. @pcsarangi
215K Followers 259 Following Member of Parliament from Balasore (Odisha), Ex Union Minister of State for MSMEOdisha Reporter @OdishaReporter
139K Followers 291 Following ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।Mousumi Mohanty @MousumiMohanty2
55K Followers 977 Following Senior Reporter @Kanak_news--- Beats I Cover Congress, Airport, Weather ----Views are my personal.. Alumni of IIMC,DhenkanalPrameya News7 @NEWS7Odia
248K Followers 460 Following Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wN5FQSamir Mohanty (मो.. @SamirMohantyBJP
18K Followers 117 Following Special invitee Member in NEC @BJP4India & Former State President @BJP4Odisha. Social worker. https://t.co/0uUxgztdWDPinky Pradhan @pinkyp_actor
20K Followers 559 Following Actor | Singer | Producer | BJP Odisha member | A passionately creative person | Proud to be part of Defence Family | RTs not always endorsementPrateek Singh @prsprateek
38K Followers 754 Following IPS-2014 Odisha Cadre | DCP Bhubaneswar | love outdoors | Reading | at peace with myself | views personal | on a lighter noteSABYASACHI MISHRA �.. @sabyaactor
97K Followers 2K Following Actor:Want to act better & better| 1 Man Army Mode Enabled|Own a Bank of Positivity|🎥 42 #Odia,3 #Telugu,2 #Tamil,1 #Bengali films Old 🙏 #JayJagannath #odishaଶ୍ରିଲେଖ.. @shrilekhajena
33K Followers 2K Following ମୁଁ ଜାଣେନି ଜୀବନର ଚଲା ପଥରେ ମୁ କେତେ ବାଟ ଚାଲିବି,କିନ୍ତୁ ଏତିକି ଜାଣିଚି ଯେତେ ଦିନ ଯାଏ ଚାଲିବି ସମାଜ ପ୍ରତି ମୋ କର୍ତ୍ତବ୍ୟ କୁ ପାରୁ ପର୍ଯ୍ୟନ୍ତ କରୁଥିବୀ #ଟୁଇଟର ଗାର୍ଲ୍ #ଓଡ଼ିଆ ଝିଅହେଇଟି ଭ�.. @heitibhaina
24K Followers 2K Following ଓଡ଼ିଶା ଆମ ପାଇଁ ଗର୍ବ ମହାପ୍ରଭୁ ଜଗନ୍ନାଥ ଆମର ଗୌରବ ଓଡ଼ିଆ ଭାବେ ଆମେ ଗର୍ବିତTankadhar Tripathy (�.. @tankadharbjp
17K Followers 393 Following State Secretary BJP Odisha Ex State President BJYM Ex State GS BJYM Ex State Exe. BJYM Ex State Jt. Secretary ABVPSamaja Live @samajalive
115K Followers 732 Following Official Account of The Samaja News paper and websiteAbdul Raqib @AbdulRaqib56208
0 Followers 183 FollowingSk Anwar Alli @SkAnwarAlli7860
2 Followers 30 Followingswagat k naik @swagatnaik
21 Followers 103 FollowingBhabaniSankar Parida @Bhabani29323825
19 Followers 248 Followingpradipta.behera balak.. @BreakingPintu
14 Followers 203 FollowingRAJPAL GANDHI @gandhi_raj61038
0 Followers 23 FollowingChitaranjan Jena @Chitara45702031
0 Followers 12 FollowingAmrit Prasad Mishra @AmritPrasad02
0 Followers 93 FollowingGanesh Munda @GaneshMund96825
2 Followers 194 FollowingKeshav Jain @KeshavJ20078454
10 Followers 163 FollowingRamesh Kumar Pradhan @RameshKuma33007
2 Followers 37 FollowingHrudeswar sethia @HrudeswarS
0 Followers 26 FollowingBibekananda Panda @Bibek2410
0 Followers 14 FollowingPrem Prasad @PremPrasad34939
0 Followers 41 FollowingCongress2024 @Congress2059731
34 Followers 188 FollowingSubhadarsini Singhdeo @subhadarsi30244
0 Followers 13 FollowingDinesh Kumar Swain @iam_dineshswain
12 Followers 17 Following Sanatani Hindu🚩 Trahi Achyuta Trahi Jagannath 🕉️ Aum Namah Shivay 🔱 Experienced professional 🦁jitenofficial43 @jitenoffic52201
0 Followers 11 FollowingAditya Kumar Patra @adityapatra93
28 Followers 984 Following Civil Engineer by profession . A.P.J Abdul kalam is true inspiration . Always watching the dream of ''INDIA 2020'' .Abhaya Kumar Sahoo @AbhayaK37309521
7 Followers 120 FollowingDivya Prakash Dash @divyaprakashdas
37 Followers 111 FollowingDebashish Behera @DebashishB31406
21 Followers 392 FollowingSarwar Khan @SarwarKhan72282
0 Followers 21 FollowingLaxmikanta Karmee @karmee72457
0 Followers 53 FollowingKiranmaya Panda @PandaKiranmaya
8 Followers 195 Following •ब्राह्मण🔱🕉 •Mm Good , What about You ? •Eight-Teen 🖤Srimansagar Majhi @Srimansaga74213
0 Followers 18 FollowingBiswajit Parida @im_parida
3 Followers 54 FollowingANIKET AGENCY @AgencyAni73388
0 Followers 29 FollowingRedmi Note @RedmiNote590038
0 Followers 7 FollowingKhirod Kumar Parida @kumar_pari3146
0 Followers 17 FollowingSumanta Kumar Sethi @Sumanta42095993
2 Followers 46 FollowingDilesh Bishi @BishiDilesh
17 Followers 239 FollowingDrackshat Kumar @drackshat56942
0 Followers 6 FollowingYOGAMAYA CHOUDHURY @Maya267091
1 Followers 5 FollowingSamarendra Jena @samarendra002
1 Followers 89 FollowingJadeja @Jadeja10954
0 Followers 75 Following Welcome To My Profile ⤵️ 👉 Attitude Prince 👉 Gym Lover💙 👉 Unique Style 👔 👉 Cricket My Fav 👑 👉 Happy Soul 👻Sibashish Nayak @Sibashish69
1 Followers 2 FollowingKailash Jani @KailashJan40601
1 Followers 56 FollowingANI @ANI
8.2M Followers 0 Following Asian News International. Multi-media news agency, content for information platforms: TV, Internet, broadband,newspapers, mobiles https://t.co/eEMPAbAcmsB L Santhosh ( Modi K.. @blsanthosh
478K Followers 394 Following National General Secretary (Org), BJPJay Narayan Mishra (M.. @jnarayanmishra
2K Followers 79 Following BJP | LEADER OF OPPOSITION (LoP) MLA Sambalpur | OdishaSunil Bansal (मो�.. @sunilbansalbjp
1.3M Followers 193 Following राष्ट्रीय महामंत्री, भारतीय जनता पार्टी । प्रभारी - पश्चिम बंगाल, उड़ीसा एवं तेलंगाना। @bjp4odisha @bjp4telangana @bjp4bengalAshwini Vaishnaw (म.. @AshwiniVaishnaw
1.5M Followers 370 Following Minister for Railways, Communications, Electronics & Information Technology, Government of Bharat | Former IAS | Alumnus @IITKanpur @Wharton |Bishweswar Tudu (म�.. @Bishweswar_Tudu
8K Followers 544 Following Minister of State, Ministry of Jal Shakti and Tribal Affairs, Government of India. MP, Mayurbhanj. Views are personal. RTs are not endorsements.Manmohan Samal (Modi .. @SamalManmohan7
8K Followers 109 Following State President, BJP Odisha| Ex. Revenue Minister | Ex. MP Rajya Sabha, Odisha |BJP @BJP4India
21.8M Followers 3 Following Welcome to official account of the world's largest Political Party of the world's largest Democracy- BHARATIYA JANATA PARTY, भारतीय जनता पार्टी.President of India @rashtrapatibhvn
24.6M Followers 2 Following Official Twitter account of Rashtrapati Bhavan and is run by the President’s Secretariat | Smt Droupadi Murmu, President of India.Jagat Prakash Nadda (.. @JPNadda
3.7M Followers 536 Following National President - भारतीय जनता पार्टी @BJP4India | Member of Parliament, Rajya SabhaAmit Shah (Modi Ka Pa.. @AmitShah
34.9M Followers 316 Following Union Home Minister, Minister of Cooperation and MP, Gandhinagar Lok Sabha. https://t.co/jEf4rOVuL5Dharmendra Pradhan (�.. @dpradhanbjp
1.9M Followers 2K Following Minister of Education and Minister of Skill Development & Entrepreneurship, Government of India. Views personal. RTs not endorsementजो प्रदेश की भाषा, साहित्य और संस्कृति का गौरव नहीं रख सकता, वो प्रदेश को आगे नहीं बड़ा सकता। ଯିଏ ରାଜ୍ୟର ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଗୌରବ ରକ୍ଷା କରିପାରିବ ନାହିଁ, ସେ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ।
रोजगार के लिए देश के अन्य हिस्सों में ओडिशा वासियों को भाजपा सरकार बनने के बाद पलायन नहीं करना पड़ेगा। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ରୋଜଗାର ପାଇଁ ଓଡ଼ିଶାର ଲୋକଙ୍କୁ ଦେଶର ଅନ୍ୟ ସ୍ଥାନକୁ ଯିବାକୁ ପଡିବ ନାହିଁ।
ओडिशा की जनता अपनी भाषा, संस्कति, धर्म और साहित्य के गौरव के लिए भाजपा की पूर्ण बहुमत वाली सरकार बनाने जा रही है। ଓଡ଼ିଶାର ଲୋକମାନେ ସେମାନଙ୍କର ଭାଷା, ସଂସ୍କୃତି, ଧର୍ମ ଏବଂ ସାହିତ୍ୟର ଗୌରବ ପାଇଁ ପୂର୍ଣ୍ଣ ସଂଖ୍ୟାରେ ବିଜେପି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି।
BJD सरकार ने अफसरों के माध्यम से ओडिशा में जमकर भ्रष्टाचार किया। ବିଜେଡ଼ି ସରକାର ଅଫିସରଙ୍କ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଦୁର୍ନୀତି କରିଛି
कांग्रेस पूरी तरह एक्सपोज हो गई है कि वह देशवासियों की निजी संपत्ति अल्पसंख्यकों को देना चाहती है। कांग्रेस पार्टी या तो अपने मैनिफेस्टो से संपत्तियों के सर्वे की बात वापस लें, या सार्वजनिक रूप से स्वीकार करे कि देशवासियों का धन अल्पसंख्यकों, विशेषकर मुस्लिम समुदाय को देना ही…
ସାରା ଦେଶରେ ମୋଦୀ ଲହର ଦେଖାଯାଇଥିବା ବେଳେ ଓଡ଼ିଶାରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମାତୃଶକ୍ତି ଓ ଯୁବବନ୍ଧୁଙ୍କ ଯୋଗଦାନ ପ୍ରମାଣିତ କରୁଛି ଯେ, ୨୪ ବର୍ଷ ଧରି ଅନ୍ୟାୟ, ଦୁର୍ନୀତି ଓ ଅତ୍ୟାଚାର କରି ଆସିଥିବା ସରକାର ବିରୋଧରେ ଲୋକମାନେ ଏଥର ନିର୍ଣ୍ଣାୟକ ମତ ଦେବେ । #Odisha
କଂଗ୍ରେସ ଓ I.N.D.I ମେଣ୍ଟ ଏବେ ଲୋକଙ୍କ କଠିନ ପରିଶ୍ରମର ଅର୍ଥ ଉପରେ ନଜର ରଖିଛନ୍ତି
"We will have to devise innovative plans to ensure that minorities, particularly the Muslim minority, are empowered to share equitably in the fruits of development. They must have the first claim on resources." - Dr Manmohan Singh, 9th Dec, 2006 The Congress doesn’t trust their…
PM मोदी को झूठ बोलने की गंदी आदत है. एक बार फिर झूठ बोलते पकड़े गए.
आज दोपहर 1:00 बजे ABP News पर देखिए, भाजपा राष्ट्रीय अध्यक्ष श्री @JPNadda का साक्षात्कार। लाइव देखें: 📺x.com/bjp4india 📺facebook.com/BJP4India 📺youtube.com/BJP4India 📺bjp.org/bjplive
𝟐𝟒×𝟕 𝐟𝐨𝐫 𝟐𝟎𝟒𝟕! 🪷 Vote for Modi, vote for the G.O.A.T! #PehlaVoteModiKo
HM Shri @AmitShah's interview at India Today. x.com/i/broadcasts/1…
ମୋଦୀଙ୍କ ପାଇଁ ପ୍ରାଥମିକତା ହେଉଛି ଗରିବ, ଦଳିତ ଓ ଜନଜାତି
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମା’ ଭଉଣୀମାନେ “ପାଣି ନାହିଁ ତ ଭୋଟ ନାହିଁ” ସ୍ୱର ଉତ୍ତୋଳନ କରିବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ଓଡ଼ିଶାରେ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମୋଦୀ ସରକାର ଓଡ଼ିଶା ପାଇଁ ୧୦,୨୦୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା…
.@pranabpdas ବାବୁ, 25 ବର୍ଷର ରୂପାନ୍ତରଣ ସରକାରରେ ଆଜି ମଧ୍ୟ ନଗଡ଼ାରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି, ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳର ଉତ୍କଟ ସମସ୍ୟା ଆଜି ଗାଁ ଗାଁରେ ଲୋକମାନେ ଅନୁଭବ କରୁଛନ୍ତି।
After my Nalbari rally, I watched the Surya Tilak on Ram Lalla. Like crores of Indians, this is a very emotional moment for me. The grand Ram Navami in Ayodhya is historic. May this Surya Tilak bring energy to our lives and may it inspire our nation to scale new heights of glory.
ଯୁବବର୍ଗଙ୍କ ସହଯୋଗରେ ଓଡ଼ିଶାରେ ହେବ ପରିବର୍ତ୍ତନ । ବୁର୍ଲା ନରସିଂହ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଯୁବସାଥୀଙ୍କୁ ଭେଟି ବିକଶିତ ଭାରତ ଗଠନରେ ସେମାନଙ୍କର ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କଲି । ପ୍ରଜାତନ୍ତ୍ରରେ ଯୁବ ଭୋଟରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯୁବପିଢିଙ୍କୁ ରୋଜଗାର ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ…
ଆମ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁଇଁବୃତି ପଞ୍ଚାୟତ ସ୍ଥିତ ଗରିପୁର ଗ୍ରାମର ଆମ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଶ୍ରୀ ରମାକାନ୍ତ ଦାସଙ୍କ ଧର୍ମପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ଥିବା ଖବର ପାଇ ତାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ…
#ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ସବୁ ଡାକ୍ତରଖାନାରେ ଡାକ୍ତରୀ ପଦବୀ ଅଧାରୁ ଅଧିକ ଖାଲି ପଡିଛି । ସରକାରୀ ଡାକ୍ତରଖାନାରେ ଡାକ୍ତର, ପାରାମେଡିକାଲ ଷ୍ଟାପ୍, ଟେକନିସିଆନ ଅଭାବ ରହିଛି ଏବଂ ଏହି ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ।ସ୍ୱାସ୍ଥ୍ୟସେବା କେବଳ ବିଜ୍ଞାପନରେ ସୀମିତ ରହିଛି ।
PM Shri @narendramodi's interview to ANI. x.com/i/broadcasts/1…