Naxatra News @NaxatraNewsOdia
First Odia News & Current Affairs Channel | #PowerofTruth naxatranews.com Odisha, India Joined September 2017-
Tweets14K
-
Followers5K
-
Following31
-
Likes488
ଗୋଟିଏ ଯୁଗର ଅବସାନ | ପରଲୋକରେ ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନା | ୯୩ ବର୍ଷ ବୟସରେ ପରଲୋକ | ଶ୍ରମିକଙ୍କ ସ୍ୱାର୍ଥର ସାରଥୀ ଥିଲେ ଘନଶ୍ୟାମ | ରବିବାର ଅର୍ଦ୍ଧାଙ୍ଗିନୀ ହେମଲତାଙ୍କୁ ହରାଇଥିଲେ, ଆଉ ଆଜି ସେ ନିଜେ ଚାଲିଗଲେ | #Odisha #NAXATRANEWS #DEMISE #LABOURUNION #leader
ପୂର୍ବରୁ ଗୀତ ମାଧ୍ୟ୍ୟମରେ ସରକାରଙ୍କୁ ଗୁହାରି କରି ରଗଡି ଅଞ୍ଚଳର ଦୃଷ୍ଟିହୀନ ପ୍ରଫୁଲ ଦାସ ଘରବାଡି ପଟା ପାଇଥିଲେ l ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ପୁଣି ଗୀତ ମାଧ୍ୟମରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ କଟାକ୍ଷ କଲେ ଦିବ୍ୟାଙ୍ଗ l #NaxatraNews #Odisha
#୩୦_ମିଟର_ବୋଲରକୁ_ଘୋଷାଡ଼ି_ନେଲା_ଟ୍ରେନ #ଅଳ୍ପକେ_ବର୍ତ୍ତିଲେ_ବୋଲରରେ_ଥିବା_ଯାତ୍ରୀ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲର ଧକ୍କା | ଟ୍ରେନର ଗତି ଧୀର ଥିବାରୁ ଅଳ୍ପକେ ବଞ୍ଚିଥିଲେ ବୋଲରରେ ଥିବା ଯାତ୍ରୀ | ବୋଲର ଚାଳକର ଅସାବଧାନତା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି | #NaxatraNews #Paradeep #Odisha
#ଶିକ୍ଷକ_ଅଭାବକୁ_ନେଇ_ଛାତ୍ରଛାତ୍ରୀଙ୍କ_ରାସ୍ତାରୋକ ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ଟାୟାର ଜାଳି ରାସ୍ତାରୋକ l ରାସ୍ତାରେ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ l #NaxatraNews #Jajpur
#ଚନ୍ଦ୍ରପୃଷ୍ଠର_ତାପମାତ୍ରା_ପ୍ରାୟ_୫୦_ଡିଗ୍ରି ଚନ୍ଦ୍ରପୃଷ୍ଠ ତାପମାତ୍ରା ବିଷୟରେ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରଯାନ-୩ | ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି ସେଲସିୟସ୍ ଥିବାବେଳେ ୮ ସେମି ତଳକୁ ଏହା ବିଯୁକ୍ତ ୧୦ ଡିଗ୍ରି ଅଟେ। ଟ୍ୱିଟ କରି ଇସ୍ରୋର ସୂଚନା | #NaxatraNews #chandryan3 #updates #Chandrayaan3Success
#କଟକ_ଅବକାରୀ_ବିଭାଗ_ଓ_ଧାମନଗର_ଅବକାରୀ_ବିଭାଗର_ମିଳିତ_ଚଢଉ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ି ପୁର ବଜାର ଠାରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ୬୭୫ ଲିଟର ମଦ ଜବତ ହୋଇଥିବା ସୂଚନା ମିଳିଛି। #NaxatraNews #Odisha
#ନୀରଜଙ୍କ_ଐତିହାସିକ_ସଫଳତା ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲ୍ରେ ନୀରଜ ଫାଉଲ୍ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସେ ଏହି ସଫଳତା ପାଇଥିଲେ। #NaxatraNews #NeerajChopra
ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପରଲୋକ | ଆଜି ମଧ୍ୟାହ୍ନ ୧୨ଟାରେ ହେବ ଶେଷକୃତ୍ୟ । ଖାନନଗର ବିଦ୍ୟୁତ୍ ଚୁଲାରେ ଦାହ ହେବ ମର ଶରୀର । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। #NaxatraNews #Odisha
#ପୁଣି_ବର୍ଷାର_କରାଳ_ରୂପ ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ | ଆଖି ପିଛୁଳାକେ ମାଟିରେ ମିଶିଯାଉଛି ବଡ ବଡ କୋଠା | ଭୂସ୍ଖଳନ ହେତୁ ଘର ଗୁଡିକ ଭୁଷୁଡ଼ି ଯାଉଥିବାର ସେ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି | #NaxatraNews #HimachalDisaster
ଚନ୍ଦ୍ରାୟାନ-୩ର ସଫଳତା ନେଇ ଡୁରାର ଚକଖଡି ଶିଳ୍ପୀ ତଥା ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଚକଖଡିରେ ଚନ୍ଦ୍ରାୟାନର ବିଭିନ୍ନ କଳାକୃତି କରି ଖୁସି ମନାଇଛନ୍ତି।ଏଥି ସହ ଏହାର ସଫଳତା ପାଇଁ ମିଶନ ଚନ୍ଦ୍ରାୟାନରେ ସାମିଲ ରହିଥିବା ସମସ୍ତ ବୈଜ୍ଞାନିକଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। #NaxatraNews #Odisha
ବହୁ ପ୍ରତିକ୍ଷିତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ | ଡେଙ୍ଗୁରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ପ୍ରଣବ ପଟ୍ଟନାୟକ | #NaxatraNews #Odisha
ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। #NaxatraNews #Odisha
ବୋରିଗୁମ୍ମା; ନବରଙ୍ଗପୁର ରୋଡ ୨୬ ନମ୍ବର ଜାତୀୟ ରାଜପଥ ଉପରେ ହୁ ହୁ ହୋଇ ଜଳିଗଲା ଏକ ଘରୋଇ ବସ। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। #NaxatraNews #Odisha
#ଇତିହାସ_ରଚିଲା_ଭାରତ #ଜହ୍ନରେ_ବୁଲୁଛି_ପ୍ରଜ୍ଞାନ ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’ । ଚନ୍ଦ୍ରରେ ବିଚରଣ କରୁଛି ରୋଭର ପ୍ରଜ୍ଞାନ । ଟ୍ୱିଟ କରି ଇସ୍ରୋ ପକ୍ଷରୁ ସୂଚନା । ଚନ୍ଦ୍ରରେ ଅନେକ ତଥ୍ୟ ସଂଗ୍ରହ କରିବ ପ୍ରଜ୍ଞାନ । #NaxatraNews #Chandrayana3 #ISRO
ମିଜୋରାମରେ ଏକ ନିର୍ମାଣଧୀନ ରେଳ ପୋଲ ଭୁଷୁଡ଼ି ପଡିବାରୁ ୨୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ଅନେକ ଗୁରୁତର ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ | #NaxatraNews #MizoramBridgeCollapse
#ଇତିହାସ_ରଚିଲା_ଭାରତ #ଚନ୍ଦ୍ରର_ଦକ୍ଷିଣ_ମେରୁରେ_ଅବତରଣ_କରିବାରେ_ପ୍ରଥମ_ଦେଶ_ଭାରତ ଭାରତ, ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିସାରିଛି ଏବଂ ତୁମେ ମଧ୍ୟ! ଚନ୍ଦ୍ରଯାନ-୩ ଅତି ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଗତକାଲି ୬ଟା ୪ ମିନିଟରେ ଜହ୍ନରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଛି ଚନ୍ଦ୍ରଯାନ-୩ । #NaxatraNews @isro
#ଛେଳିକୁ_ଗିଳିଲା_ଅଜଗର #ଭୟଭୀତ_ଗାଁ_ଲୋକେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର କୁଡାପଡାରେ ଘଟିଛି ଏମିତି ଏକ ଘଟଣା l କୁଡାପଡା ବନ୍ଧ ହିଡ଼ରେ ଏକ ଅଜଗର ସାପ ଏକ ଛେଳିକୁ ଗିଳିଦେବାରୁ ଛେଳିଟିର ମୃତ୍ୟୁ ହୋଇଯାଇଛି l ବନବିଭାଗ ଅଜଗରକୁ ଉଦ୍ଧାରକରି ନିକଟସ୍ଥ ସୁନାପାଲି ଜଙ୍ଗଲରେ ଛାଡିଛି | #NaxatraNews #
ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଫଳତା ନେଇ ସବୁଠି ଚାଲିଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନ-୩ର ସଫଳ ଅବତରଣ ନିମନ୍ତେ ଯୋଗଗୁରୁ ରାମଦେବ ବାବା ହରିଦ୍ୱାରରେ କଲେ ପୂଜା | #NaxatraNews #Chandrayaan3Landing #RamdevBaba
ଉତ୍ତରପ୍ରଦେଶରେ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ । ମୁରାଦାବାଦରେ ଛାତ୍ରୀ ଜଣଙ୍କ ନିଜ ମୁହଁରେ ଆଙ୍କିଲେ ଚନ୍ଦ୍ରଯାନ-୩ । ପୋଷ୍ଟର ମାଧ୍ୟମରେ ଦେଲେ ବିଜୟର ବାର୍ତ୍ତା । #NaxatraNews #UttarPradesh #Chandrayaan3Landing
Samaja Live @samajalive
115K Followers 733 Following Official Account of The Samaja News paper and websiteChanchal pandey(म�.. @ChanchalPandeya
33 Followers 1K Following नई अमीरी जितनी जल्दी चढ़ती है...उससे कई गुना ज्यादा नीचे उतरती है.Koustuv Group @koustuv_group
48 Followers 10 Following "KGI, a dream place for every student, established in the year 1999 with an objective to provide quality education. At present KGI has 8 Institutes .Sidharth Shankar Rath @SidharthRath3
94 Followers 332 Following A son, a father, a husband, a friend, a brother and a Banker (by profession), Views are completely personal.Rabindra kumar Dalai @rabindra616263
8 Followers 448 Following s/o-Bipra charan Dalai, at/Po-Bhutasarasingi, ward no-11, House no-149, via -bada kharida, Ps-Purusottampur, Dist -ganjam, state -odisha, pin-761041FIDR - Reimagine Deve.. @FIDRIndia
137 Followers 399 Following " Empowering Women and Youth of Rural India." #FIDRIndia #FIDRLivelihoods #towardsruraldevelopmentKhordhaInformer @KhordhaInformer
0 Followers 32 Followingneha gantayat @AlishaGantayat
2 Followers 46 FollowingPrabhu Prasad Barik @PrabhuPras72399
1 Followers 114 Followingleeza @leejulu
4 Followers 38 FollowingHappy Family @happy_fami99789
0 Followers 47 Followingsanjay pradhan @sanjayprad82871
4 Followers 84 FollowingVivienMorley @YJX8I2kWu7r8s
13 Followers 348 Followingprabhat behera @Behera58P
25 Followers 238 FollowingSubrat Kumar Bhuyan @Subrat_Bhuyan
3 Followers 192 FollowingBalaram gouda @goudabalia143
2 Followers 49 Followingsubhrajeet behera sub.. @1234_beher24472
21 Followers 197 FollowingFAGU CHARAN DAS @FAGUCHARAN44965
8 Followers 177 FollowingUpendra Jena @odiatweetbaba
693 Followers 2K Following #Google Map Crowdsource Contributor #Content Creator #Traveller #Tech Lover #odisha #odiaSunil Sarangi @SunilSadangi2
1 Followers 25 FollowingMadhuSmita Tripathy @MadhuSmita65403
5 Followers 60 Following ANCHOR.... As a journalist...... Graduation completed...... Mass Communication Continue From KALINGA MEDIA SERVICES..... Samiksha press reporter.... BBSRMu Vocational Teacher @Vocational74692
0 Followers 10 Following Vocational education at school level.Vocational training focuses on developing technical skills for a specific job or trade. It offers you practical input.Sunil Kumar Dash @SunilKu43866832
2 Followers 33 Following it's not ur job to like me.....👉👉👉👉👉 it's mine l love & appreciate my self 😃😃😃😃SmrutiSanket Rath @Smrutisank92691
16 Followers 125 FollowingAdv.Debabrata Rana �.. @Advocate_Drana
3 Followers 246 Following Advocate, || https://t.co/3oPpofLvvF, LL.B || District Bar Association,KendraparaBirendra @b91024321
134 Followers 557 FollowingDipti Rani Pradhan @DiptiPradh23863
49 Followers 276 Following 4th Time Sarapanch। General Secretary, Odisha Mahila Pradesh Congress। Ex. V.P, Jagatsinghpur Mahila Congress।Congressmen | 24*7 active from last 30 Yrsjournalist amit arya @journalist_arya
102 Followers 117 Following 🗞📝कलम से काम ( पत्रकारिता ) ❤️ WISH 18 August 🎂Raghunath Behera @Raghuna34136194
6 Followers 97 Following Learn from the environment, Don't worry bounce backSidharth Patro @Sidharth_Patr
30 Followers 891 Following In search of the unheard. And some good food.AYAUS kanta @ayauskanta1
6 Followers 243 Following जी चाहता हैं 🔸तुम से प्यारी सी बात हो, हसीं चाँद तारे हो, लंबी🔸 सी रात हो,Chinni Gudla @ChinniGudla
11 Followers 34 FollowingPanchanan Jena @JenaPancha44171
2 Followers 106 Following 🙏♥️ଜୟ ଜଗନ୍ନାଥ 🙏♥️ ,,,,,,,,ମୁଁ ଓଡ଼ିଆ,,,,,,, ❤️❤️I love papa❤️❤️ ତୁହି ମୋର ମାତା ତୁହି ମୋର ପିତା ଗୁରୁ ବ୍ରହ୍ମ ଟି ମୋହର ଅନେକରୁ ଏକ, ଏକରୁ ଅନେକ Bindasss lifeSukant Mohapatra @SukantMoha36161
6 Followers 24 FollowingShailesh @Shailes95873920
0 Followers 33 FollowingMohammad Junaid @MohammadJu73191
701 Followers 4K Following 👉🦻हमारा संकल्प ध्रुमपान से मुक्त कराना माली हालत मे आत्मनिर्भर खुशहाल पारिवार बनाना नोट ये योजना केवल ग्रामीण क्षेत्र के लिए है9स्मोकिंग🙏👉🚭Prasann Kumar @PrasannKum53128
5 Followers 23 FollowingManoj Chaturvedyᅠ�.. @ManojCh74619731
91 Followers 2K Following मेरे होने में आप सभी शामिल हैं। आपका प्यार ही मेरी दौलत है।AB @a37448603
0 Followers 32 FollowingAjaya Kumar Behera @ajayakubehera96
5 Followers 44 FollowingKabita Panda @KabitaPanda62
0 Followers 2 FollowingNavin Polaki🇮🇳 @navinpolaki
140 Followers 573 Following Writer✍️ || Social activist || fight for right justice is our right ||Mu Sarmika @Rakeshsama37532
2 Followers 49 FollowingGangadhar @Gangadhar189501
25 Followers 265 FollowingNaveen Patnaik @Naveen_Odisha
3.6M Followers 24 Following Chief Minister of Odisha; President, Biju Janata Dal.I & PR Department, Od.. @IPR_Odisha
736K Followers 96 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରBJP Odisha @BJP4Odisha
195K Followers 16 Following Official Twitter account of BJP (Odisha Pradesh) Facebook- https://t.co/cihkFiecrOOdisha Police @odisha_police
429K Followers 128 Following Official handle of Police Department, Odisha State, India.Governor Odisha @GovernorOdisha
336K Followers 5 Following Official Twitter handle of Hon'ble @dasraghubar, Governor Of Odisha.H & FW Dept Odisha @HFWOdisha
589K Followers 94 Following Official handle of Health & Family Welfare Department, Government of Odisha. Responsible for public health, health services and medical education in the State.DCP Bhubaneswar @dcpbbsr
128K Followers 77 Following This is official handle of Deputy Commissioner of Police Bhubaneswar Urban Police DistrictBiju Janata Dal @bjd_odisha
386K Followers 35 Following The Official handle of Biju Janata Dal, Odisha. Join us on : https://t.co/hsEbWu5elZBMC @bmcbbsr
295K Followers 86 Following Official account of Bhubaneswar Municipal Corporation (BMC), Government of Odisha. Bhubaneswar FIRSTPradeep Jena IAS @PradeepJenaIAS
77K Followers 291 Following Chief Secretary, Odisha I| #IAS 1989. Tweets are personal. Retweets not an endorsement.ANI Digital @ani_digital
618K Followers 1 Following Asian News International.Multi-media news agency,content for information platforms:TV,Internet,broadband,newspapers,mobiles https://t.co/QrqluPvffcDhenkanal Update @DhenkanalToday
51 Followers 1 Following Updates All Latest And Breaking News In HindiFast Mail @fastmailnews
21K Followers 34 Following India's Premier Digital News Destination. A Real-Time Provider Of Latest News in Hindi, English & Odia Languages From Around The World.Jagdanand Pradhan @JPradhanINC
4K Followers 2K Following Journalist I Spokes Person,Odisha Pradesh Congress Committee I Group Editor https://t.co/HdqbvkVKdM I Supporter Of Secular Democratic &Progressive IndiaH & UD Dept @HUDDeptOdisha
172K Followers 470 Following Housing & Urban Development Department, Government of OdishaDGP, Odisha @DGPOdisha
280K Followers 66 Following Official handle of Director General of Police, OdishaAdityajena @adityajena
45 Followers 167 FollowingWorks Department, Odi.. @PWD_Odisha
108K Followers 37 Following Official Twitter handle of Works Department, Government of Odisha. Infrastructure- Roads, Bridges, BuildingsBJD Odisha @BJD4Odisha
25K Followers 103 Following Biju Janata Dal (BJD) is a state (Odisha) political party named after the legendary Biju Patnaik & led by Shri Naveen Patnaik.ChiefSecyOdisha @SecyChief
277K Followers 58 Following The Chief Secretary is the head of Civil Service in the State Government . Sri Pradeep Jena, IAS is the current Chief Secretary of Odisha.Odisha Congress @INCOdisha
45K Followers 353 Following Official Twitter Handle of Odisha Pradesh Congress CommitteeCOMMISSIONERATE POLIC.. @cpbbsrctc
207K Followers 14 Following Commissionerate Police will remain committed to maintenance of law & order, prevention & detection of crime, promotion of communal/ societal harmony..Dilip ray @DilipRayOdisha
12K Followers 120 Following Ex-MLA Rourkela; Former Union Minister- Steel,Coal and Parliamentary AffairsPresident of India @rashtrapatibhvn
24.6M Followers 2 Following Official Twitter account of Rashtrapati Bhavan and is run by the President’s Secretariat | Smt Droupadi Murmu, President of India.Congress @INCIndia
10.5M Followers 523 Following India’s Most Vibrant Political Movement - Indian National Congress | #GintiKaro | #BhartiBharosa | #PehliNaukriPakki | #KisaanMSPGuaranteeRahul Gandhi @RahulGandhi
25.5M Followers 259 Following Member of the Indian National Congress | Member of Parliament | #GintiKaro | #BhartiBharosa | #PehliNaukriPakki | #KisaanMSPGuarantee | #1LakhMahalakshmiNakshatra Jyoti @Nakshatra_Jyoti
125 Followers 48 FollowingDefence Minister Rajnath Singh dedicated 90 infrastructure projects of the Border Roads Organisation (BRO), worth over Rs 2,900 crore, spread across 11 States/Union Territories, to the nation. The projects were inaugurated by the Defence Minister at an event in Jammu today.
I'm honoured to receive the Odisha Journalism Award 2023 from Union Ministers @dpradhanbjp & @ianuragthakur I thank Pallibani Mission chairman Ramchandra Nath warmly for the wonderful evening we spent at the India International Centre, Delhi Presence of former SC Judge…
#ପୁଣି_ଚମକିଲେ_ଓଡ଼ିଆ_ପୁଅ | ଆଇସିସି ପ୍ରୋମୋରେ ନଜର ଆସି ଓଡିଶା କୁ ସାରା ବିଶ୍ୱ ଦରବାରରେ ଗୌରବାନ୍ବିତ କରିଛନ୍ତି ଗଂଜାମ ବ୍ରହ୍ମପୁର ସହରର ପିଣ୍ଟୁ | ପୂର୍ବରୁ କ୍ରିକେଟର ବିରାଟ କୋହିଲିଙ୍କ ଟାଟୁ କରି ବିରାଟଙ୍କ ମନ ଜିତି ଥିବା ବେଳେ ଏବେ ସାରା ଓଡ଼ିଶାର ମନ ଜିତିଛନ୍ତି |
#ମଣିପୁର_ଲଜ୍ଜ୍ୟାକୁ_ପ୍ରଧାନମନ୍ତ୍ରୀଙ୍କ_ନିନ୍ଦା #ମୋର_ହୃଦୟ_ପୀଡା_ଓ_କ୍ରୋଧରେ_ଭରି_ଯାଉଛି ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ; ପ୍ରଧାନମନ୍ତ୍ରୀ ମୋଦି #Naxatranews #ManipurViolence #NarendraModi
Rajkumar Ranjan's house set on fire in Manipur, Union Minister says: "Those indulging in violence are enemies of humanity" Read @ANI Story | aninews.in/news/national/… #Manipur #RajkumarRanjan #Imphal #Kongba
Former Dhenkanal MP Tathagata Satpathy Had A Face Off With The Employees Of Pipili Toll Gate Over Exchange Of Rs.2000 Note. #TathagataSatpathy #PipiliTollGate #NaxatraNews
Veteran actor #AshishVidyarthi tied knot with Assam's Rupali Barua on Thursday, May 25. The actor who has appeared in a number of Hindi, Telugu, Tamil, Kannada, Malayalam and more regional films found love again in #RupaliBarua .
ଦକ୍ଷିଣ ୨୪ ପ୍ରଗଣାର ବଜବଜରେ ବାଣ ବିସ୍ଫୋରଣରେ ୩ ମୃତ naxatranews.com/national-news/… #NaxatraNews
निर्माणाधीन बांध से सीपेज के कारण जो परिस्थितियां उत्पन्न हुई हैं, मैं उस पर निरंतर नजर रखे हुए हूं। हमारे जल संसाधन मंत्री श्री @tulsi_silawat जी एवं स्थानीय मंत्री श्री @dattigaon जी कल से ही बांध स्थल पर मौजूद हैं।
As part of the ‘Har Ghar Tiranga’ initiative, Indian Coast Guard’s made in Indian ALH Dhruv helicopters flew with the national flag near the Jagannath Puri temple in Odisha: ICG officials
Adhir Ranjan writes to Om Birla, says "the way Smriti Irani yelled President's name without prefixing wasn't proper" Read @ANI Story | aninews.in/news/national/… #Congress #BJP #MonsoonSession #AdhirRanjanChowdhury #SmritiIrani
#WATCH | Chhattisgarh CM Bhupesh Baghel celebrates Hareli Festival in Raipur
#WATCH | Delhi Police personnel seen pulling the hair of National President of Indian Youth Congress, Srinivas BV, and manhandling him earlier during the party's protest. (Source: Congress)
#WATCH | Odisha: Parts of Bhubaneswar city receive heavy rainfall.
I am a Congress MLA but I have voted for NDA's Presidential candidate Droupadi Murmu. It's my personal decision as I've listened to my heart which guided me to do something for the soil and that's why voted for her: Odisha Congress MLA Mohammed Moquim #PresidentialElection
Bhubaneswar, Odisha | Ukraine returned medical students stage protest, seek admission in Indian Medical universities All we ask is to be admitted in Indian universities, government or private. Our futures have been jeopardized. We cannot go back to a war-torn country: A student
Odisha CM Naveen Patnaik participated in the #JagannathRathYatra in Puri CM Patnaik also pulled the chariot along with state Governor Ganeshi Lal and Union Minister Dharmendra Pradhan
#WATCH | Huge crowds of devotees throng the #JagannathRathYatra as it begins in Puri, Odisha
#WATCH | The Jagannath Rath Yatra begins in Puri, Odisha with much fanfare. The participation of devotees in the Rath Yatra has been allowed this time after a gap of two years following the COVID pandemic.
Odisha | Cuttack-based smoke artist Deepak Biswal created a portrait depicting the three chariots of Lord Jagannath, Balabhadra & Subhadra for the annual #RathYatra "It took seven hours for me to complete the whole art," said Deepak Biswal (29.06)