ବଡ ଅଜା बड़े नानाजी 🌀 @sala_budha
ପଖାଳ ଖିଆ ବୁଢା- ଷୋଳ ଅଣା ଖାଣ୍ଟି ଓଡ଼ିଆ Bhubaneshwar, India Joined June 2015-
Tweets17K
-
Followers4K
-
Following385
-
Likes7K
ହଜାରେ ବିଜେଡି ଟିକେଟ ଅଶାୟୀ ହୋଇଲେଣି କଲବଲ, ବିଜେଡି ପୁରୁଖା ନେତାଏ ଆଗରୁ ଧରିଲେଣି ପଦ୍ମ ଫୁଲ। ବିଜେଡି ବିଜେପି ଏଇ ଚବିଶରେ ଲାଗିବ ଘୋର ସମର, ଶଙ୍ଖ ବାଜିବ କି ପଦ୍ମ ଫୁଟିବ ହେଉନି ସନ୍ଦେହ ଦୂର।
ନିର୍ବାଚନ ବେଳ ପାଖେଇ ଆସୁଛି କୁଆଡେ ଗଲେ ନବୀନ? ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଲେଣି ପାଣ୍ଡିଆନ, ବିଗିଡେ କି ଭୋଟର ମନ? ଅଣ ଓଡ଼ିଆ ଲୁଣ୍ଠନ କରନ୍ତି ଓଡ଼ିଆର ସ୍ୱାଭିମାନ, ସତେ ଶଙ୍ଖରୁ ଖସୁଛି କି ମନ?
ନିର୍ବାଚନ ବେଳ ପାଖେଇ ଆସୁଛି କୁଆଡେ ଗଲେ ନବୀନ? ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଲେଣି ପାଣ୍ଡିଆନ, ବିଗିଡେ କି ଭୋଟର ମନ? ଅଣ ଓଡ଼ିଆ ଲୁଣ୍ଠନ କରନ୍ତି ଓଡ଼ିଆର ସ୍ୱାଭିମାନ, ସତେ ଶଙ୍ଖରୁ ଖସୁଛି କି ମନ?
କିଛି ଦିନ ପୂର୍ବେ ଖେଳ କରୁଥିଲା BJPର ଲେଖା ନାନୀ BJD ଦଳର ଗୋଇ ଖୋଜୁଥିଲା ଉଡାଇ ନିଜର କାନି ଏବେ କରି ବେଇମାନୀ ସେ ଦଳରେ ଯାଇ ଶରଣ ପଶିଲା ବୋଲାଇଲା ମହାଜ୍ଞାନୀ। ଯେଉଁ ବଟ ମାନେ ପୂର୍ବରୁ ତାଙ୍କ ଚରିତ୍ର ସଂହାର କରି ସୋସିଆଲ ମିଡିଆରେ ଲେଖୁଥିଲେ ସାଜି ସବୁ ସତୀ ନାରୀ କହିବେ ଅପାଲୋ ରାଗ କରିବୁନି ଲଗାଇବୁ ସ୍ନେହ ଡୋରି। @DrLekhaShree
କିଛି ଦିନ ପୂର୍ବେ ଖେଳ କରୁଥିଲା BJPର ଲେଖା ନାନୀ BJD ଦଳର ଗୋଇ ଖୋଜୁଥିଲା ଉଡାଇ ନିଜର କାନି ଏବେ କରି ବେଇମାନୀ ସେ ଦଳରେ ଯାଇ ଶରଣ ପଶିଲା ବୋଲାଇଲା ମହାଜ୍ଞାନୀ। ଯେଉଁ ବଟ ମାନେ ପୂର୍ବରୁ ତାଙ୍କ ଚରିତ୍ର ସଂହାର କରି ସୋସିଆଲ ମିଡିଆରେ ଲେଖୁଥିଲେ ସାଜି ସବୁ ସତୀ ନାରୀ କହିବେ ଅପାଲୋ ରାଗ କରିବୁନି ଲଗାଇବୁ ସ୍ନେହ ଡୋରି। @DrLekhaShree
ଭଲ ସମୟକୁ ଅପେକ୍ଷା କରି ବୟସ ବିତିଗଲା, ଏବେ ଅନୁଭବ କରୁଛି ବିତି ଯାଇଥିବା ସମୟ ହିଁ ଭଲ ସମୟ ଥିଲା।
ଶଙ୍ଖ ପଦ୍ମ ହାତ ତିନି ଦଳ ମଧ୍ୟେ ସରୁନି ଟିକେଟ ବଣ୍ଟା ବିଚାର ବିମର୍ଷ ଆଲୋଚନା ପାଇଁ ଯାଉଅଛି ଘଣ୍ଟା ଘଣ୍ଟା। ବିନ୍ଧିଲାଣି ପିଠି ଅଣ୍ଟା, ଆଶାୟୀ ଅନେକ ଟିକେଟ ନପାଇ ଦେଉଛନ୍ତି ଖାଲି ଖୁଣ୍ଟା, ନିର୍ବାଚନ ବେଳେ ଭାଙ୍ଗୁଆରୀ ଦଳ ସାଜିବେ ଫିରିକି କଣ୍ଟା। #Election2024
ଅଖା ବିରି ନାହିଁ କଂଗ୍ରେସ ଦଳଟା ବାଣ୍ଟୁ ଆଛି ଇସ୍ତାହାର, କଂଗ୍ରେସ ଆସିଲେ ଭାରତ ଭୂଖଣ୍ଡେ ରହିବେ ନାହିଁ ବେକାର। ଲକ୍ଷେ ଟଙ୍କା ଉପହାର, ଗରିବ ମହିଳା ଉପକୃତ ହେବେ ଗ୍ୟାରେଣ୍ଟି ଏ କଂଗ୍ରେସର। ଇସ୍ତାହାରକୁ ଆମ୍ବୁଲ ପରାୟେ ଚାଟିଦେବେ ଟି ଭୋଟର। #Election2024
#UtkalaDibasa: Nothing defines #Odisha more than the iconic #pattachitra. #Utkaldiwas #bandeutkalajanani #OdishaFoundationDay
ମୁଢ଼ିକୁ ସୁନ୍ଦର ନଡ଼ିଆ.. ମାଛକୁ ସୁନ୍ଦର ଗାଡିଆ.. ଘୁଷୁରୀ ଖାଏନା ପାଚିଲା କଦଳୀ ତାକୁ ଭଲ ଝାଡ଼ା ପଡିଆ..! ଭଲ କାମ କଲେ ଅଡୁଆ.. ମନ୍ଦ କାମ କଲେ ବଢିଆ.. ମାଗଣା ପାଇଲେ ପିଚୁ ଖାଇ ଦେବେ ମଣିଷ ଗୁଡା ପରା କୁଢିଆ..!
ଆମ ସମୟରେ ଦୁଇ ଆଖି ମିଶିଲେ ପ୍ରେମ ଆରମ୍ଭ ହେଉଥିଲା
ଆମ ସମୟରେ ଦୁଇ ଆଖି ମିଶିଲେ ପ୍ରେମ ଆରମ୍ଭ ହେଉଥିଲା
ଏବେ ଯାହାକୁ ଟିକେଟ ନ ମିଳିବ, ସେ ଦଳ ଛାଡିବ । ତେଣୁ ଏଥିରୁ କଣ ଶିଖିଲେ, ଦଳ ନୁହେଁ ସର୍ବୋପରି, ଆଗେଇ ଚାଲ ସ୍ଵାର୍ଥକୁ କେନ୍ଦ୍ର କରି ।
ଠିକ ଠିକ !
ଓଡ଼ିଶାର ସବୁ ପ୍ରାର୍ଥୀ ତାଲିକା ଘୋଷଣାଟି ହୋଇ ନାହିଁ, ଆଶାୟୀ ମାନଙ୍କ ମନ ସେଥିପାଇଁ ହେଉଅଛି ହାଇଁ ପାଇଁ। କଂଗ୍ରେସ ଶୋଇଛି ଚେଇଁ ବିଜେପି ବିଜେଡି ଘୋଷଣା ସରିଲେ ବାହାରିବ ସାଇଁ ସାଇଁ ।। #Elections2024
ବାବୁ ଭର୍ତ୍ତୁହରି ଛାଡିଦେଲେ ବିଜୁ ଜନତା ଦଳ, ଯେଉଁ ଦଳ ତାଙ୍କୁ ଛଅ ଛଅ ଥର ଦେଇଥିଲା ଭାଗ୍ୟ ଫଳ! ଏବେ ତାଙ୍କ କର୍ମଫଳ, ନିଜେ ସେ ଭୋଗିବେ ଫୁଲ ଆଡେ ଯଦି ମନ ହେବ ଢଳ ଢଳ।
ବିଜୁଙ୍କର ପଟ୍ଟଶିଷ୍ୟ ଥିଲେ ଏକା ନାମ ଯା'ର ବାବୁ ଦାମୋଦର, ଛୟାଅଶି ବୟସରେ ଚାଲିଗଲେ ସ୍ୱର୍ଗପୁର ଥିଲେ ସେ ନେତା ସାରା ଓଡ଼ିଶାର ପାରାଦୀପ ଗଡ଼ ଆବାଳ ବୃଦ୍ଧ ବନିତା ଗଡାନ୍ତି ଲୁହ ଧାର ଭାସି ଯାଏ ତାଙ୍କ ପରିବାର।
କଟକର ବାରବାଟୀ ନିର୍ବାଚନ ଏବେଳେ ଆସିଦ୍ଧ ହୋଇଲା, ମୁକିମ ବାବୁଙ୍କ ଭାବମୂର୍ତ୍ତୀ ଆହା ଅବେଳେ କଳଙ୍କି ଧରିଲା, କଟକରେ ହଲ୍ଲା ଉଠିଲା ଯହୁଁ ନିର୍ବାଚନ ପାଖେଇ ଆସିଲା ଏମନ୍ତ ଚଡକ ପଡିଲା।
ମେଣ୍ଟ ହେବ ନାହିଁ କହିଦେଲେ ଯେବେ ତୋମାର ମନମୋହନ, ବିବ୍ରତ ହୋଇ ଛାମୁ କହିଲେ ଶୁଣ ବୀର ହନୁମାନ, ଗୁଜବ ଓ ମିଛ କଥାକୁ କଦାପି ଦିଅ ନାହିଁ ତିଳେ ଧ୍ୟାନ, ମେଣ୍ଟ ରାଜନୀତି ପାଇଁ ଏହା ଅଟେ ଗୁରୁତର ଅପମାନ।
ରଚନା ଟିକଟ ପାଇବା ପରେ ବେଙ୍ଗଳରେ ଯେତିକି ଉତ୍ସାହ, ତା'ଠାରୁ ଅଧିକ ଓଡ଼ିଶାରେ। କିଛି ଲୋକ ସଂସଦରେ ଯୁଗଳବନ୍ଦୀ ପାଇଁ ସିଦ୍ଧାନ୍ତଙ୍କୁ ବିଜେଡ଼ି ଟିକଟ ଦେବା ପାଇଁ ଦାବି କଲେଣି।
ରଚନା ଟିକଟ ପାଇବା ପରେ ବେଙ୍ଗଳରେ ଯେତିକି ଉତ୍ସାହ, ତା'ଠାରୁ ଅଧିକ ଓଡ଼ିଶାରେ। କିଛି ଲୋକ ସଂସଦରେ ଯୁଗଳବନ୍ଦୀ ପାଇଁ ସିଦ୍ଧାନ୍ତଙ୍କୁ ବିଜେଡ଼ି ଟିକଟ ଦେବା ପାଇଁ ଦାବି କଲେଣି।
ଦିଲ୍ଲୀରୁ ଫେରିଣ ଵିବୃତ୍ତି ଦେଲେ ବବି ଦାସ ପାଣ୍ଡିଆନ, ମେଣ୍ଟ ହୋଇବ ଅଛିଣ୍ଡା ରହିଛି ମାତ୍ର କେତୋଟି ଆସନ। ବିଜେପି ମନମୋହନ କହିଦେଲେ ମେଣ୍ଟ ଫେଣ୍ଟ କିଛି ନାହିଁ ମୋ କଥାକୁ ଦିଅ ଧ୍ୟାନ। ବିଜେପି ଏଠାରେ ଏକାକୀ ଲଢ଼ିବ, ହୋଇବ ଫୁଲ ଶାସନ। ଏଣେ ଗୁଜବ ଗୁଗୁଲି ଫିଙ୍ଗିଲେ ନବୀନ, କେନ୍ଦ୍ରରୁ ପୁଣି ଡାକରା ଆସିଲା ଦିଲ୍ଲୀ ଧାଇଁଲେ ମନମୋହନ।
କିଲେ ମାଂସ, ଗୋଟେ ବୋତଲ, ଟଙ୍କା ୨୦୦୦ ନେବି ଭୋଟ ଦେବି। କାହାର କାହା ସହ ମେଣ୍ଟ ହେଲା ସେଥିରେ ମୋର କଣ ଯାଏ!
From opponents to huggable allies: when politics gets cozy, grassroots workers get dizzy!
From opponents to huggable allies: when politics gets cozy, grassroots workers get dizzy!
Obstetrics & Gynecolo.. @drgynaec
13K Followers 1K Following ବ୍ରାହ୍ମଣ Tolerant Threader Controversy2Consensus ॐअसतोमासद्गमय अहिंसापरमोधर्म ଝିଅବଞ୍ଚାନ୍ତୁଝିଅପଢାନ୍ତୁ ଗପକବିତା ଫୁଲଫଳଚାଷ ଭାଷାଭାବନା ମଠଖାଦ୍ୟ ProudFatherOfAngelsDr. RR Sahoo 👩�.. @srrashmi1
12K Followers 270 Following Proud ଓଡିଆ Odia^@IITMadras^PhD Chemistry^Researcher^@CSIR_CMERI^Father^Friend for Life^Still Young at Old^Fun Loving Person^Foodie^ମୋ ରାଜ୍ୟ ମୋ ଭାଷା ଆମର ଗର୍ବ#ମୋ_ଡାକ୍�.. @drdeepak81
11K Followers 2K Following Doctor by training, Citizen by profession, Taxpayer by choice🇮🇳ରାକେ�.. @Rakeshkumarray8
9K Followers 2K Following Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।ବିଲୁଆ ବ�.. @Biluabichara
9K Followers 2K Following ପଇଡ଼ ବଡ ମଧୁର, ବିଲୁଆ ବଡ ଚତୁର (ଦେଖ ! ନବୀନ ଓଡ଼ିଶାକୁ ...)Sangram Keshari Senap.. @ssgapu22
9K Followers 374 Following Writer, Founder & Editor of @Shubhapallaba, @MyPhotography_G, writer for #OdiaWiki, 3rd Wikimeidan in the world to complete #2000WikiDays and a proud #BharatiyaDr Sulagna Mohanty @Sulagna_Speaks
10K Followers 314 Following Academician by Profession || Storyteller by Passion || Reiki Master@Gajapati (ଗଜପ�.. @VAdkri
13K Followers 1K Following ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_ArchivistJyoti Prakash Mohapat.. @jp_mohapatra
5K Followers 290 Following ସମୁଦ୍ରରେ ଏ ଗର୍ଜନ କାହାର ? ବୋଧେ ନଦୀର ଦୀର୍ଘ ନିରବତାର...ASHUTOSH @ashutosh_odisha
6K Followers 552 Followingଅକାଳ କୁ�.. @akala_kushmanda
15K Followers 285 Following Little bit of everything! ସବୁଥିରୁ ଟିକେ ଟିକେ! RTs are not necessarily endorsements.Babushaan Mohanty @babushaansai
18K Followers 939 Following Actor | Singer | Animal Lover For Queries DM my Team @sg24productionsBIJAY BISWAAL @BijayBiswaal
22K Followers 2K Following Winner of first Lokmat Digital Influencer 2021 , (in Art and Culture category ) https://t.co/yBhrslPRBWୟଶୱନ୍ତ Ya.. @odiapolice
17K Followers 2K Following Inspector of Police, CID- Crime Branch. DM for any cyber related assistance or dial 1930. Love to help. ❤️/ 🔁 ≠ 🙋♂️🚩🏹ରାମ र.. @BindasBoyRam
6 Followers 73 Following ଯଥା ଦୃଷ୍ଟି ତଥା ସୃଷ୍ଟି यथा दृष्टिः तथा सृष्टिः As Vision, So Creation🚩Purna Chandra Pattnai.. @Purnapattnaik60
0 Followers 205 FollowingDigbijaya Behera @Digibehera
1 Followers 32 FollowingDonnaElizabeth @1TcN5W90Ceood7
8 Followers 184 FollowingQuintinaBrowne @3kCiTgf7L7TCXG
4 Followers 425 FollowingDesmlp2001 @desmlp2001in
62 Followers 750 FollowingKasinath Nayak @KasinathNayak1
70 Followers 436 Following Teacher in H. D. V. Sc. HS School, Social Activist, President of Brahmagiri Heritage CouncilOdisha Yuva Sangathan @Odishayuva_1947
303 Followers 3K Following Odisha Yuva Sangathan ଓଡ଼ିଶା ଯୁବ ସଙ୍ଗଠନ ର ମୂଳ ଲକ୍ଷ୍ୟ ଏକ ସୁସ୍ଥ, ସୁନ୍ଦର ସମାଜ ଗଢ଼ିବା ଏବଂ ଗରିବ, ଅସହାୟ ଏବଂ ନିଷ୍ପେସିତ ଲୋକଙ୍କ ସୁଖ ଦୁଃଖ ରେ ସାହାଯ୍ୟ ସହଯୋଗ କରିବା 🙏❤️🤝Kishor kumar behera K.. @kishor_beh90700
48 Followers 622 FollowingPabitra Kumar Swain @Pabitra91591155
646 Followers 4K Following ମୋ ଜୀବନର ଗୋଟେ ଲକ୍ଷ୍ଯ I will serve till the end of my life 8847863871 ଗୋଟେ ଦୁଃଖୀ ଦୁଃଖ ରେ ରହୁ ପଛେ ଭୋକିଲା ନ ସୋଉ ଜୀବନର ଲକ୍ଷ ବଞ୍ଚିଥିବା ଯାଏଁ ସେବା କରିବି ଜୟ ଜଗନ୍ନାଥ 🙏Your Choice is My Voi.. @KumapSukant
31 Followers 878 Following ଦିନେ ମୁଁ ବି ତୁମ ଭଳି ହେବି ଦିନ ଥିଲା ମୁଁ ଏ କଥା ଭାବୁଥିଲି କିନ୍ତୁ ବତ୍ତର୍ମାନ ମୁଁ ମୋ ପରି ହେବିS O U M Y A @mesoumyasrm
333 Followers 1K FollowingTapan Kumar khatua @TapanKhatus
7 Followers 682 Following mY..lIfE..iS..My..RuLe...No..AnY..ONe..RePlAcE...Him👍👍Teacher People Democr.. @CommonMan_78
1K Followers 5K Following ଭୀରୁ,କାପୁରୁଷ,ପାଦ ଚାଟୁଥିବା ଓ ମାନବ ଜାତି କୁ ଶୋଷଣ କରୁଥିବା MLA,MP,ଅଫିସର,କର୍ମଚାରୀ, ଶିକ୍ଷକ,ଡାକ୍ତର,ପୋଲିସ,ସାମ୍ବାଦିକ ବଦଳରେ #ସାହସୀ,#ସଚ୍ଚୋଟ ମଣିଷ ତିଆରି ଏକମାତ୍ର ଲକ୍ଷ୍ୟ |adiii adiii @AditAdu90839
0 Followers 6 FollowingNaim Ahmed @NaimAhmed121655
0 Followers 36 FollowingChinu Behera @ChinuBe40795043
266 Followers 1K FollowingRanjan Jena @RanjanJena36503
127 Followers 1K FollowingRahul @Rahul15784
275 Followers 242 Following 💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯Follow back 💯💯💯Rupali @_OdiaGirlRupali
56 Followers 42 Followingpagala_premi_hulia @RayRajeshr95644
3 Followers 16 FollowingKAMAKSHYA PRASAD JENA @KPrasadJena
403 Followers 3K FollowingLalatendu Mohapatra @MLalatendu
2K Followers 5K Following Positive thinker, absolutely good for all classes of people and society at large.... Perfectly balanced...Ranjit Nayak @nayak_ranj79900
1 Followers 36 FollowingAakash Moharana @AakashMoha15782
6 Followers 39 Followingସବିତା ନ�.. @Sabita_Nani
3 Followers 66 Following ସମକର୍ ଦୁଃଖ୍ ଦେମି ଛାନି, ଆସିଗଲା ତମର୍ ସବିତା ନାନୀ। ଜୟ ମା ସମଲେଇ 🙏Chintamani Pradhan @ChintamaniPra17
41 Followers 620 Following ମୁଁ ଓଡ଼ିଆ mu odia Jay sree RAM🙏🙏 Jay sree Krishna 🙏🙏 ରାଧେ ରାଧେ🙏🙏 🙏🙏 Jay jagannath🙏🙏ରୂପେଶ୍�.. @_rupesh_06
57 Followers 277 Following ଜୟ ଜଗନ୍ନାଥ୍ ⚫❗⚫ (ଓଡ଼ିଆ ପିଲା👀 #OdiaPila) Proud to be odia🤟SWAPNESWAR Mallik @SWAPNESWARMall1
183 Followers 589 FollowingTolecko @Tolecko16364
65 Followers 974 FollowingManoram Nayak @manoram_nayak
318 Followers 1K Following Bhartiyagourakashavahini odisha sate president शनि का सनातन वाइस प्रेसिडेंट rashtriy Moncha odisha BALESOREkrish @Krushna59351068
193 Followers 701 FollowingMuna Maharana. @MunaMaharana16
47 Followers 470 Followingsasikanta muduli @sasikantamuduli
14 Followers 256 FollowingKARTiCKBARMAN @hare_kartick
19 Followers 318 Following Puri Jagannath Mandir https://t.co/pm5bJDNUGjBijay @Bijaysingh00
827 Followers 5K Following Ye Dil Mange More BINDASS life is simple. इन्कलाब जिंदाबादBiresh Chandra Barik @Biresh1011
4 Followers 212 FollowingSudarsan Pattnaik @sudarsansand
772K Followers 1K Following Official Twitter account of International Sand Artist & Padma Shri Awardee , #SudarsanPattnaikKanak News @kanak_news
779K Followers 39 Following Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4VNaveen Patnaik @Naveen_Odisha
3.6M Followers 24 Following Chief Minister of Odisha; President, Biju Janata Dal.Arabinda K Padhee @arvindpadhee
164K Followers 590 Following Optimist natus est | MPA, PhD, IAS | Principal Secretary, @krushibibhag, and @HTH_Odisha, Govt of Odisha | Shree Jagannatha culture | PERSONAL Views |OTV @otvnews
1.3M Followers 254 Following If something on Odisha is not on https://t.co/uffvsvVXG5, it is unlikely to be elsewhere.. YouTube: https://t.co/Ju6zVLvoL8 Telegram:https://t.co/d3u6P5rZbE Facebook:https://t.co/MFp6anF60oObstetrics & Gynecolo.. @drgynaec
13K Followers 1K Following ବ୍ରାହ୍ମଣ Tolerant Threader Controversy2Consensus ॐअसतोमासद्गमय अहिंसापरमोधर्म ଝିଅବଞ୍ଚାନ୍ତୁଝିଅପଢାନ୍ତୁ ଗପକବିତା ଫୁଲଫଳଚାଷ ଭାଷାଭାବନା ମଠଖାଦ୍ୟ ProudFatherOfAngelsହେଇଟି ଭ�.. @heitibhaina
24K Followers 2K Following ଓଡ଼ିଶା ଆମ ପାଇଁ ଗର୍ବ ମହାପ୍ରଭୁ ଜଗନ୍ନାଥ ଆମର ଗୌରବ ଓଡ଼ିଆ ଭାବେ ଆମେ ଗର୍ବିତDr. RR Sahoo 👩�.. @srrashmi1
12K Followers 270 Following Proud ଓଡିଆ Odia^@IITMadras^PhD Chemistry^Researcher^@CSIR_CMERI^Father^Friend for Life^Still Young at Old^Fun Loving Person^Foodie^ମୋ ରାଜ୍ୟ ମୋ ଭାଷା ଆମର ଗର୍ବ#ମୋ_ଡାକ୍�.. @drdeepak81
11K Followers 2K Following Doctor by training, Citizen by profession, Taxpayer by choiceBMC @bmcbbsr
294K Followers 86 Following Official account of Bhubaneswar Municipal Corporation (BMC), Government of Odisha. Bhubaneswar FIRSTSambad (ସମ୍ବ�.. @sambad_odisha
438K Followers 105 Following Tweets from Sambad - the largest circulated Odia Daily.ବିଲୁଆ ବ�.. @Biluabichara
9K Followers 2K Following ପଇଡ଼ ବଡ ମଧୁର, ବିଲୁଆ ବଡ ଚତୁର (ଦେଖ ! ନବୀନ ଓଡ଼ିଶାକୁ ...)Bhubaneswar Buzz @BBSRBuzz
53K Followers 794 Following Initiative to showcase #Odisha. We are the only one in Odisha to have a dedicated hashtag #bhubaneswarbuzz used more than 700,000. #instagramSangram Keshari Senap.. @ssgapu22
9K Followers 374 Following Writer, Founder & Editor of @Shubhapallaba, @MyPhotography_G, writer for #OdiaWiki, 3rd Wikimeidan in the world to complete #2000WikiDays and a proud #Bharatiya𝙋𝙧𝙖𝙗𝙞�.. @Odiapuo
7K Followers 793 Following 𝓐𝓻𝓲𝓼𝓮, 𝓪𝔀𝓪𝓴𝓮 𝓪𝓷𝓭 𝓭𝓸 𝓷𝓸𝓽 𝓼𝓽𝓸𝓹 𝓾𝓷𝓽𝓲𝓵 𝓽𝓱𝓮 𝓰𝓸𝓪𝓵 𝓲𝓼 𝓻𝓮𝓪𝓬𝓱𝓮𝓭 ||𝕸𝖊𝖈𝖍𝖆𝖓𝖎𝖈𝖆𝖑 𝕭𝖗𝖆𝖙|| #ଓଡ଼ିଆ || #Hindu 🚩Dr Sulagna Mohanty @Sulagna_Speaks
10K Followers 314 Following Academician by Profession || Storyteller by Passion || Reiki MasterRanendra Pratap Swain @rajaaswain
79K Followers 82 Following Minister, Agriculture & FE and Fisheries & ARD. Seven Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.Jyoti Prakash Mohapat.. @jp_mohapatra
5K Followers 290 Following ସମୁଦ୍ରରେ ଏ ଗର୍ଜନ କାହାର ? ବୋଧେ ନଦୀର ଦୀର୍ଘ ନିରବତାର...ଆଧୁନିକ �.. @AdhunikaLekhaka
1K Followers 79 Following ଗର୍ବିତ ଭାରତୀୟ • ଓଡ଼ିଆ ପୁଅ • ଇଞ୍ଜିନିୟର • ଈଶ୍ବର ବିଶ୍ବାସୀ • ଭୁବନେଶ୍ବରିଆ • କ୍ରିକେଟ୍ ପ୍ରେମୀ • ଜୟ ଶ୍ରୀଜଗନ୍ନାଥ • ଲେଖା ଲେଖି କରିବାକୁ ଭଲ ପାଉଥିବା ମଣିଷ ଟିଏ • MS Dhoni 💛Bhaumil Patel ™👓 @ImBhaumil
9K Followers 1K Following Building @RethinkDigital_ . Entrepreneur who believes in turning ideas into reality .Content Marketing Strategist #SocialMediaWizard & yes I'm An Engineer too😎Dhvij Patel 💛 @ImDhvij
2K Followers 2K Following Proud To be Indian || Cricket & Chess♟️ Lover || Digital Marketer || Stock Market || NFTs ||★𝐒𝐰𝐚𝐭�.. @queenswati_
19K Followers 7K Following //जो राम का नही वो किसी काम का नही // 💔вяσкєи нєαят 💔🎧ι ℓιкє ѕα∂ ѕσиg🎧Captain Sparrow 💙 @Captain57220574
26 Followers 178 Following Views personal, Dream for prosperous Odisha🌿🌸Prangya🌸�.. @CopWomanOP
24K Followers 208 Following By profession #COP 🔺Here views are own reflections. 🔺((PERSONAL ACCOUNT)) 🔺 NATIONAL RUGBY PLAYER 🔺Enjoy every beat of your life❣️Kallola @KallolaOdisha
63 Followers 26 Following KALLOLA is a ShortFilmContest on ChildRights initiated by UNICEF, alongwith Aaina in 2015. We invite creative minds from Odisha, to speak out & raise awareness.Kailash Hota @Kailash_Hotaa
3K Followers 5K Following 🙏ମୁଁ ଓଡ଼ିଆ ମୋ ଠାକୁର କାଳିଆ ସବୁଠୁ ବଢ଼ିଆ 🙏 💪 ମୁଁ ଓଡ଼ିଆ କହିବା ପାଇଁ ଲାଜ ନୁହେଁ ଗର୍ବ କରେ 💪 ଆମେ ଓଡ଼ିଆ ପୃଥିବୀରେ ଆମ ଭାଷା ସବୁଠୁ ବଢ଼ିଆ 🙏🙏 ଜୟ ଜଗନ୍ନାଥ 🙏🙏🇮🇳kumar.sa 🇲.. @jenamanas520
3K Followers 2K Following ଆଶାହୀନ ମଣିଷ ଏହା ଯେ ମୋର ବଡ ବିଳାସ 📿 कल किसीने देखा है let's life live todayChaturbhuja JP 🇮�.. @JpChaturbhuja
2K Followers 5K Following Music my Lover ,💜 Lyrics By My Fashion 📝 Sambalpuria #JP 🙋 I like Social work ..❤ ଜୟ ମାଁ ସମଲେଶ୍ୱରୀ 💙ସମ୍ବଲ ପୁରିଆ ♥ 👉 https://t.co/DwEhYyvLtSସତ୍ୟରଞ୍.. @satyaodisha787
2K Followers 354 Following #ଗ୍ରାମ୍ୟ📚ପ୍ରେମୀ,ସାଧନା ଗୁରୁ @Me_Snehasish🙏Mr Viper Cyclist🚲 #RCB4EVER❤️ ମୁଁ🎯ନୁହେଁ କିନ୍ତୁ କଲମ ମୋ ଅସ୍ତ୍ର✍ #ICAN🕉️ #CricketPredictionKing🤴Satrujit 🇮🇳 @SatrujitSingh
3K Followers 4K Following ଓଡ଼ିଆକୁ ଭଲ ପାଉଥିବା ଜଣେ ସାଦାସିଧା ମଣିଷ l ମତାମତ ସମ୍ପୂର୍ଣ ନିଜସ୍ୱ l #କେବେକେବେ_କବିତା,#ss_tweets A Supply Chain Professional.Proud Indian. बन्दे मातरम 🙏ଖପରାଜିତ.. @Khaparajita
215 Followers 17 FollowingNarayan ନାରା�.. @NarayanKailash2
6 Followers 26 Following I take pride for being Odia and Indian. My life is for Lord Jagannath .Abinash Behera @Abinash_litu
2K Followers 4K Following ଜୀବନ ଏକ ଯୁଦ୍ଧ.....ସଂଘର୍ଷ ଏହାର ଏକମାତ୍ର ଅସ୍ତ୍ର 🤺Bhitarkanika Mahotsav @BhitarkanikaM
54 Followers 6 FollowingSunil Mishra (Modi Ka.. @Sunilmisr
105K Followers 4K Following || Writer || Poet || Patriot 🇮🇳 || Engineer || Hindu || उत्तर प्रदेश - सर्वोत्तम प्रदेश 🚩Donali das @donali_das
5K Followers 492 Following 🌹🚩🌹HAR HAR MAHADEV🌹🚩🌹 M D of Omm Krishna Industries. Diploma Engineer. Music & Photography my passion. Writing my hobby.The Baliyatra @The_Baliyatra
1K Followers 63 Following Official Twitter account for updates regarding Baliyatra 2023 to be jointly organised by District Administration, CDA, CMC and Cuttack UPDallaboutollywood @aboutollywood
433 Followers 43 Following #ODISHA 'S ONE STOP HUB FOR #ENTERTAINMENT NEWS 📢 We are on #Facebook, #Twitter & #YouTube too. Check us out!SPCB, Odisha Star Rat.. @odstarrating
183 Followers 5 Following The Star Rating program is an initiative taken by SCPB, Odisha as public disclosure program to maintain transparency of environmental performance.Sandeep Mishra @08sandeepmishra
3K Followers 1K Following Journalist, Media Entrepreneur, Group Editor, https://t.co/YQddR7OLgr, https://t.co/RxqlYDln21 & https://t.co/naE2qFginVMissionZeroF @MissionZeroF
60 Followers 10 FollowingTARUKA @TarukaSrivastav
6K Followers 2K Following I | Ex- @UNICEF @manutd #HWC2018 #FIFAU17WC|Own- @play_knox|Words- @wef @forbes_india @TheDrum |ASIAN GAMES PLAYER| @inBritish GREAT ScholarRajashree sahoo @Rajshreepuja
11K Followers 296 Following ଶ୍ରୀକ୍ଷେତ୍ର ଝିଅ🙏 journalist, part time Singer, painter and story teller #IIMCalumni🎓Nigam @neegam_kumar
3K Followers 1K Following Journalism Student ◆ Proud Odia ◆ Nature & Music Lover ◆ Foodie ◆ Travel Enthusiast ◆ #RojanaEkGhanta ◆ Views are PersonalVishal K. Dev @vishaldevk
6K Followers 78 Following Principal Secretary @FdOdisha - Govt. of Odisha | IIM & IIT Alumni𝗦𝘄𝗮𝘀𝘁�.. @swastik_bargarh
2K Followers 900 Following Legum Magister - Master Of Laws. Jai Jagannath, Views are personal. O+ManoranjanMishraFanCl.. @MMishraFanClub
33 Followers 2 Following This Account Handled By Fans Of Most Influential Journalist Shri Manoranjan Mishra. Follow @ManoranjanMediaସ୍ୱାଗତ �.. @AdyashaAradhna
23K Followers 32 Following Daughter of India କିଛି କରୁନି,ବାସ ନିଜ ଭିତରେ ମାନବିକତା ବଞ୍ଚେଇ ରଖିବାକୁ ଚେଷ୍ଟା କରୁଛି । ଗର୍ବିତ ଓଡ଼ିଆ (Views R Personal)Deep Feelings ✍️Bitter Truth📖 #ଅନୁଭବରୁକଥାଟିଏDebasish Mallick @StarryDebasish
265 Followers 552 Following Physics PhD student at NISER, India. Working in the STAR experiment at #RHIC in #BNL in the USA. We do #HeavyIonCollision.Bikash Chandra Swain @bikashchandras
407 Followers 805 FollowingPrakasam District @prakasamDistOfc
451 Followers 52 Following Its an Official Page of Collector & District Magistrate, Prakasam District to catch up with the public of Prakasam and strive for betterment of the Districtଓଡ଼ିଶାର ଗ୍ରାଉଣ୍ଡ ଜିରୋରେ ବିଜେଡ଼ି ସରକାର ବିପକ୍ଷରେ ଅଣ୍ଡର କରେଣ୍ଟ ଥିଲେ ବି ସରକାରକୁ ଓପାଡି ଫିଙ୍ଗି ଦେବା ପରି ଜନମତ ନାହିଁ । ହଁ, ବିଜେପି ପାଖରେ ମଉକା ଥିଲା ଅପରାଜିତା ଙ୍କ ପରି ନେତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଏଇ ବିପକ୍ଷବାଦୀ ଅଣ୍ଡର କରେଣ୍ଟ କୁ ଏକ ନିର୍ଣ୍ଣାୟକ ଦିଗକୁ ନେଇପାରିଥାନ୍ତା। ହେଲେ ପରସ୍ପରର ଗୋଡ…
Jagannath Temple stands as a beacon of spirituality and heritage, captivating devotees with its divine aura and architectural grandeur. #JayJagannath @BBSRBuzz #Odisha #Puri #JagannathTemple
Student Life 👇🏻 ବଡ ଦୁଃଖ - ପରୀକ୍ଷା ବଡ ସୁଖ - ଛୁଟି ସମୟ ବଡ ମିଛ - Extra Class ବଡ ସତ - Exam Result ବଡ ଶତ୍ରୁ - ପ୍ରେମିକ/ପ୍ରେମିକାର ସାଙ୍ଗ ବଡ ସାଙ୍ଗ - ମୋବାଇଲ୍ ବଡ ମଜା - ସାଙ୍ଗ Birthday Party ବଡ ସଜା - ନିଜ Birthday Party ବଡ ଘୃଣା - ପଡୋଶୀଙ୍କ ପ୍ରବଚନ ବଡ ଆନନ୍ଦ - ବାର୍ଷିକ ଉତ୍ସବ
ଭୁଲ ହେଲା ଇପ୍ସିତାଙ୍କ ଭବିଷ୍ୟବାଣୀ....🤣 ଏଥର ଲେଖା ଅପା ଆଉ ଲୁଚି ଛପିକି ଆସିଲେନି.... ବରଂ ସିଧା ବିଜେପି ଛାଡ଼ିକି ବିଜେଡିରେ ମିଶିଗଲେ।
ମାନବିକତା 👇 ଅଧା ଚା ନିଜେ ପିଇଲି, ଆଉ ଅଧା ଚା ବିସ୍କୁଟକୁ ପିଏଇଲି.. ରାଜନୀତି 👇 ତା ପରେ ବିସ୍କୁଟ ଖାଇଦେଲି..
ଯିଏ ବାପା ମାଙ୍କୁ ସ୍ୱର୍ଗ ଯାଏଁ ନେଇଥାଏ ସେ ହେଉଛି - "ପୁଅ" ଯିଏ ସ୍ୱର୍ଗକୁ ଘରକୁ ନେଇ ଆସିଥାଏ ସେ ହେଉଛି - "ଝିଅ" ଆଉ ଯିଏ ଘରକୁ ସ୍ୱର୍ଗ ବନେଇ ଦେଇଥାଏ ସେ ହେଉଛି - "ବୋହୂ"
#UtkalaDibasa: Nothing defines #Odisha more than the iconic #pattachitra. #Utkaldiwas #bandeutkalajanani #OdishaFoundationDay
କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମିର କ୍ଷୟକ୍ଷତି ଯୋଗୁଁ ବିଦ୍ୟୁତ ସରବରାହରେ ସମସ୍ୟା ଉପୁଜିଛି। ଆମର ଦାୟିତ୍ୱବାନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ କରି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମେ ଚେଷ୍ଟା କରୁଛୁ।…
#TPCODLMitraApp ଆପ୍ ବ୍ୟବହାର ଡିଜିଟାଲ୍ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ପୈଠ କରନ୍ତୁ ଏବଂ ନିଜ ସମୟ ବଞ୍ଚାନ୍ତୁ ! #PoweringSeamlessDays
ଭୋଟ ଦେଲା ବେଳେ- - 10 ଥର ଭାବିବେ ଆପଣଙ୍କ ପିଲା ପଢୁଥିବା ସ୍କୁଲରେ ଶିକ୍ଷକ ଅଛନ୍ତି କି ନାହିଁ - 10 ଥର ଭାବିବେ ଆପଣଙ୍କ ଡାକ୍ତରଖାନାରେ ଡାକ୍ତର ଅଛନ୍ତି କି ନାହିଁ - 10 ଥର ଭାବିବେ ଆପଣ ଯା ଆସ କରୁଥିବା ରାସ୍ତା ଠିକ୍ ଅଛି କି ନାହିଁ - 10 ଥର ଭାବିବେ ବ୍ଲକ/ତହସିଲକୁ ଗଲେ ଗଲେ ଆପଣଙ୍କୁ ସଠିକ୍ ସେବା ମିଳିଛି କି ନାହିଁ - 10 ଥର…
ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ। ଏକ କାର୍ଯ୍ୟକ୍ରମ ରେକର୍ଡିଂ ପରେ। ପଦ୍ମ ଓ ଶୁଭସ୍ମିତା ସହ। ପଦ୍ମ ଏବେ ସେଠି ବାର୍ତ୍ତା ସମ୍ପାଦକ।
Impression ରୁ ଆରମ୍ଭ ହୋଇ Depression ରେ ଶେଷ ହେଉଥିବା ମାନସିକ ପ୍ରକ୍ରିୟାକୁ ହିଁ ପ୍ରେମ କୁହା ଯାଏ... #ପ୍ରେମ_ଆଉ_କଣ_କି 😂🫢😊
ଯୌବନ ହାରିଯାଏ - ବୟସ ପାଖରେ ଶରୀର ହାରିଯାଏ - ରୋଗ ପାଖରେ ଜୀବନ ହାରିଯାଏ - ମୃତ୍ୟୁ ପାଖରେ ସମ୍ପର୍କ ହାରିଯାଏ - ସ୍ବାର୍ଥ ପାଖରେ ବିଶ୍ୱାସ ହାରିଯାଏ - ଧୋକା ପାଖରେ ମଣିଷ ହାରିଯାଏ - ସମୟ ପାଖରେ
ଜରୁରୀକାଳୀନ ରଣସିଂହପୁର ଓପିଟିସିଏଲ୍ ଗ୍ରୀଡ୍ ମରାମତି କାର୍ଯ୍ୟ ପାଇଁ ମାର୍ଚ୍ଚ ୩୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ରଣସିଂହପୁର ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଅସୁବିଧା ପାଇଁ ଦୁଃଖିତ।
ଆଜିର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଯଦି ଆସନ୍ତା କାଲିର ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠାରେ ମୁଦ୍ରିତ ନ ହୁଏ ତେବେ ଓଡ଼ିଶାରେ ସାମ୍ବାଦିକତାର ଆଦର୍ଶ ହଜି ଯାଇଛି ବୋଲି ଧରିନେବି।
ଏବେ ଯାହାକୁ ଟିକେଟ ନ ମିଳିବ, ସେ ଦଳ ଛାଡିବ । ତେଣୁ ଏଥିରୁ କଣ ଶିଖିଲେ, ଦଳ ନୁହେଁ ସର୍ବୋପରି, ଆଗେଇ ଚାଲ ସ୍ଵାର୍ଥକୁ କେନ୍ଦ୍ର କରି ।
ଖରାଦିନ ଆସିଗଲା ତେଣୁ.. ସକାଳେ - ବାସି ମଧ୍ୟାହ୍ନରେ - AC ସନ୍ଧ୍ୟାରେ - ଲସି ରାତିରେ - ଦେଶୀ
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଈଶ୍ୱରଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। #DolPurnima