‘Rashtravad, Ekaatmata, Purvodaya’ can only be achieved through the BJP, says Cuttack MP Bhartruhari Mahtab after joining the saffron party today #Odisha #Elections2024
@otvnews After becoming 6 time as MP, now he understands, before he was fine…
@otvnews ବଡ଼ ବଡ଼ କଥା ତ ଶୁଣ ୟେ ଏତେ ଦିନ ହେଲାଣି ବିଜୁ ଜନତା ଦଳରେ ରହିକି ଯୋଉ ସବୁ କାମ କରି ପାରିଲେନି ଲୋକମାନେ ୟାଙ୍କୁ ଧିକାରୁଛନ୍ତି ଆଉ ୟେ ଆଜି ବିଜେପିରେ ମିଶିକି ମହାପୁରୁଷ ହେବାର ନାଟକଵାଜୀ ଚଲେଇଛନ୍ତି।
@otvnews ବିଜେପି ଗୋଟେଇ ଗାଧେଇ ସବୁ ଗୁଣ୍ଡାଙ୍କୁ ନେଇ ଦଳ ଵଢୋଉଛି ନିଜ ଦଳ ହିସାଵରେ ନେତା ଵାଛୁଛି 😂😂😂
@otvnews Lok sabka election re vote Magiba samaya re hi Apana dekha diyanti nahele Na parliament session attend karanti na hi Jana Kalyan paen kichi kama karanti apana
@otvnews Ye sab WhatsApp University ke students hei, akal zero
@otvnews ବିଜେଡି ଟିକେଟ୍ ଦେଲାନି ବୋଲି ଏମିତି କହୁଛନ୍ତି ବୋଧେ... ଟିକେଟ୍ ମିଳିଥିଲେ ଏବେବି ସେଇ ଦଳରେ ରହିଥାଆନ୍ତେ...
@otvnews ହଁ ନିହାତି ୟାଙ୍କୁ ଟିକେଟର ମିଳିବା ଅସମ୍ଭବ ପରି ଥିଲା ଟିକେଟ ପାଇବା ଲୋଭରେ କିଛି ତ କରିବେ ନା ୟେ......