ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି..ଆଜି ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତି..ମିଶନ୍ ଶକ୍ତି ଉପରେ ରଚନା ଲେଖିଲେ ଛାତ୍ରଛାତ୍ରୀ ... #MissionShakti #Odisha #MatricExams #OTV
@otvkhabar 🙄🙄🙄🙄🙄🙄🙄🙄 ମିଶନ ଶକ୍ତି ଉପରେ ରଚନା ଆଉ ଗାଈର ଆତ୍ମକାହାଣୀ ପରୀକ୍ଷା ରେ ପଡିବନି।
@otvkhabar BJD ର ରାଜନୀତି ଆଉ ନବୀନ ବାବୁଙ୍କ ଇତିହାସ ଉପରେ ବି subject ବନିବା ବାକି ରହିଲା
@otvkhabar ଆଶା କରୁଛି English ପରୀକ୍ଷାରେ ପଣ୍ଡିଆନ ବାବୁଙ୍କ ବିଷୟ ରେ essey ଟେ ପଡ଼ିବ !🧐
@otvkhabar English ରେ eassy ବିଜୁ ପଟ୍ଟନାୟକ ପଡ଼ିବ
@otvkhabar ରାଜ୍ୟ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ଏହା ଏ ରଚନା ବିଷୟ ଜାଣିବା ପରେ ମୁଁ ଜାଣିଲି ଯେ ଏମାନେ ପାର୍ଟି ପାଇ କାମ କହିବେ ଭବିଷ୍ୟତରେ ତେଣୁ ସରକାର ଏ ପରି ରଚନା ପରୀକ୍ଷାରେ ଦେଉଛନ୍ତି।
@otvkhabar ପିଲା ଫେଲ୍ ହୁଅନ୍ତୁ ଆମକୁ ତ ରାଜନୀତି କରିବାର ଅଛି 😂😂
@otvkhabar Next question 'mo kudia,harish chandra yojana,madhubabu pention 'ra rachana lekha