NIRMAN Odisha @nirmanodisha
We work for climate-resilient sustainable development through the promotion of best practices, resource conservation, legal empowerment, and capacity building. nirmanodisha.org Bhubaneswar, India Joined August 2016-
Tweets1K
-
Followers692
-
Following1K
-
Likes480
#Nuakhai #ନୂଆଖାଇ NIRMAN shares the happiness & delight of the Nuakhai celebration today that marks not simply a blessed harvest of the major staple crop, but much more by uniting family members and the society in an auspicious togetherness !
-'ନିର୍ମାଣ'ରେ ନୂତନ ନିଯୁକ୍ତି ସୁଯୋଗ - ପଦବୀ : ଜିଲ୍ଲା ପ୍ରକଳ୍ପ ସଂଯୋଜକ କର୍ମସ୍ଥଳୀ : ଦଶପଲ୍ଲା (ନୟାଗଡ଼ ) ଆବେଦନର ଶେଷ ତାରିଖ : ୧ ୭ ସେପ୍ଟେମ୍ବର ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : facebook.com/share/1HuyuTkx… NIRMAN invites applications for the post of District Project Coordinator, by 17th September. More details available at: facebook.com/share/1HuyuTkx…
'ନିର୍ମାଣ' ଲୋକଙ୍କୁ ସାମ୍ବିଧାନିକ ତଥା ଆଇନସମ୍ମତ ପ୍ରକ୍ରିୟା ଅନୁସରଣ କରିବାକୁ ପ୍ରୋତ୍ସାହନ ତଥା ମାର୍ଗଦର୍ଶନ ଦେଇଆସିଛି I ତଦନୁଯାୟୀ ଗତ କାଲି ସ୍ୱାଧୀନତା ଦିବସ ଉପଲକ୍ଷେ ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତରେ ସରକାରଙ୍କର ଦ୍ୱାରା ଆହୂତ #ସ୍ୱତନ୍ତ୍ରଗ୍ରାମସଭା ବୈଠକରେ ସ୍ଥାନୀୟ ତିଳାବାଡ଼ି ଗ୍ରାମସଭା (ପଲ୍ଲୀସଭା ) ପକ୍ଷରୁ ସରକାରଙ୍କର ହିଁ #DAJGUA କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରସ୍ତୁତ #ଗୋଷ୍ଠୀଜଙ୍ଗଲସମ୍ପଦପରିଚାଳନାଯୋଜନାକୁ ଉପସ୍ଥାପିତ କରାଯାଇଥିଲା I ଏହି ଅବସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାକୁ କିପରି #ଗ୍ରାମପଞ୍ଚାୟତଉନ୍ନୟନଯୋଜନା(#GPDP)ରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଉକ୍ତ ଜଙ୍ଗଲ ପରିଚାଳନା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହଯୋଗର ଆଶ୍ୱାସନା ଦିଆଯାଇଥିଲା I କହିବା ବାହୁଲ୍ୟ ଯେ ଏଭଳି ପ୍ରକ୍ରିୟା ପଞ୍ଚାୟତ ଭଳି ସ୍ୱାୟତ୍ତ ଶାସନ ସଂସ୍ଥା, ସରକାର, ତଥା ଗ୍ରାମଗୋଷ୍ଠୀଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟର ସମ୍ଭାବନା ପ୍ରକାଶ କରିଥାଏ ('ନିର୍ମାଣ' ପକ୍ଷରୁ ଫଟୋ ଓ ତଥ୍ୟ ଲିଙ୍ଗରାଜ କଲତା ) During the #SpecialGramSabha held yesterday at Takara Gram Panchayat, the Tilabadi Gram Sabha submitted its #CommunityForestResourceManagementPlan (#CFRMP), prepared and approved by the Gram Sabha in accordance with the Forest Rights Act (#FRA) and #DAJGUA guidelines. During the meeting, discussions were held on implementing the various action plans identified in the CFRMP with the support and coordination of the Gram Panchayat and on incorporating these activities into the #GramPanchayatDevelopmentPlan (#GPDP).The Gram Panchayat expressed its consent and support for including the identified activities in the GPDP and facilitating their implementation. This initiative will further strengthen coordination between the Gram Sabha and Gram Panchayat and contribute to the community-led protection and management of Community Forest Resources and sustainable village development. (Photo & info for NIRMAN courtesy Lingaraj Kalata) @AdmnNayagada , @OTahasildar
#ସଫଳକାହାଣୀ : ମାଟିବନ୍ଧ ନିର୍ମାଣ ଦ୍ୱାରା ୩ ବର୍ଷର ପଡ଼ିଆ ଜମିରେ ପୁଣି ଧାନ ଚାଷ ଚାଷୀଙ୍କ ନାମ: ତାବିନା କହଁର ଗ୍ରାମ: ସିରିଶିରା ଗ୍ରାମ ପଞ୍ଚାୟତ: ଦୁଡ଼ା ସହଯୋଗୀ ଅନୁଷ୍ଠାନ: 'ନିର୍ମାଣ' ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ ଅଧୀନ ସିରିଶିରା ଗ୍ରାମର ଜଣେ ଛୋଟ ଚାଷୀ ହେଉଛନ୍ତି ତାବିନା କହଁର; ତାଙ୍କ ଚାଷ ଜମି ଗତ ୩ ବର୍ଷ ଧରି ପାଣି ଅଭାବ ଓ ମାଟି କ୍ଷୟ ସମସ୍ୟା ଯୋଗୁଁ ପଡ଼ିଆ ପଡ଼ି ରହିଥିଲା। ପାହାଡ଼-ତଳିଆ ଅଞ୍ଚଳରେ ଜମି ଥିବାରୁ ବର୍ଷା ସମୟରେ ଜଙ୍ଗଲରୁ ଆସୁଥିବା ପାଣିର ପ୍ରବାହ ଅତ୍ୟଧିକ ତୀବ୍ର ହୋଇ ଜମିର ହୁଡ଼ା ଭାଙ୍ଗି ଦେଉଥିଲା । ଏହା ସହିତ ଜମିରେ ବାଲିଚର ମାଡ଼ି ଯାଉଥିବାରୁ ମାଟିର ଉର୍ବରତା ହ୍ରାସ ପାଉଥିଲା ଏବଂ ଜମିରେ ପାଣି ଅଧିକ ସମୟ ରହୁନଥିଲା। ଏହି ସମସ୍ୟାର ସମାଧାନ ପାଇଁ 'ନିର୍ମାଣ' ତରଫରୁ Azim Premji Foundation(APF) ସହାୟତାରେ ଜମି ନିକଟରେ ଏକ ମାଟିବନ୍ଧ ନିର୍ମାଣ କରାଯାଇଥିଲା। ମାଟିବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ଷାଜଳର ତୀବ୍ର ପ୍ରବାହକୁ ଧୀର କରିବା, ମୃତ୍ତିକା କ୍ଷୟକୁ ରୋକିବା, ଏବଂ ଜମିରେ ଜଳଧାରଣ କ୍ଷମତା ବୃଦ୍ଧି କରିବା । ଏହା ଫଳରେ ବର୍ଷାଜଳ ଅଧିକ ସମୟ ଧରି ରହିବା ସହ ମାଟି ଭିତରକୁ ଜଳ ଶୋଷିତ ହେବାର ସୁଯୋଗ ବଢ଼ିଛି। ମାଟିବନ୍ଧ ନିର୍ମାଣ ପରେ ଚଳିତ ବର୍ଷ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ରହିବା ସହ ଚାଷ ପାଇଁ ପାଣି ଉପଲବ୍ଧ ହୋଇଛି। ଫଳସ୍ୱରୂପ, ଗତ ୩ ବର୍ଷ ଧରି ପଡ଼ିଆ ପଡ଼ିଥିବା ଜମିରେ ତାବିନା କହଁର ପୁଣିଥରେ ଧାନ ଚାଷ ଆରମ୍ଭ କରିଛନ୍ତି (ଧାଡ଼ିରୁଆ ଭଳି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି) । ଏହି ପଦକ୍ଷେପ କେବଳ ତାବିନାଙ୍କ ଜମିକୁ ପୁନଃଚାଷଯୋଗ୍ୟ କରିନାହିଁ, ବରଂ ଦୀର୍ଘ ଦିନ ଧରି ପଡ଼ିଆ ପଡ଼ିଥିବା ଅନ୍ୟ ଚାଷୀଙ୍କ ଜମିରେ ମଧ୍ୟ ପୁଣି ଥରେ ଚାଷ କରିବା ପାଇଁ ଆଶା ଓ ପ୍ରେରଣା ସୃଷ୍ଟି କରିଛି। ('ନିର୍ମାଣ' ପାଇଁ ଫଟୋ ବିବରଣୀ : ସୁମିତ୍ରା) Tabina Kahanra is a small farmer of Sirsira village in the Duda GP of Dasapalla Block. She had to leave her farmland fallow for last 3 years because uncontrolled heavy runoff of rain water from the nearby hilly area caused sand inundation in her land, and also the water retention capacity of this land became very low. With APF(Azim Premji Foundation) support NIRMAN helped her build earthen bund around this land which in turn helped control the runoff, increased the water retention capacity, and minimized the risk of sand inundation. This motivated Tabina to resume paddy cultivation (but adopting improved method as promoted by NIRMAN) in this land which has also created hope of other farmers of the area facing similar issues. (Photo & story for NIRMAN courtesy Sumitra ) @azimpremjiuniv , @krushibibhag
'ନିର୍ମାଣ'ର କୋଟଗଡ଼ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ I ଆମର ଅନ୍ୟାନ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନର ଫଟୋଚିତ୍ର ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : linkedin.com/feed/update/ur…
#IndependenceDay2026 as celebrated by our #Chhattisgarh field team.....
Our #Assam field team salutes the tricolour celebrating this auspicious day of India's independence.
#ChilikaFieldSchool2026 (Details at linkedin.com/feed/update/ur… ) ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆମର #ଚିଲିକାକ୍ଷେତ୍ରବିଦ୍ୟାଳୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଯେଉଁଥିରେ ବହୁଦେଶୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଚିଲିକାରୁ ସେମାନେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଙ୍କତଇଲା ଗ୍ରାମକୁ ମଧ୍ୟ ଯାଇଥିଲେ ଏବଂ ସେଠାରେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନା କିପରି ନାନା ଉପକାର ଦେବା ସହିତ ଲୋକଙ୍କୁ ଏକତାବଦ୍ଧ କରିପାରିଛି , ତାହା ମଧ୍ୟ ବୁଝିଥିଲେ I ବହୁଦେଶୀୟ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏଇ ଅନୁଭୂତି କିଭଳି ଥିଲା, ତା'ର ବିବରଣୀମାନ ପ୍ରକୃତରେ ହୃଦୟସ୍ପର୍ଶୀ; ଯଥା: "ଆମମାନଙ୍କ ମଧ୍ୟରୁ ଅଧିକାଂଶ ବର୍ଷ ବର୍ଷ ଧରି ଶ୍ରେଣୀଗୃହ ଭିତରେ କାଟିଛନ୍ତି। ଆମେ ପଢ଼ିଛୁ, ବକ୍ତୃତା ଶୁଣିଛୁ, କାର୍ଯ୍ୟ ପ୍ରସ୍ତୁତ କରିଛୁ, ଆଉ ଧୀରେ ଧୀରେ ବିଶ୍ୱାସ କରିବାକୁ ଲାଗିଛୁ ଯେ ଜ୍ଞାନ କେବଳ ବହି ଭିତରେ ରହେ। କିନ୍ତୁ ଜ୍ଞାନ ଗୋଟିଏ ଡଙ୍ଗା ଭିତରେ ମଧ୍ୟ ରହେ। ଜଳଭୂମି ଭିତରେ ରହେ। ଜଣେ ବୃଦ୍ଧ ମତ୍ସ୍ୟଜୀବୀଙ୍କ ସ୍ମୃତିରେ ରହେ। ସଞ୍ଚୟ ଗୋଷ୍ଠୀ ଚଳାଉଥିବା ମହିଳାଙ୍କ ହାତରେ ରହେ। ଚିଲିକାରେ ଆମ ଶ୍ରେଣୀଗୃହର କାନ୍ଥ ନଥିଲା। ଆମ ଶିକ୍ଷକମାନେ ମଞ୍ଚ ପଛରେ ଠିଆ ହୋଇ ନଥିଲେ। ସେମାନେ ଥିଲେ ମତ୍ସ୍ୟଜୀବୀ, ଜଙ୍ଗଲ ରକ୍ଷକ, ମହିଳା ନେତ୍ରୀ ଓ ଗାଁ'ର ବୟସ୍କମାନେ। ଆଉ ଚିଲିକା ନିଜେ।" "ଆମେ କେବଳ ଚିଲିକାକୁ ଦେଖିଲୁ ନାହିଁ। ଆମେ ତା'କୁ ଶୁଣିଲୁ। ଜଳଭୂମିକୁ ଫେରୁଥିବା ପକ୍ଷୀ। ମାଛ ବଜାରର ସ୍ୱର। କୂଳରେ ଖେଳୁଥିବା ପିଲାଏ। ଆମେ xxx ଶୁଖୁଥିବା ମାଛର ଗନ୍ଧ ପାଇଲୁ। ଖଡ଼ଖଡ଼ିଆ ଜାଲ ଧରିଲୁ। ଘୁଞ୍ଚୁଥିବା ବାଲି ଉପରେ ଚାଲିଲୁ ଓ ଅପରାହ୍ନର ଖରା ଅନୁଭବ କଲୁ। ଧୀରେ ଧୀରେ ବୁଝିଲୁ ଯେ ପ୍ରତ୍ୟେକ ଇନ୍ଦ୍ରିୟ ଆମକୁ ଏମିତି କିଛି ଶିଖାଉଛି ଯାହା ଅନ୍ୟ କେହି ଶିଖାଇ ପାରନ୍ତା ନାହିଁ। ଆମେ ଶିଖିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ କେବେ ବି ପ୍ରଶ୍ନାବଳୀ ଭିତରେ ଧରି ହୋଇ ନଥାନ୍ତା। ସେଗୁଡ଼ିକ ଲେଖା ହେବା ପୂର୍ବରୁ ହିଁ ଅନୁଭବ କରାଯାଇଥିଲା।" "ଆମେ ଗବେଷକ ହୋଇ ଆସିଥିଲୁ। ଆମେ ଶିକ୍ଷାର୍ଥୀ ହୋଇ ଫେରିଲୁ। ଆମେ ଭେଟିଥିବା ଲୋକମାନେ କେବଳ ଉତ୍ତରଦାତା ନଥିଲେ। ସେମାନେ ଜ୍ଞାନର ଧାରକ ଥିଲେ। ପାଣି କେବେ ବଦଳେ ସେମାନେ ଜାଣନ୍ତି। କେଉଁ ଋତୁ ବିଫଳ ହେଉଛି ଓ କାହିଁକି, ସେମାନେ ଜାଣନ୍ତି। ମାଛ କମ୍ ମିଳିଲେ ସେମାନଙ୍କ ଜେଜେବାପା କଣ କରୁଥିଲେ, ସେମାନେ ଜାଣନ୍ତି। ନିଜ ଭୂମିକୁ ସେମାନେ ଏମିତି ବୁଝନ୍ତି ଯାହା ଆମର କୌଣସି ତଥ୍ୟ ଧରି ପାରନ୍ତା ନାହିଁ। ସେମାନେ ଆମକୁ ଦେଇଥିବା ସର୍ବଶ୍ରେଷ୍ଠ ଜିନିଷ ଥିଲା ନମ୍ରତା।" "ବୋଧହୁଏ ସବୁଠାରୁ ବଡ଼ ପରିବର୍ତ୍ତନ ଚିଲିକାରେ ଘଟିଲା ନାହିଁ। ଏହା ଆମ ଭିତରେ ଘଟିଲା। ଆମେ ଆସିଥିଲୁ ଏହା ଭାବି ଯେ ଗବେଷଣା ଅର୍ଥ ତଥ୍ୟ ସଂଗ୍ରହ। ଆମେ ଫେରିଲୁ ଏହା ବୁଝି ଯେ ଗବେଷଣା ଶୁଣିବାରୁ ଆରମ୍ଭ ହୁଏ। ଆମେ ଆସିଥିଲୁ ଏହା ଭାବି ଯେ ସମ୍ପ୍ରଦାୟକୁ ଆମର ଉତ୍ତର ଦରକାର। ଆମେ ଫେରିଲୁ ଏହା ଜାଣି ଯେ ସେମାନଙ୍କ ପାଖରେ ଅନେକ ଉତ୍ତର ପୂର୍ବରୁ ଥିଲା। ଆମକୁ କେବଳ ଭଲ ପ୍ରଶ୍ନ ପଚାରିବା ଶିଖିବାକୁ ଥିଲା। ଦର୍ଶକରୁ ଶିକ୍ଷାର୍ଥୀ ହେବାର ଏହି ପରିବର୍ତ୍ତନ ଆମେ ଆଗାମୀ ପ୍ରତ୍ୟେକ କାମରେ ସାଙ୍ଗରେ ନେଇଯିବୁ।" (ଫଟୋ ଓ ତଥ୍ୟ ସୌଜନ୍ୟ : ରବି ନାରାୟଣ ପରିଡ଼ା , ଲିଙ୍ଗରାଜ କଲତା , ପ୍ରଶାନ୍ତ ମହାନ୍ତି ) @V2VPartnership , @UWaterloo , @IITKgp , @ChilikaDevAuth , @DChilika
📸 Take a look at this photo taken at Chilika Lagoon in Odisha, India, featuring participants of the Krushna Chandra Jena Chilika Vulnerability to Viability (V2V) Annual Field School 2026. Read more👉v2vglobalpartnership.org/v2v-photo-of-t…
@nickcollins1953 Daring revelation !
ବାବା ତ୍ରିନାଥ ଦେବ ଲୁଣା ଜଙ୍ଗଲ ସୁରକ୍ଷା କମିଟି, ନାନପୁର (ଝାର୍ଲିଙ୍ଗ ପଞ୍ଚାୟତ , ଅସ୍ତରଙ୍ଗ ବ୍ଲକ , ପୁରୀ) ତଥା 'ନିର୍ମାଣ', ଭୁବନେଶ୍ୱରଙ୍କ ଦ୍ୱାରା ମିଳିତ ଭାବେ ଆଜି #ବିଶ୍ୱଲୁଣIଜଙ୍ଗଲଦିବସ ପାଳିତ ହୋଇଯାଇଛି I ଏଥିରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ୧୦ ଗୋଟି ବଡ଼ ରାଇ ତଥା ୧୦ ଗୋଟି ବନ୍ଦରୀ ଚାରା ରୋପଣ କରି ନାନପୁର ଗ୍ରାମରେ ଲୁଣା ଜଙ୍ଗଲ ବିସ୍ତାର କାର୍ଯ୍ୟକ୍ରମର ସାଙ୍କେତିକ ଶୁଭାରମ୍ଭ କରାଯାଇଛି I ('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ ସୌଜନ୍ୟ ଶ୍ରୀ ଅଶ୍ୱିନୀ ନାୟକ ) NIRMAN celebrated the WorldMangroveDay2026 jointly with its local partner at Nanapur today. More details at: linkedin.com/feed/update/ur… @Mangroves @MangroveCare @MangroveProject
#କସ୍ତୁରା : 'ନିର୍ମାଣ' ପକ୍ଷରୁ ଏକ ପୁନରାବିଷ୍କାର !! #Kastura : A rediscovery by NIRMAN (linkedin.com/feed/update/ur… ) ୧ ୯ ୨ ୮ ମସିହାରେ ପ୍ରକାଶିତ ଡାକ୍ତର ରାଧାଚରଣ ପଣ୍ଡାଙ୍କର 'ପାରିକୁଦ' ବହିରେ 'କସ୍ତୁରା' ବୋଲି ଚିଲିକାରେ ଦେଖାଯାଉଥିବା ଗୋଟିଏ ଜଳଜୀବର ଉଲ୍ଲେଖ ଅଛି , କିନ୍ତୁ ବର୍ତ୍ତମାନ ଚିଲିକାର ମତ୍ସ୍ୟଜୀବୀ 'କସ୍ତୁରା' କହିଲେ ଗୋଟିଏ ବିପଜ୍ଜନକ, ଦାଢୁଆ ଜଳବସ୍ତୁକୁ ଅଧିକ ବୁଝନ୍ତି ଯାହା ଅନାବୃତ ଗୋଡ଼ହାତରେ ଦୈବାତ ବାଜିଗଲେ ଦେହ କଟିଯାଏ, ରକ୍ତାକ୍ତ ହୋଇଯାଏ I ପ୍ରାୟ ୬ ବର୍ଷ ତଳେ ଯେତେବେଳେ ଚିଲିକାକୁ ନେଇ ଆମର ବିଧିବଦ୍ଧ ଗବେଷଣା ଆରମ୍ଭ ହେଲା , ସେତେବେଳେ ସାତପଡ଼ା -ମହିଷା ବ୍ରହ୍ମପୁର ଅଞ୍ଚଳର ପ୍ରବୀଣ ମତ୍ସ୍ୟଜୀବୀ 'କସ୍ତୁରା'ର ପ୍ରାଦୁର୍ଭାବ ବୃଦ୍ଧି କିଭଳି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ଅନ୍ୟତମ ସମସ୍ୟା ପାଲଟିଛି, ସେ ବିଷୟରେ ଆମକୁ କହିଥିଲେ I ତେବେ ଏଇ ଜଳବସ୍ତୁଟିକୁ ପ୍ରକୃତରେ କ'ଣ ? ପ୍ରାଣୀ, ନା ନିର୍ଜୀବ ବସ୍ତୁ ? କୌତୂହଳର କଥା ଯେ ଚିଲିକା ଠାରୁ ଅନେକ ଦୂର ଅସ୍ତରଙ୍ଗ ବ୍ଲକ #କେଉଟଜଙ୍ଗା ଠାରେ -ଯେଉଁଠି ଆମର ଲୁଣାଜଙ୍ଗଲ ପ୍ରସାର ଉଦ୍ୟମ ଜାରି ରହିଛି-, ସ୍ଥାନୀୟ ଲୋକେ ସେଇ କସ୍ତୁରାଜନିତ ବିପଦ କଥା କହିଥା'ନ୍ତି I ଆମର ଗବେଷକ ବିକାଶ ରଥ ଗତ କାଲି କେଉଟଜଙ୍ଗା ଠାରେ କିଛି କସ୍ତୁରା ଦେଖିବାକୁ ପାଇ ଏହାର ନମୁନା ସଂଗ୍ରହ କରିଥିଲେ ଏବଂ ବୈଜ୍ଞାନିକ ପରାମର୍ଶରୁ ଜଣାଗଲା ଯେ ଶାମୁକାଜାତୀୟ କିଛି ପ୍ରାଣୀ ବେଳେବେଳେ ପରସ୍ପର ସହିତ ଲାଖିଯାଆନ୍ତି ଏବଂ ଏକ ପ୍ରକାର ଅଠାଳିଆ ରସ ଦ୍ୱାରା ସେମାନଙ୍କର ଖୋଳମାନ ଯୋଡ଼ି ହୋଇରହିଯାଏ ଯାହା ପରେ ଏଇ କସ୍ତୁରା ନାମକ ବିପଜ୍ଜନକ ଜଳବସ୍ତୁକୁ ଜନ୍ମ ଦେଇଥାଏ I ଏହା ଦେଖିବାକୁ 'ଆବଡ଼ାଖାବଡ଼ା' ପଥରଟିଏ ପରି I ସେଇ ପ୍ରାଣୀମାନଙ୍କର ଖୋଳପା-ଧାର ଏଥିରେ ଇତସ୍ତତଃ ବାହାରି ରହିଥାଏ ଯାହା ଗୋଡ଼ରେ ବାଜିଗଲେ ବ୍ଲେଡ଼-ପ୍ରାୟ କାଟିଦିଏ I ତେବେ ଏଗୁଡ଼ିକ ଭିତରେ ଥିବା ପ୍ରାଣୀଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପରେ ଏହାକୁ ସଂଗ୍ରହ କରି ସିପ -ଚୂନ ବା ପ୍ରାଣୀଜ ଚୂନ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇପାରେ I @ChilikaDevAuth , @DChilika , @odishawildlife
ଚଳିତ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ #ବିକାଶରଧାରାଓଡ଼ିଶାସାରା କାର୍ଯ୍ୟକ୍ରମ ଗତ ୨୦ ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସ୍ଥାନୀୟ ସରକାରୀ ପଦାଧିକାରୀ , ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ, ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଉତ୍କୃଷ୍ଟ କାର୍ଯ୍ୟ ଓ ଅବଦାନ ପାଇଁ ସମ୍ବର୍ଦ୍ଧିତ କର୍ମୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆମର ଜଣେ ପ୍ରବୀଣ କର୍ମୀ ଶ୍ରୀ ସନ୍ତୋଷ ପରିଡ଼ାଙ୍କୁ #ଜଙ୍ଗଲଅଧିକାରଆଇନର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରୀୟ ଦେଇ ସମ୍ମIନିତ କରାଯାଇଥିଲା I ପ୍ରକୃତରେ ମଧ୍ୟ ଶ୍ରୀ ପରିଡ଼ା ବହୁ ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟକାରିତା ପାଇଁ ବହୁ ପ୍ରକାରେ ସହଯୋଗ କରିଆସିଛନ୍ତି ଯାହାର ବିଧିବଦ୍ଧ ପ୍ରାଶାସନିକ ସ୍ୱୀକୃତି ପାଇଁ ଆମେ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଉଛୁ I Sri Santosh Parida, one of the senior-most team members of our #Rayagada district team, was felicitated in the #bikasharadharaodishasara programme of the state government organized locally by the Block administration, #Kashipur in the Rayagada district on 20th June recognizing his commendable contribution in the successful implementation of the #FRA in the district. @DM_Rayagada , @kashipur_ps , @ForestRightsAct
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂ'ପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଉପର ଅଞ୍ଚଳବାଡ଼ି ତଥା ତଳ ରା଼ମ୍ବୁ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ 'ନିର୍ମାଣ'ର ପ୍ରୋତ୍ସାହନ ତଥା ପ୍ରୟାସ କ୍ରମେ ପରିବେଶ ସୁରକ୍ଷା, ଜଙ୍ଗଲର ଅଭିବୃଦ୍ଧି , ତଥା ଉପଯୋଗୀ ବୃକ୍ଷ ପ୍ରଜାତିର ବିସ୍ତାର ଉଦ୍ଦେଶ୍ୟରେ #ମଞ୍ଜିଗୁଳାମାନ ପ୍ରସ୍ତୁତିରେ ସହଯୋଗ ସହିତ ସେଗୁଡ଼ିକୁ ଗତ କାଲି ସ୍ଥାନୀୟ ଜଙ୍ଗଲାଞ୍ଚଳରେ ନିକ୍ଷେପ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I ଏହି ମଞ୍ଜି ଗୁଳାରେ ଦେଶୀ ଆମ୍ବ , ଜାମୁ, କରଞ୍ଜ, ପଣସ, ଖଜୁରୀ, ତଥା ତେନ୍ତୁଳି ମଞ୍ଜି ରହିଛି I (ତଥ୍ୟ ଓ ଫଟୋ ସୌଜନ୍ୟ : ରାଜେଶ କୌଶଲ୍ୟା ) NIRMAN facilitated broadcasting of #seedballs by women SHG members in two tribal villages of Rayagada district yesterday. More details at: linkedin.com/feed/update/ur… . #Plantationdrive @DM_Rayagada , @dfo_rayagada
ଆଜି #ବସୁମତୀସ୍ନାନ ସହିତ ମାଟି ଓ ମାତୃ ଶକ୍ତିର ଉତ୍ସବ ପର୍ବ #ରଜ ଯେ ଶେଷ ହୋଇଛି , ତାହାର ମର୍ମ ବାର୍ତ୍ତାଟି ଏହି ଯେ #ମୌସୁମୀ ସ୍ପର୍ଶ କରିବା ମାତ୍ରେ ହିଁ ତତ୍କାଳ କୃଷି କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ , ବରଂ ଧରଣୀକୁ ବିକ୍ଷୁବ୍ଧ ନ କରି କିଛି ଦିନ ସମୟ ଦେବାକୁ ହେବ ଋତୁ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବା ପାଇଁ ; ତା' ପରେ ଯାଇ କୃଷି କାର୍ଯ୍ୟ ଆରମ୍ଭ କରାଯିବା ଉଚିତ ; ଠିକ୍ ସେଇଭଳି ଯେପରି କି ବାଳିକାଟିଏ ପ୍ରଜନନକ୍ଷମ ହେବା ମାତ୍ରେ ତା'କୁ ତୁରନ୍ତ ବିବାହ ଓ ମାତୃତ୍ୱ ପାଇଁ ବାଧ୍ୟ ନ କରି ତା'ର ଶାରୀରିକ ତଥା ମାନସିକ ପରିପକ୍ଵତା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ହିଁ ବିବାହ ଓ ମାତୃତ୍ୱ ଶ୍ରେୟସ୍କର I ଏହି ପର୍ବ ମାଟି ଓ ମାତୃତ୍ଵ ପ୍ରସଙ୍ଗରେ ସମ୍ବେଦନଶୀଳ, ଯତ୍ନଶୀଳ, ତଥା ବିବେକୀ ହେବା ପାଇଁ ସମାଜକୁ ଶିକ୍ଷା ଦେଇଥାଏ I Odisha's #Raja festival that restricts any agricultural activity or any harm to Mother Earth during its first three days, has been concluded today (Day-4) with the ritual bathing & worship of the Mother Earth (known as 'Basumati snana') which now allows the farming activities. The message of this festival, which is also a celebration of womanhood, is that the earth should not be immediately ploughed when the monsoon arrives, and similarly a girl attaining puberty should not be immediately subjected to marriage & motherhood, because that would be too premature. Thus, it asks the society to be sensitive and judicious towards #women and the #earth. @UN_Women ; @unwomenindia , @wearewfa , @Culturedeptt , @OdiaCulture
#ବାଉଁଶ ଏକ #ଲଘୁବନଜାତଦ୍ରବ୍ୟ ଏବଂ #ଜଙ୍ଗଲଅଧିକାରଆଇନ #ଗୋଷ୍ଠୀଜଙ୍ଗଲସମ୍ବଳ ଅଧିକାରପ୍ରାପ୍ତ #ଗ୍ରାମସଭାକୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ, ଉପଯୋଗ, ତଥା ବିକ୍ରି ପାଇଁ ପୂର୍ଣ୍ଣ କ୍ଷମତା ଦେଇଛି I ତଦନୁଯାୟୀ ଦଶପଲ୍ଲା କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତଳ ଡିକିରି ଗ୍ରାମସଭା ନିଜର ଜଙ୍ଗଲୀ ବାଉଁଶ କଟାଇ ଏକ କମ୍ପାନୀକୁ ବିକ୍ରି କରିଛି I ଉଲ୍ଲେଖଯୋଗ୍ୟ ଯେ ବାଉଁଶ ବୁଦାର ସୁସ୍ଥ ଅଭିବୃଦ୍ଧି ପାଇଁ ନିୟମିତ ଅନ୍ତରରେ ପାକଳ ବାଉଁଶ କାଟି ବାହାର କରିବାକୁ ହୋଇଥାଏ I ଏହି ପାକଳ ବାଉଁଶ ଜଙ୍ଗଲରୁ କଢ଼ା ହୋଇଗଲେ ନିଆଁ ଲାଗିବାର ଆଶଙ୍କା କମିଯାଏ , ପୁଣି ଏହାକୁ ବଡ଼ ପରିମାଣରେ ବିକ୍ରି କରାଗଲେ ଯଥେଷ୍ଟ ଆୟ ମଧ୍ୟ ହୋଇଥାଏ I ତଳ ଡିକିରି ଗ୍ରାମସଭା ଚଳିତ ଥର ଏହି ବାଉଁଶ ବିକ୍ରିରୁ ପ୍ରାୟ ୩ ଲକ୍ଷ ଟଙ୍କା ଆୟର ଆଶା ରଖିଛି ଯାହା ଗରିବ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ କଥା I Exercising its powers conferred under the #ForestRightsAct2026 , the #TalaDikiri #Gramsabha, which is a #CFRR-holder, sold its #forestbamboo to an industrial procurer in order to safeguard the forest health, help develop the wild bamboo resources naturally, and ensure revenue for both individual & collective economic empowerment of the village. More details at: linkedin.com/feed/update/ur… @ForestRightsAct ; @ForestDivision ; @AdmnNayagarh @globalforests ; @P4Forests ; @IIfmBhopal
ଦଶପଲ୍ଲାର ଏକ ଦୂର ଆଦିବାସୀ ଗାଁ' ମୁଂଡ଼ୁଳିର ଶାନ୍ତ ପରିବେଶରେ ସ୍ଥାନୀୟ ଜଙ୍ଗଲ ସୁରକ୍ଷାକାରୀ ଗ୍ରାମଗୋଷ୍ଠୀଙ୍କ ଦ୍ୱାରା #ବିଶ୍ୱପରିବେଶଦିବସ ପାଳନର କିଛି ଦୃଶ୍ୟ .... (ଫଟୋ ସୌଜନ୍ୟ: ଲିଙ୍ଗରାଜ କଲତା ) #WorldEnvironmentDay2026 as celebrated by our forest protecting communities of Dasapalla area(Photo:Lingaraj)
#ବିଶ୍ୱପରିବେଶଦିବସ #WorldEnvironmentDay It is high time to help restore the #ecosystembalance.
Watershed Support Ser... @WASSANIndia
2K Followers 142 Following WASSAN, a national-level resource support organisation, is promoting community-centric development policies and programs for NRM and rainfed agriculture.
Pradeep Jena IAS @PradeepJenaIAS
79K Followers 386 Following A proud Odia I| #IAS 1989. Tweets are personal. Retweets not an endorsement.
Pranab Choudhury @prchoudhury
2K Followers 1K Following Passionate about #land-relations #resource_governance #Stewardship #IP&LC, #forestfood, #localknowledge
Giri Rao @ygirirao
935 Followers 2K Following
RRI - Rights and Reso... @RightsResources
12K Followers 3K Following A global coalition working on land + resource rights for Indigenous Peoples, local communities & Afro-descendant Peoples.
Pravanjan Mohapatra @pravanjaan
690 Followers 883 Following #Odia | #Marginal_Farmer | #Travel | #Food | #Photography
CYSD @CYSDOdisha
1K Followers 443 Following CYSD has been working to improve the quality of lives of tribal, rural & urban people - women, children & migrants since 1982 & impacted #239000 Households.
V2V Global Partnershi... @V2VPartnership
651 Followers 612 Following V2V is a global partnership network focused on identifying 🎏 sources of vulnerability and enhancing viability in the context of small-scale fisheries 🐟
ILDC @IndiaLandConf
1K Followers 4K Following India Land and Development Conference 2025: The Centrality of Land in Sustainable Development: Addressing the Past, the Present and the Future
ICAR-NBPGR @INbpgr
7K Followers 55 Following NBPGR is the nodal institute at national level for acquisition & management of indigenous & exotic plant genetic resources for food and agriculture in India.
sanjoy patnaik @sanjoypatnaik
519 Followers 310 Following Social development professional, Writer and filmmaker
Shibanandan Sahu @SahuShibanandan
52 Followers 314 Following
Soumya Subrata @soumyaexec
3 Followers 76 Following Founder | Agribusiness | Banker | Strategist | Building Rural Impact To Global
ASWINI KUMAR NAYAK @vikashsadan2010
7 Followers 65 Following
Dheeraj Kumar @DheerajK_Indian
0 Followers 8K Following
uu @sanjypa75667355
39 Followers 656 Following
enhypen⁷ @enhypenforevr
509 Followers 523 Following following all @X guidelines | ot6 dni | ENHYPEN IS SEVEN 🍀🍀🍀 pro boycott anti boycott ot7s are welcome as long as they respect the difference in opinions 🫂
pratheepa @PratheepaCM
69 Followers 116 Following
Mukesh Sahu @MukeshSahu83028
0 Followers 15 Following
Bapi Mallick @doitnow2505
5 Followers 278 Following
そとまつともか @sotomatsut40789
129 Followers 5K Following
Bhakta Muduli @bhakta_080
0 Followers 26 Following
KSHIROD CHANDRA DAS.{... @KSHIRODCHANDRA9
127 Followers 2K Following ସାଧାରଣ ଜନତାଙ୍କ ସହ ସମାଜ ଓ ସରକାରଙ୍କ ପାଇଁ ଦୈନିକ ଓଡ଼ିଆ ସମ୍ବାଦପତ୍ର ପ୍ରଗତିବାଦୀ ରେ ନିସ୍ଵାର୍ଥପର ଓ ନିର୍ଭୀକ-ଭାବେ କାର୍ଯ୍ୟରତ ସାମ୍ବାଦିକ✍️ଯୋଗାଯୋଗ📲ନମ୍ବର 9668072296🙏
Amit kumar @Amitkum04574225
0 Followers 34 Following
Baleshwar @Baleshwar295396
2 Followers 29 Following
Ambarish Paikaray @ambarish2010
67 Followers 844 Following
SamarpanUK @SamarpanUK
94 Followers 364 Following Samarpan Society for Health, Research and Development is a registered not-for-profit society working in the Health and Social Development sector for past 18 yrs
Bidha chandra Gouda @gouda34446
0 Followers 4 Following
Swadhin biswal @Swadhinbiswal19
1 Followers 223 Following
Vishal Dutt @VishaliDat
519 Followers 3K Following Journalism & Mass Communication student at Utkal University, Odisha | Interested in political news, geopolitics, diplomacy & world affairs.
Komal Rathore @Shekhawat_089
205K Followers 198K Following Official Account | Guiding Content Creator | My Cultural My Identity | Graduate | Nation first | Family Lovers Do Respect take Respect | RPs # Endorsement 🧖
Debasis Mohapatra @dev_deba
232 Followers 337 Following Ph. D. KIIT- University, PGDRM-XIMB, https://t.co/rAUlflGaOF. Ag- OUAT, Bhubaneswar, working as an Associate Professor of Practice at KSRM.
Nyah Huels @HuelsNyah18722
170 Followers 5K Following
SABYASACHI AMITAV @SpeaksSabya
6K Followers 5K Following Contentologist || Content Strategist || Brand Partnership Manager || Key Account Manager || Lead Community Manager
Mou @Mou018256180596
3 Followers 82 Following
Nathan Mckinney hmHyu... @hmhyugaz10494
0 Followers 144 Following
Bikash Rath @BikashRath14
40 Followers 37 Following Researcher,policy analyst,social innovator, documentary maker.Member:FSN Forum & AIMACC.Ex-member,Planning Commission's Subgroup_NTFP,IUCNWCPA,IUFRO.Apolitical.
Mukesh Kumar Sahu @MukeshKuma51890
0 Followers 14 Following
Daphne Kuhn @KuhnDaphne62760
130 Followers 5K Following
devid raj @devidraj72
102 Followers 690 Following T-shirt artist & entrepreneur | Turning ideas into wearable art 👕 | Shop unique designs & support my journey 💪 | Limited drops. Big vibes. #TshirtBusiness"
kailash chandra sahoo @KailashCha17749
0 Followers 1 Following
Pradeep Mehta @RockyDhakad561
0 Followers 56 Following
CSNR INDIA @CSNR_India
164 Followers 305 Following Empowers the most marginalised and vulnerable sections of the society. #CSNRIndia #empowerment #socioculturalharmony #sustainability
Ranjan Bagha @RanjanBagh00001
0 Followers 13 Following
Dr Ranjan Kumar Mohan... @RanjanMohanta81
4 Followers 70 Following Senior Scientist and Head, Krishi Vigyan Kendra, ICAR-Central Rice Research Institute, Cuttack
Debasis Mahapatra @DebasisMah38869
1 Followers 19 Following
Krishi Vigyan Kendra ... @kvkcuttackcrri
115 Followers 1K Following Krishi Vigyan Kendra, ICAR-Central Rice Research Institute, Kataka, is a government organization working for the farming community in the Kataka district
Bibhudendu Panda @BibhudenduPanda
42 Followers 561 Following
Hannah Johnson @HannahJohn82578
55 Followers 267 Following
SEWA,Kolabira,Jharsug... @SEWA_Kolabira
117 Followers 94 Following Farmers and the agriculture community ,its a great resource for marketing reports,crop news ,planting tips,technology updates,and more about agriculture related
Lima majhi @Limamajhi243835
15 Followers 162 Following
Sαƚყαɾαɳʝα�... @SM72815949
1 Followers 7 Following
Arabinda K Padhee @arvindpadhee
183K Followers 584 Following Optimist natus est | MPA, PhD, IAS | Additional Chief Secretary, @rdmodisha & Chief Administrator @SJTA_Puri | Shree Jagannatha culture | PERSONAL & POSITIVE
I & PR Department, Od... @IPR_Odisha
801K Followers 90 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର
Poonam T Guha, IAS @GuhaIas
11K Followers 300 Following Passion and Perfection in Profession. Love and harmony in relationships. Balance is Nature. Nature, Balance.
Usha Padhee @ushapadhee1996
140K Followers 109 Following Bonitas ubique | BE(Civil), MPA (UK), IAS | Addl Chief Secy @HUDDeptOdisha & Chairperson @idco_odisha | Believes in Gandhiji's Talisman | Views are personal |
Ranendra Pratap Swain @rajaaswain
82K Followers 86 Following Eight Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.
କୃଷି ବି�... @krushibibhag
134K Followers 43 Following Official account of Department of Agriculture & Farmers' Empowerment, Government of Odisha
ଓଟିଭି @otvkhabar
901K Followers 25 Following ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Pradeep Jena IAS @PradeepJenaIAS
79K Followers 386 Following A proud Odia I| #IAS 1989. Tweets are personal. Retweets not an endorsement.
Kundan Kumar @kundan_kumarkun
1K Followers 579 Following Forest and Land Tenure, Rights Based Conservation, Climate Mitigation and Development. Trying to keep hope alive in a deeply wounded world.
Ranjan Panda @ranjanpanda
6K Followers 5K Following Odisha's Water Man! TEDx Speaker! Convenes @WaterInitiativ1 & CombatClimateChangeNetwork. Founder @Youth4WaterIn Researcher,Columns, Fotos,Blogs, Campaigner.
Foundation for Ecolog... @fesforcommons
2K Followers 128 Following A non-profit working towards conservation of nature and natural resources through the collective action of local communities.
Pranab Choudhury @prchoudhury
2K Followers 1K Following Passionate about #land-relations #resource_governance #Stewardship #IP&LC, #forestfood, #localknowledge
DM KALAHANDI @DmKalahandi
16K Followers 199 Following Office of the Collector and District Magistrate, Kalahandi
Bimal Pandia @bimalpandia
1K Followers 679 Following A development analyst by profession, farmer by passion & stock-market observer by ambition.
Kanak News @kanak_news
841K Followers 34 Following Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4V
Collector & DM, Rayag... @DM_Rayagada
13K Followers 188 Following Official Twitter Account of Rayagada District Administration, Odisha, Mail id : [email protected]
Rakhi Ghosh @RakhiGh06161997
561 Followers 315 Following Independent Journalist and Communication consultant, Documentary Filmmaker, Founder- Perspective Media, Editor- https://t.co/pnZZSxlD4F.
Azim Premji Universit... @azimpremjiuniv
20K Followers 239 Following Education for Social Change - Towards a just, equitable, humane and sustainable society.
Botanic Gardens Conse... @bgci
11K Followers 983 Following BGCI is no longer using its global X account. Please follow us on Instagram (@yourbgci), LinkedIn or Facebook (both Botanic Gardens Conservation International).
NAYAGARH FOREST DIVIS... @ForestDivision
438 Followers 79 Following Car Timber|Sidhamula Nature Camp|Dasapalla-Mahipur-Gochha forest|Mahanadi-burtang-kuanria-dahuka-kusumi|Bison|Elephant|Cycas nayagarhensis|official account
Global Mangrove Allia... @Mangroves
6K Followers 1K Following Building a better future based on knowledge and community. Join us to halt loss, restore half, and double #mangrove protection by 2030.
POSHAN Abhiyaan @POSHAN_Official
12K Followers 60 Following POSHAN Abhiyaan Official Account | Prime Minister's Overarching Scheme for Holistic Nourishment | Government of India | #SahiPoshanDeshRoshan
Ashwini Vaishnaw @AshwiniVaishnaw
1.8M Followers 296 Following Minister for Railways, Information & Broadcasting, Electronics & Information Technology, Government of Bharat | Former IAS | Alumnus @IITKanpur @Wharton
Saswati Pattnaik @SaswatiPattnai5
8 Followers 13 Following
erfp_animalgenetic @ERFPAnGR
228 Followers 87 Following Inactive account Join us on Linkedin or Facebook. Regional platform for the support of management, conservation and sustainable use of animal genetic resources.
prasant mohanty @prasant72794886
3 Followers 4 Following
Bundesentwicklungsmin... @BMZ_Bund
78K Followers 1K Following Hier twittert das Bundesministerium für wirtschaftliche Zusammenarbeit und Entwicklung (BMZ) / Entwicklungsministerium - Impressum: https://t.co/294RnLAOs4
Arunima Swain @ArunimaSwain5
2 Followers 35 Following
Trickle Up @trickleuporg
2K Followers 1K Following Trickle Up is a global poverty alleviation nonprofit that partners with women in extreme poverty to build economic opportunity and drive inclusion.
Heritage & Society @UMassCHS
917 Followers 934 Following UMass Amherst Center for Heritage & Society - a multidisciplinary initiative to craft new approaches to heritage conservation and communication around the world
Paul Hamlyn Foundatio... @phf_uk
22K Followers 1K Following This account is no longer active. See our pinned post for where else to follow us.
AgroBioDiverse @AgroBioDiverse
11K Followers 1K Following Luigi Guarino & Jeremy Cherfas on crops, livestock, bugs, food, drink... See also Agricultural Biodiversity Weblog ☕️🍺🍠🍌🥑🍆🌶️🌽 🌻🍏 Views our own
ICAR-NBPGR @INbpgr
7K Followers 55 Following NBPGR is the nodal institute at national level for acquisition & management of indigenous & exotic plant genetic resources for food and agriculture in India.
SWISSAID @SWISSAID
14K Followers 1K Following Our vision is a world where hunger does not belong and where even the poorest can lead a healthy, dignified and autonomous life. Since 1948.
GRAIN @GRAIN_org
16K Followers 2K Following GRAIN supports small farmers and social movements in their struggles for community-controlled and biodiversity-based food systems.
Deccan Development So... @DDS_SANGHAMS
480 Followers 88 Following 40+ years old grassroots organization working for access and control of poor and marginalized women farmers on their lands & crops.
Botanical Survey of I... @bsi_moefcc
7K Followers 76 Following भारत सरकार के पर्यावरण, वन और जलवायु परिवर्तन मंत्रालय @moefcc के अधीनस्त अनुसंधान संगठन का आधिकारिक एक्स -X खाता
INDIAdonates-an initi... @indiadonatesID
155 Followers 180 Following A flagship initiative of DevPro Trust! We work as ENABLERS, by bringing together people who want to give and the organisations that make a difference on ground
chairmanwodc @chairmanwodc
9K Followers 30 Following WODC is the vehicle created by Govt of Odisha for balanced regional development of the western parts of the state. Asit Tripathy is the present Chairman.
Sisir Pradhan @SisirPradhan17
69 Followers 58 Following Development Professional. PhD scholar at university of Waterloo on Sustainability Management.
IIT Kharagpur @IITKgp
126K Followers 515 Following This is the official account of IIT Kharagpur. https://t.co/PXhG6eaEYG
The Village Square @VillageSquare
223 Followers 0 Following
PSU_Otelp Plus @PlusPsu
729 Followers 297 Following Official Twitter Handle of Odisha Tribal Empowerment and Livelihoods Programme Plus (OTELP Plus),ST & SC, Dev. M & BCW DeptGovt. of Odisha, India
Adisha @tdccol
3K Followers 98 Following Promoting Tribes -Transforming Lives;It is a retail shop of TRIBAL DEVELOPMENT COOPERATIVE CORPORATION OF ODISHA LTD (TDCCOL). Give our @Koraput_Coffee a follow
SCSTRTIOdisha @scstrti
3K Followers 48 Following Official Twitter Handle of Scheduled Castes and Scheduled Tribes Research and Training Institute (SCSTRTI), Govt. of Odisha, India
Odisha Speaks @SpeakOdisha
57 Followers 121 Following
India Biodiversity Po... @inbiodiversity
4K Followers 129 Following Aggregating information on India's rich biodiversity and making it freely available to citizens.
Biodiversity Conserva... @bcf__India
99 Followers 23 Following Biodiversity Conservation Foundation is an non profit organisation based in Tamil Nadu, India, which works in the field of wildlife research and conservation
IUCN Red List @IUCNRedList
102K Followers 4K Following The IUCN Red List of Threatened Species™ is the world’s most comprehensive information source on the global conservation status of animals, fungi and plants.
ORMAS_ODISHA @ormas_odisha
4K Followers 134 Following Official account of ORMAS Odisha| Under Panchayati Raj & Drinking Water Dept. Govt. of Odisha | Empowering SHGs, FPOs & rural livelihoods across Odisha.
Too Big To Ignore @TBTInetwork
2K Followers 2K Following A global research network and knowledge mobilization partnership to promote and revitalize sustainable small-scale fisheries.
khus_2014 @khus_2014
1K Followers 247 Following
Chilika Lake @ChilikaDevAuth
399 Followers 8 Following Queen of natural beauty, Chilika, the largest brackish water lake in Asia covering an area of over 1,100 sq. km.
Convention on Wetland... @RamsarConv
36K Followers 1K Following Intergovernmental treaty providing frameworks for the conservation & wise use of wetlands & their resources. Secretary General: @MumbaMusondam
UN Biodiversity @UNBiodiversity
219K Followers 4K Following Official account of the Secretariat of the Convention on Biological Diversity. Executive Secretary: @SchomakerAstrid
Global Environment Fa... @theGEF
133K Followers 1K Following The GEF is a family of funds working to address the planet’s most pressing environmental problems.
Bikash Rath @BikashRath14
40 Followers 37 Following Researcher,policy analyst,social innovator, documentary maker.Member:FSN Forum & AIMACC.Ex-member,Planning Commission's Subgroup_NTFP,IUCNWCPA,IUFRO.Apolitical.
Chilika Division @DChilika
1K Followers 119 Following Official Twitter handle of Chilika Wildlife Division.
V2V Global Partnershi... @V2VPartnership
651 Followers 612 Following V2V is a global partnership network focused on identifying 🎏 sources of vulnerability and enhancing viability in the context of small-scale fisheries 🐟
Department of Fisheri... @FisheriesGoI
37K Followers 321 Following This is an official X Handle of the Department of Fisheries, Ministry of Fisheries, Animal Husbandry & Dairying, Government of India.
Fisheries & Aquacultu... @FAOfish
47K Followers 1K Following Updates on the latest on Fisheries & Aquaculture from @FAO. Follow DG QU Dongyu, @FAODG. #BlueTransformation #Fisheries #Aquaculture













