Nabina Odisha @nabina_odisha
ରୂପାନ୍ତରିତ ଓଡ଼ିଶାର ବିକାଶ ଗାଥା | A vibrant showcase of a transformed Odisha #NabinaOdisha Joined August 2021-
Tweets3K
-
Followers4K
-
Following2
-
Likes647
ନବୀନଙ୍କ 'ନୂତନ ଉନ୍ନତ ଅଭିଳାଷା' ଯୋଜନାରେ ୧ ଲକ୍ଷ ଓଡ଼ିଆ ଯୁବକ ଯୁବତୀଙ୍କୁ ମିଳୁଛି ଅନଲାଇନ୍ ପ୍ରଶିକ୍ଷଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଶିଖି ଦେଶ ବିଦେଶରେ ପାଉଛନ୍ତି ନିଯୁକ୍ତି। ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ #NabinaOdisha
ନବୀନଙ୍କ ନେତୃତ୍ବରେ ନିର୍ମାଣ ଶ୍ରମିକଙ୍କ ଜୀବନରେ ଆସିଛି ରୂପାନ୍ତର⚡☀️ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି ନବୀନ। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaCares
ବଢ଼ିଛି ମିଲେଟର ଆଦର ବୃଦ୍ଧି ପାଇଛି ଚାଷୀଙ୍କ ରୋଜଗାର 🌾☀️ ନବୀନ ଓଡ଼ିଶାରେ ଲୋକଙ୍କ ପୁଷ୍ଟିସାଧନ ସୁନିଶ୍ଚିତ ହେବା ସହ ଆହୁରି ସଶକ୍ତ ହେଉଛନ୍ତି ଚାଷୀ। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
କର୍ମଜୀବୀ ମହିଳାଙ୍କ ସମସ୍ଯା ବୁଝିଛନ୍ତି ନବୀନ। ମହିଳା କର୍ମଚାରୀଙ୍କୁ ଦେଇଛନ୍ତି ବର୍ଷକୁ ୧୦ ଦିନ ଅଧିକ ସାମୟିକ ଛୁଟି। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
ନବୀନଙ୍କ ନେତୃତ୍ବରେ ଦକ୍ଷତା ବିକାଶରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଭୁବନେଶ୍ବରରେ ଦେଶର ପ୍ରଥମ "ବିଶ୍ଵ ଦକ୍ଷତା କେନ୍ଦ୍ର" ସ୍ଥାପନ ଦ୍ୱାରା ଯୁବକ ଯୁବତୀଙ୍କୁ ବିଶ୍ୱସ୍ତରୀୟ ତାଲିମ୍ ଓ ନିଯୁକ୍ତି ସୁଯୋଗ ମିଳୁଛି। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
𝗡𝗮𝘃𝗲𝗲𝗻'𝘀 𝘃𝗶𝘀𝗶𝗼𝗻 𝗳𝗼𝗿 𝗱𝗲𝘃𝗲𝗹𝗼𝗽𝗺𝗲𝗻𝘁 𝗼𝗳 𝗮 #𝗡𝗲𝘄𝗢𝗱𝗶𝘀𝗵𝗮 𝘀𝗵𝗶𝗻𝗲𝘀 𝗯𝗿𝗶𝗴𝗵𝘁. '#Odisha is first state in India to bring a separate Agriculture budget. The next decade will be a golden era for the state in achieving holistic development under…
'ନବୀନ ଓଡ଼ିଶା'ରେ ସମସ୍ତଙ୍କ ସ୍ଵପ୍ନ ହେଉଛି ସାକାର। ଓଡ଼ିଶାର ଝିଅମାନଙ୍କୁ ନବୀନଙ୍କ "ସୁଦକ୍ଷା" ଯୋଜନାରେ ମିଳୁଛି ମାଗଣା ତାଲିମ୍ ଓ ବୃତ୍ତି। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
ମା' ମାନଙ୍କ ବିକାଶ ପଥରେ ନାହିଁ ବାଧା ବିଘ୍ନ ବିକାଶର ପଥକୁ ସୁଗମ କରିଛନ୍ତି ନବୀନ☀️ ମିଶନ ଶକ୍ତି ମା'ମାନେ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ସହ ମହିଳା ସଶକ୍ତିକରଣ ଦିଗରେ ଆଗରେ ଓଡ଼ିଶା। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
𝗢𝗽𝗽𝗼𝗿𝘁𝘂𝗻𝗶𝘁𝘆 𝗞𝗻𝗼𝗰𝗸𝘀 𝗶𝗻 #𝗡𝗲𝘄𝗢𝗱𝗶𝘀𝗵𝗮. New Odisha has become an appealing hub for investors, promising increased development and job opportunities for the youth. ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
ସଂକଳ୍ପ ସୁଦୃଢ଼, ସଭିଙ୍କ ହେଉଛି ବିକାଶ🏥🛣️ ସ୍ୱାସ୍ଥ୍ୟ ସୁରକ୍ଷାରୁ ସଡ଼କ ଯାଏଁ ସବୁ କ୍ଷେତ୍ରରେ ହୋଇଛି ବ୍ୟାପକ ରୂପାନ୍ତରଣ ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ🤝 #NabinOdisha #OdishaOnTheMove
ବଢ଼ିଛି ପାରିଶ୍ରମିକ, ମିଳିଛି ଅଧିକାର 'ସଭିଙ୍କ ବିକାଶ' - ସଂକଳ୍ପ ଏହା ନବୀନ ଓଡ଼ିଶାର #NabinOdisha ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ #OdishaOnTheMove
ସଂକଳ୍ପ ସୁଦୃଢ଼, ହେଉଛି ସଭିଙ୍କ ବିକାଶ 🏠 'ବିଜୁ ପକ୍କା ଘର' ଦେଇଛି ମୁଣ୍ଡ ଉପରେ ଛାତ #NabinOdisha ଗାଁଠୁ ସହର, ରୂପାନ୍ତରଣ ହୋଇଛି ସୁନିଶ୍ଚିତ ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ #OdishaOnTheMove
ଗାଁଠୁ ସହର, ସବୁଠି ରୂପାନ୍ତରଣ ବଦଳିଛି ବ୍ୟବସ୍ଥା, ଭରିଛି ନବୀନ ଆଶା #NabinOdisha ନବୀନଙ୍କ 5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ #OdishaOntheMove
𝐓𝐫𝐚𝐧𝐬𝐟𝐨𝐫𝐦𝐚𝐭𝐢𝐨𝐧 𝐢𝐧 𝐜𝐨𝐧𝐧𝐞𝐜𝐭𝐢𝐯𝐢𝐭𝐲 𝐭𝐨 𝐫𝐮𝐫𝐚𝐥 𝐚𝐫𝐞𝐚𝐬 Boost in economic activities of villagers & their holistic development have been ensured through #BijuSetuYojana. ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ #NabinOdisha…
Naveen's Urban Education Programme, #Anwesha emerging as a game changer in Odisha. ▪️Ensuring quality education to Scheduled Tribe (ST) & Scheduled Caste (SC) students. 𝙉𝙖𝙫𝙚𝙚𝙣'𝙨 𝘾𝙖𝙡𝙡, 𝘿𝙚𝙫𝙚𝙡𝙤𝙥𝙢𝙚𝙣𝙩 𝙁𝙤𝙧 𝘼𝙡𝙡 #NabinaOdisha #EducationForAll…
𝗡𝗮𝘃𝗲𝗲𝗻 𝘁𝗿𝗮𝗻𝘀𝗳𝗼𝗿𝗺𝗶𝗻𝗴 𝗹𝗶𝘃𝗲𝘀 𝗼𝗳 𝘁𝗿𝗶𝗯𝗮𝗹𝘀! Livelihood opportunities of tribals in #NewOdisha have been expanded under Mukhyamantri Janajati Jeebika Mission. 𝙉𝙖𝙫𝙚𝙚𝙣'𝙨 𝘾𝙖𝙡𝙡, 𝘿𝙚𝙫𝙚𝙡𝙤𝙥𝙢𝙚𝙣𝙩 𝙁𝙤𝙧 𝘼𝙡𝙡
ସ୍ୱପ୍ନ ସାକାର କରିଛି 'ଜାଗା ମିଶନ୍' ମୁଣ୍ଡକୁ ଛାତ ଦେଇଛନ୍ତି ନବୀନ 🏠 ସହରୀ ଜନଜୀବନରେ 'ଜାଗା ମିଶନ' ଆଣିଛି ବଡ଼ ପରିବର୍ତ୍ତନ। ନବୀନଙ୍କ #5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ #OdishaOnTheMove
Pranab Prakash Das @pranabpdas
145K Followers 30 Following MP Candidate of Sambalpur Organisational Secretary, Biju Janata DalBiju Janata Dal @bjd_odisha
386K Followers 35 Following The Official handle of Biju Janata Dal, Odisha. Join us on : https://t.co/hsEbWu5elZSwayam Prakash @swayam4Odisha
32K Followers 1K Following Head, Social Media Cell & Panelist @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ M - 9178460750PRAMILA MALIK 🇮�.. @pramila_mallick
24K Followers 593 Following Tweets r pure personal. RTs not endorsement.Dipali senapati @Dipalisenapati4
3K Followers 2K Following ସଭାନେତ୍ରୀ,ବିଜୁ ମହିଳା ଜନତା ଦଳ, ନିଆଳୀ ବ୍ଲକ ତଥା ଡିଜିଟାଲ ସମ୍ପାଦିକା,ବିଜୁ ମହିଳା ଜନତା ଦଳ,କଟକ ଜିଲ୍ଲାSustha Odisha @sustha_odisha
2K Followers 2 Following ଓଡ଼ିଶାର ସ୍ୱାସ୍ଥ୍ୟସେବାରେ ନବୀନ ଯୁଗ The dawn of a new era in Odisha's healthcare. #BSKY #SusthaOdishaଶ୍ରିଲେଖ.. @shrilekhajena
33K Followers 2K Following ମୁଁ ଜାଣେନି ଜୀବନର ଚଲା ପଥରେ ମୁ କେତେ ବାଟ ଚାଲିବି,କିନ୍ତୁ ଏତିକି ଜାଣିଚି ଯେତେ ଦିନ ଯାଏ ଚାଲିବି ସମାଜ ପ୍ରତି ମୋ କର୍ତ୍ତବ୍ୟ କୁ ପାରୁ ପର୍ଯ୍ୟନ୍ତ କରୁଥିବୀ #ଟୁଇଟର ଗାର୍ଲ୍ #ଓଡ଼ିଆ ଝିଅPanchayati Raj and Dr.. @PRDeptOdisha
112K Followers 745 Following Rural development is the main pillar of state development. The thrust of policies and programmes of PR&DW is on all-round economic development & Social JusticeBijaya Nayak(Biju-Nav.. @BijayaKuNayak
2K Followers 1K Following BJD State General Secretary & District Observer Kandhamal, Chairman Odisha State Seeds Croporation. Former EC (Mos Rank) SYWB | Views are PersonalDEEPA BARIK @CharubalaB
11K Followers 5K Following #TwitterGirl| #SocialWorker| Recipient of #JatiNandighoshaConclaveAward2021 @NandighoshaTV| #WomenAchieverAward2021 @prameyaodia |Tweets are personalSABYASACHI MISHRA �.. @sabyaactor
97K Followers 2K Following Actor:Want to act better & better| 1 Man Army Mode Enabled|Own a Bank of Positivity|🎥 42 #Odia,3 #Telugu,2 #Tamil,1 #Bengali films Old 🙏 #JayJagannath #odishaIswar Mishal @IswarMishal123
1 Followers 16 FollowingKiranmaya Panda @PandaKiranmaya
8 Followers 195 Following •ब्राह्मण🔱🕉 •Mm Good , What about You ? •Eight-Teen 🖤Pallavi Rout @RoutPallav34815
22 Followers 93 Following ❤🩹Jay Jagannath🙏🙏 📚Berhampur University🎓🎓 Always give your 100 per cent... unless you're donating blood🩸💉 ❣️..... Berhampur 📍📍Aanshi Routray @AanshiRout34123
8 Followers 87 Following ❤🩹Jay Jagannath🙏🙏 📚Berhampur University🎓🎓 Always give your 100 per cent... unless you're donating blood🩸💉 ❣️..... Berhampur 📍📍sabyasachi das @sabyasachi37422
6 Followers 52 FollowingAnish B Reddy @AnishBReddy5
2 Followers 40 FollowingBhiku Nayak @nayak_bhiku
30 Followers 35 Following Reporter, Dinalipi Odia daily News pepar, Ex-President Up,SC, Degree College SheragadaBikash Sahoo @sahoo_bika97747
6 Followers 112 FollowingAnshuman Mohanty BJD @bjdanshuman
1 Followers 41 Following 𝗙𝗮𝗻 𝗣𝗮𝗴𝗲 MP candidate of Kendrapara at Biju Janta Dal Odisha ( @bjd_odisha )Krupaluchitta Nayak @krupaluchi40445
1 Followers 26 FollowingAJIT KUMAR THAKUR @kumarajitthakur
55 Followers 1K FollowingManoj Kumar Pradhan @ManojKu81574954
20 Followers 234 FollowingSekhar Mishra @SekharMis2024
1 Followers 69 FollowingSk Kadair @SkKadair14550
0 Followers 50 FollowingRAGHUNATH MUNDA @RAGHUNATHM2023
11 Followers 124 FollowingSeemanchal Panigrahi @Seemanchal736
0 Followers 29 Following Bramhin hun isiliye BJP ka Birodh karta hun. #BJPMUKTBHARATBHAUBAMANU SAHOO @SahooBhaubamanu
0 Followers 8 FollowingDEEPAK RANJAN MANDAL .. @DeepuOdg
4 Followers 217 Followingsantoshmaharana @santosh83847509
1 Followers 221 FollowingD John @Debasish_John
6K Followers 4K Following Work at Science & Tech Dept,Odisha ( @ScAndTechOdisha ) |Huge Interest In Politics| Cricket |Badminton|Bollywood|Traveller|Moody |RPs do not imply endorsement🇹 🇭 🇪_____�.. @JibanKu53577396
63 Followers 181 Following ଲୋକଙ୍କ ପାଇଁ ବଞ୍ଚିବି,ସମାଜ ପାଇଁ ବଞ୍ଚିବି, ଯଦି ଲୋକଙ୍କ ପାଇଁ ମୋ ଜୀବନ ଦେବାକୁ ପଡେ ତ ଜୀବନ ଦେବାକୁ ଡରିବିନି ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ Students,Social WorkerB SUNIL PATRO @BSUNILPATRO4
11 Followers 238 FollowingUmesh Pradhan @UmeshPr8816604
7 Followers 57 FollowingLalkrushna Mahanta @lalkrushna34375
0 Followers 15 FollowingGyana Ranjan Biswal �.. @GyanBiswal
265 Followers 866 Following Journalist & Social Activist. Prakruti Bandhu Awardee. Environmentalist, Entrepreneur, Naturelover, Blood Donor, Tree lover. Plantation Work. PG Journalism.Durbasa Kheti @DurbasaK43481
1 Followers 17 FollowingShashi Kumar Sahoo @Bjdshashisahoo
111 Followers 18 Following Social Worker, State Secretary, Biju Janata Dal, Art, Culture & Human Resources Department, Odisha. Simulia Assembly Constituency Balasore Dist.Odimaa @odishabashi
103 Followers 623 Following Let's being non political as an Odisha bashi ,Dream for Mega.. Why Only Modi Ji's Guarantee , Start a development kranti by each ...Need of generation.Deepak Pradhan @pradhan_de57755
0 Followers 5 FollowingSampurna @Sampurna1895962
87 Followers 272 Followingbala123 online oranig.. @Bala123W
218 Followers 2K FollowingMangu Lal @ManguLa45313500
17 Followers 612 FollowingSantosh Kumar Das @Santosh49467238
49 Followers 106 Following If four things are followed - having a great aim, acquiring knowledge, hard work, and perseverance - then anything can be achieved.Premananda Reddy @Premananda63297
103 Followers 319 FollowingNaveen Patnaik @Naveen_Odisha
3.6M Followers 24 Following Chief Minister of Odisha; President, Biju Janata Dal.Sustha Odisha @sustha_odisha
2K Followers 2 Following ଓଡ଼ିଶାର ସ୍ୱାସ୍ଥ୍ୟସେବାରେ ନବୀନ ଯୁଗ The dawn of a new era in Odisha's healthcare. #BSKY #SusthaOdishaTest event successfully completed at 𝐈𝐧𝐝𝐢𝐚’𝐬 𝐅𝐢𝐫𝐬𝐭 𝐈𝐧𝐝𝐨𝐨𝐫 𝐚𝐭𝐡𝐥𝐞𝐭𝐢𝐜 𝐬𝐭𝐚𝐝𝐢𝐮𝐦 𝐢𝐧 𝐁𝐡𝐮𝐛𝐚𝐧𝐞𝐬𝐰𝐚𝐫. This World Athletics Certified facility will soon be inaugurated by Hon’ble Chief Minister Naveen Patnaik. Athletics High Performance Center-…
'ଆମ ହସ୍ପିଟାଲ'ରେ ଲୋକଙ୍କୁ ମିଳିବ ଉନ୍ନତମାନର ସ୍ବାସ୍ଥ୍ୟସେବା। ଏଥିପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କରୁଛନ୍ତି ସମସ୍ତ ବ୍ୟବସ୍ଥା। #SusthaOdisha #AmaHospital #OdishaCares @HFWOdisha
କମିବ ଦୁର୍ଘଟଣାଜନିତ ମୃତ୍ୟୁ। ବଞ୍ଚିବ ବହୁମୂଲ୍ୟ ଜୀବନ। ଏଥିପାଇଁ ରାଜ୍ୟ ସରକାର ଆସନ୍ତା ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୫ଟି ଜିଲ୍ଲାରେ ଡାକ୍ତର ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ଟ୍ରମା କେୟାର ଟ୍ରେନିଂ ଦେବେ। #SusthaOdisha #OdishaCares
ରକ୍ତହୀନତା ଦୂର ହେଉଛି। ସୁସ୍ଥ ଓଡ଼ିଶା ଗଢା ହେଉଛି। ରକ୍ତହୀନତା ବିରୋଧରେ ରାଜ୍ୟ ସରକାରଙ୍କ ନିଜସ୍ଵ 'ଅମ୍ଳାନ' କାର୍ଯ୍ୟକ୍ରମ ସଫଳତା ଆଣୁଛି। #SusthaOdisha
ଲକ୍ଷ୍ୟ ମାତୃ ଶିଶୁ ମୃତ୍ୟୁହାର ହ୍ରାସ କରିବା। ମା' ଓ ନବଜାତଙ୍କ ଜୀବନରକ୍ଷା କରିବା ପାଇଁ @SCBMCHCTC ରେ ଆସନ୍ତା ୨୩ ତାରିଖରେ ଜଟିଳ ପ୍ରସବ ସମ୍ପର୍କରେ ସ୍ଵତନ୍ତ୍ର ତାଲିମ ଦିଆଯିବ। ଏଥିରେ ୩୦ ଜିଲ୍ଲାର ୧୫୪ ଜଣ ବିଶେଷଜ୍ଞ ସାମିଲ ହୋଇ ତାଲିମ ନେବେ। #SusthaOdisha #OdishaCares
.@HFWOdisha ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ରାଜ୍ୟର ବିଭିନ୍ନ ବର୍ଗ ଲୋକଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ବର୍ଷକ ମଧ୍ୟରେ ୧୭.୫% ହ୍ରାସ ପାଇଛି। #SusthaOdisha
#5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ₹୭୬ କୋଟି ବ୍ୟୟରେ ନିର୍ମାଣାଧୀନ କ୍ୟାନ୍ସର କେୟାର ସେଣ୍ଟରର ସମୀକ୍ଷା କରିଛନ୍ତି। #SusthaOdisha #MKCG
ଖୋର୍ଦ୍ଧା ଜିଲ୍ଲାର ଅନଦ ପ୍ରଧାନ #BSKY କାର୍ଡରେ ମାଗଣାରେ ନିଜର ଚିକିତ୍ସା କରି ନୂଆ ଜୀବନ ପାଇଛନ୍ତି। ଏଥିପାଇଁ ସେ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଧନ୍ୟବାଦ ଜଣାଇଛନ୍ତି। #SusthaOdisha #OdishaCares #BijuSwasthyaKalyanYojana
ଲୋକଙ୍କ ସ୍ବାସ୍ଥ୍ୟ ସଞ୍ଜୀବନୀ ସାଜିଛି 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା'। ବିନା କୌଣସି ଖର୍ଚ୍ଚରେ ରାଜ୍ୟର ୯୬.୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମିଳୁଛି ସର୍ବୋତ୍ତମ ଚିକିତ୍ସା ସେବା। #SusthaOdisha #BSKY #OdishaCares
ରକ୍ତହୀନତା ହ୍ରାସରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ବାର୍ଷକରେ ରକ୍ତହୀନତା ସ୍ତର କମିଛି ୧୭.୫ ପ୍ରତିଶତ। ସୁସ୍ଥ ଓଡ଼ିଶା ଗଠନ ମାର୍ଗ ହେଉଛି ଆହୁରି ପ୍ରଶସ୍ତ। #SusthaOdisha @HFWOdisha
ସୁସ୍ଥ ହେଉଛନ୍ତି ଆଗାମୀ ଭବିଷ୍ୟତ। @SCBMCHCTC ରେ ଖୋଲିଥିବ ଇନବର୍ଣ୍ଣ ଏରର ଅଫ ମେଟାବଲିଜିମ ତଥା ଆଇଏମ ସ୍କ୍ରିନିଂ ନବଜାତକଙ୍କ ଶରୀରର ସ୍ୱାସ୍ଥ୍ୟଗତ ସମସ୍ୟା ଚିହ୍ନଟ କରି କରୁଛି ଉପଚାର । #SusthaOdisha @HFWOdisha
ରାଜ୍ୟବାସୀଙ୍କୁ ବ୍ୟୟବହୁଳ ଏକମୋ ଚିକିତ୍ସା ବିନାମୂଲ୍ୟରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୂର୍ବଭାରତର ବୃହତ୍ତମ ଏକମୋ ୟୁନିଟ୍ @SCBMCHCTC ରେ କାର୍ଯ୍ୟକ୍ଷମ କରିଛନ୍ତି। ଏହି ସେବା ଅନେକ ଗୁରୁତର ଶ୍ୱାସନଳୀରେ ଟ୍ୟୁମର ହେଇଥିବା ରୋଗୀ ଓ ହୃଦରୋଗୀଙ୍କୁ ନୂଆ ଜୀବନ ଦେଉଛି। #SusthaOdisha @HFWOdisha
ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ଯତ୍ନ ନେବା ସହ ପୁଷ୍ଟିସାଧନରେ ବଳିଷ୍ଠ ଭୂମିକା ଗ୍ରହଣ କରୁଛି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ମାତୃମଙ୍ଗଳ ଯୋଜନା 'ମମତା'। #SusthaOdisha #MamataYojana @WCDOdisha @HFWOdisha
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ସୁପରସ୍ପେଶାଲିଟି ଚିକିତ୍ସା ସେବା ଯୋଗାଇ ରୋଗମୁକ୍ତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରୁଛି। #SusthaOdisha #BSKY @BskyOdisha @HFWOdisha
ନବରଙ୍ଗପୁର ଜିଲ୍ଲାର ୭୬ ବର୍ଷୀୟା ବୃଦ୍ଧା ଶାନ୍ତିକୁମାରୀ ଶତପଥୀଙ୍କୁ ସାହା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ବିଶାଖାପାଟଣା ସ୍ଥିତ ଏକ ଘରୋଇ ସୁପରସ୍ପେଶାଲିଟି ହସ୍ପିଟାଲରେ ମାଗଣାରେ ନିଜର ଟ୍ୟୁମର ଅପରେସନ କରି ସେ ପାଇଛନ୍ତି ନୂଆ ଜୀବନ। #SusthaOdisha #BSKY @BskyOdisha @HFWOdisha
କୁଷ୍ଠ ରୋଗ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବ୍ୟାପକ ପଦକ୍ଷେପ ଯୋଗୁଁ ରାଜ୍ୟରେ କୁଷ୍ଠ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। #SusthaOdisha
ଗରିବ ଓ ଅସହାୟ ଲୋକଙ୍କ ଭରସା ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ଅଲେଖ କୁମାର ପାଇକରାୟ ନିଜର ଜଟିଳ ହାର୍ଟ ଅପରେସନ ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲରେ ବିନାଖର୍ଚ୍ଚରେ କରାଇ ସୁସ୍ଥ ହେଉଛନ୍ତି। #BSKY #SusthaOdisha #OdishaCares
ଆପଣ ଜଣେ ରାଜ୍ୟ ବାହାରେ ରହୁଥିବା #BSKY ହିତାଧିକାରୀ କି? ସ୍ୱତନ୍ତ୍ର ହେଲ୍ପ ଲାଇନ୍ ନଂ- ୧୮୦୦ ୧୨୦ ୧୨୦ ୧୦୪ ରେ ଯୋଗାଯୋଗ କରି ଯୋଜନା ସମ୍ପର୍କରେ ଜରୁରୀ ସୂଚନା ପାଇପାରିବେ। #SusthaOdisha #BijuSwasthyaKalyanYojana @BskyOdisha @HFWOdisha
କ୍ୟାନ୍ସର ହାରିବ। ଓଡ଼ିଶା ଜିତିବ। ଝାରସୁଗୁଡ଼ା ଜିଲ୍ଲାରେ କ୍ୟାନ୍ସର ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପିପିପି ମୋଡରେ ୧୨୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ। #SusthaOdisha #OdishaCare