Search results for #PuriSrimandira
#ଶ୍ରୀମନ୍ଦିରରେ_ବଡ_ମହାସ୍ନାନ 📌ରକ୍ତଛିଟା ପଡିବାରୁ ବଡ ମହାସ୍ନାନ 📌ସକାଳଧୂପ ଭୋଗ ଶେଷ ପରେ ଭିତରକାଠ ଦର୍ଶନ ସମୟରେ ଚାଙ୍ଗଡ଼ା ଦ୍ଵାର ଠାରୁ ବେହରଣ ଦ୍ଵାର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବାରୁ ବଡ ମହାସ୍ନାନ 📌କିଛି ସମୟ ପାଇଁ ଦର୍ଶନ ବନ୍ଦ #PuriSrimandira #JayJagannath
ମହାପ୍ରଭୁଙ୍କ ଆଶିଷ ନେଲେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି #Kendrapara #OdishaBJD #PuriSrimandira
ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ପ୍ରବଳ ଗହଳି #Reels #PuriSrimandira #Odisha
ଶ୍ରୀମନ୍ଦିର ସାମ୍ନାରେ ଦଣ୍ଡବତ ହେଲେ ଅପରାଜିତା #Reels #Odisha #PuriSrimandira
ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡ଼ି ନୀତି, ଆସନ୍ତାକାଲି ହୋଲି #Holi2024 #JayJagannath #PuriSrimandira
ପୁରୀ ଶ୍ରୀମନ୍ଦିରରେ ଭାରତୀୟ ପୁରୁଷ ହକି ଟିମ୍ #PuriSrimandira #OdishaNews #IndianHockeyTeam
ଶ୍ରୀମନ୍ଦିର ଭିତରେ ବିଦେଶୀନି,ବାଇଶିପାହାଚ ପାଖେ ଦେଖିଦେଲେ ସେବାୟତ #PuriSrimandira #OdishaNews #JayJagannath
'ଏବେ ଶ୍ରୀମନ୍ଦିର ବହୁତ ସୁନ୍ଦର ହୋଇଛି' #Reels #PuriSrimandira #DipikaChikhlia
Ratna Bhandar: ଗଠନ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି, ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣ ସଦସ୍ୟ #PuriSriMandira #RatnaBhandar #OdishaPuri zeenews.india.com/hindi/zeeodish…
ଆଜିରାତିରେ ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ପଦ୍ମ ବେଶ, ସକାଳୁ ଦର୍ଶନ କରିବେ ଭକ୍ତ #PadmaBesha #PuriSrimandira #Odisha
ଜୁବିନଙ୍କ ମୁହଁରୁ'ତୁମେ ଚାହିଁଲ ବୋଲି ଚକାଆଖି' #Reels #jubinnautiyal #PuriSrimandira
ଆସୁଛି ନିର୍ବାଚନ, ଆଉ ପୁରୀ ସହରରେ ବଢି ଚାଲିଛି ନିଶା କାରବାର ସହ ବଡବଡ ଅପରାଧ #PuriPolice #OdishaNews #PuriSrimandira
ଗାଁ ଗାଁ ବୁଲିଥିଲା ଅର୍ପଣ ରଥ, ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା #PuriSrimandira #Odisha #ArpanRath
ଚାଉଳକୁ ନେଇ ଉଠିଥିବା ଗୁଜବର ଅନ୍ତ, ସଂଗୃହିତ ଚାଉଳରେ ହେଲା ମହାପ୍ରସାଦ #ArpanaRice #PuriSrimandira zeenews.india.com/hindi/zeeodish…
ଚାଉଳକୁ ନେଇ ଉଠିଥିବା ଗୁଜବର ଅନ୍ତ, ସଂଗୃହିତ ଚାଉଳରେ ହେଲା ମହାପ୍ରସାଦ #ArpanaRice #PuriSrimandira
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ, ଖସୁଛି ପଥର ଖଣ୍ଡ #PuriSrimandira #PuriTemple #Odisha
ଘନ କୁହୁଡିରେ ଲୁଚିଗଲା ନୀଳଚକ୍ର, ଦର୍ଶନ ନପାଇ ନିରାଶ ହେଲେ ଭକ୍ତ #PuriSrimandira #Srimandira #Odisha
ପ୍ରତି ଶନିବାର ଭଳି ଆଜିବି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଭି.କେ ପାଣ୍ଡିଆନ #VKPandian #PuriSrimandira #Odisha
ମୋକ୍ଷ ପାଇବା ପାଇଁ ଶ୍ରୀମନ୍ଦିର ଚାହାଣି ମଣ୍ଡପରୁ ତଳକୁ ଡେଇଁପଡିଲେ ଯୁବକ, ଗୁରୁତର #PuriSrimandira #Odisha #PuriTemple
📌ଆଉ କିଛି ଘଣ୍ଟାର ଅପେକ୍ଷା 📌ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 📌ତିନିଦିନ ଧରି ଚାଲୁଥିବା ଯଜ୍ଞରେ ଜଜମାନ ଭାବେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜ ଦିବ୍ୟସିଂହ ଦେବ #ParikramaPrakalpa #PuriSrimandira #Breaking