ବୌଦ୍ଧ ଜିଲ୍ଲାର ୧୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ "ପରିକଳ୍ପନା ପୁସ୍ତିକା" ଭିଡ଼ିଓ କନଫରେ୍ନସ୍ ମାଧ୍ୟମରେ 5T ସଚିବଙ୍କ ଉପସ୍ଥିତିରେ ଉନ୍ମୋଚନ - ସ୍କୁଲରେ ସ୍ଥାନିତ ହେବ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଭିତ୍ତିଭୂମି - ସରକାରୀ ସ୍କୁଲ ପ୍ରତି ଜନମାନସ ଦୃଷ୍ଟିଭଙ୍ଗୀରେ ବୃହତ୍ ପରିବର୍ତ୍ତନର ଅୟମାରମ୍ଭ...
3
5
81
0
0
Download Image
@dmboudh @CMO_Odisha @MoSarkar5T @IPR_Odisha @SchoolEduOdisha Sir dahya nodal high school is also a good choice for that.
@dmboudh @CMO_Odisha @MoSarkar5T @IPR_Odisha @SchoolEduOdisha @dmboudh ସାର୍ ଆପଣ ଜାଣନ୍ତି ଜନତା ଉଚ୍ଚ ବିଦ୍ୟାଳୟ, ବିଲାସପୁର ହେଉଛି ଜିଲ୍ଲାର ବହୁ ପୁରାତନ ବିଦ୍ୟାଳୟ । ଯେଉଁ ବିଦ୍ୟାଳୟ କି ୧୯୬୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ବୌଦ୍ଧ ଜିଲ୍ଲାର ଛାତ୍ର ଓ ଛାତ୍ରୀ ଙ୍କ ଶିକ୍ଷର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ଏହି ବିଦ୍ୟାଳୟର ରୂପାନ୍ତରୀକରଣ କରିବା ପାଇଁ ଅନୁରୋଧ କରୁଛି।