ମାନ୍ୟବର ଓଡ଼ିଶା ସରକାରଙ୍କୁ ବିନମ୍ର ଭାବରେ ଅନୁରୋଧ କରୁଛୁ କି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଆପଣ ଵିହିତ ପଦକ୍ଷେପ ନେଳେ ଆମେ ସଂସ୍କୃତ ଶିକ୍ଷକ ଆଶାୟୀ ଆପଣଙ୍କ ନିକଟରେ ଚୀରୋପକୃତ ହେବୁ🙏 @CMO_Odisha @GovernorOdisha @OAVS_Official @Naveen_Odisha @Vkpandianfancl1
1
17
10
1K
0
Download Image