ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଚାକିରୀ କାର୍ଯ୍ୟକାଳ ଗଣନା ପ୍ରକ୍ରିୟାରେ ସଂଶୋଧନ ସହ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବାକୁ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ପରି ବ୍ୟବସ୍ଥା କରାଯାଇଛି। #5T #NabinOdisha
@CMO_Odisha @Naveen_Odisha ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢ଼େ ଚାରି କୋଟି ପରିବାର ରୁ 13000 ସମ୍ସକୃତ ଓ ହିନ୍ଦୀ ଶିକ୍ଷକ ଙ୍କ ପରିବାର କୁ ଭୁଲିଗଲେ ।ଵିନା ଆର୍ଥିକ ଵୋଝ ସତ୍ୱେ JSES କ୍ୟାଡ଼ର ଦେଲେ ନାହିଁ ଏଣୁ ପୁଣି ଥରେ ପ୍ରାର୍ଥନା କରୁଛୁ ଆମ କଥା ଘୋଷଣା କରନ୍ତୁ।TGT କ୍ୟାଡ଼ର ଘୋଷଣା ହେଉ ।
@UtstaB20592 @CMO_Odisha @Naveen_Odisha We want OLD PENSION SCHEME (OPS).GO BACK NPS.
@UtstaB20592 @CMO_Odisha @Naveen_Odisha We want OLD PENSION SCHEME (#OPS)
@UtstaB20592 @CMO_Odisha @Naveen_Odisha ସରକାରୀ ହାଇସ୍କୁଲ ରେ Hindi, Sanskrit, PET, Telgu,Urdu ଶିକ୍ଷକ ମାନଙ୍କ ଗୋଟିଏ ଜିଲ୍ଲା ରୁ ଆଉ ଗୋଟିଏ ଜିଲ୍ଲା କୁ Mutual Transfer ବଦଳି ପାଇଁ SC=SC, ST=ST, OBC=OBC, GENERAL =GENERAL ନିୟମ କୁ ପରିବର୍ତ୍ତନ କରି ARTS PCM CBZ ଶିକ୍ଷକ ମାନଙ୍କ ପରି ଗୋଟିଏ ନିୟମ କରାଯାଉ l @CMO_Odisha @MoSarkar5T @SMEOdisha
@UtstaB20592 @CMO_Odisha @Naveen_Odisha ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ରୁ ବାଦ୍ ପଡ଼ିଛୁ ଆମ୍ଭେ 2004-2013 ହାଇସ୍କୁଲ ଶିକ୍ଷକ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୟାକରି ଆମ୍ଭମାନଙ୍କର 6 ବର୍ଷର ଚୁକ୍ତି ଅବଧି କୁ ମୂଳ ଚାକିରି ରେ ଯୋଗକରିବା ସହ ଓ 6 ଟି notional increment ପ୍ରଦାନ କରାଯାଉ @CMO_Odisha @MoSarkar5T @SMEOdisha
@UtstaB20592 @CMO_Odisha @Naveen_Odisha ଓଡ଼ିଶାରେ ସରକାରୀ କର୍ମଚାରୀଙ୍କୁ HRA 7th pay ଆକାରରେ କେବେ ମିଳିବ ? 2016 ରୁ ପାଇବା କଥା l 7 ବର୍ଷ ହେଇ ଗଲା ଘୋଷଣା ହୋଇ ନାହିଁ l Mo Sarakar 5T & CMO ODISHA ଙ୍କୁ ଅନୁରୋଧ ଶୀଘ୍ର HRA ଘୋଷଣା କରନ୍ତୁ l ବାହାରେ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ମିଳୁଥିବା ଘର ଭଡା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ l