OdiaPila57 @OdiaPila57
Proudly say I am Indian Joined January 2023-
Tweets170
-
Followers63
-
Following8
-
Likes554
This is one of the funniest joke ever written in odisha Maximum headteacher busy on how to withdraw school fund with blank bill 😆😆😆😆 @OSEPA_Official @SMEOdisha @otvnews @kanak_news @ArgusNews_in @sambad_odisha @samajalive come and watch ground reality
Request to Our Beloved CM @CMO_Odisha Revise pay structure & Cadre for secondary teacher like RI, ASO & Elementary Teacher 🙏 @Naveen_Odisha @MoSarkar5T @SecyChief @PradeepJenaIAS @DC_Odisha @_anugarg @pranabpdas @gapg_dept @FdOdisha @vishaldevk @NiranjanPujar11 @homeodisha
Request to Our Beloved HCM @CMO_Odisha please Consider OPS,Health Insurance,HR and GIS (60 lakh) for Govt.Employees of Odisha @Naveen_Odisha @MoSarkar5T @SecyChief @PradeepJenaIAS @DC_Odisha @_anugarg @pranabpdas @balakrishnan_28 @gapg_dept @FdOdisha @vishaldevk
ଅଗଣିତ ଶିକ୍ଷକ ଅନାଇ ରହିଥିବା online transfer କୁ ଅନୁମୋଦନ କରାଯାଉ ।ଯାହାଦ୍ଵାରା ଓଡ଼ିଶା ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ଶିକ୍ଷକ ସମାଜ ର ବିନମ୍ର ନିବେଦନ @CMO_Odisha @MoSarkar5T @SMEOdisha @Vkpandianfancl1
Transfer portal ଓପନ କରିବା ଦ୍ୱାରା ହଜାର ହଜାର ଓଡ଼ିଆ ଶିକ୍ଷକ ଉପକୃତ ହେବ। ଦୟାକରନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ । କଣ ସାଧାରଣ ଶିକ୍ଷକ ଜଣେ ଜୀବନ ରେ ଥରେ transfer ହେବାର ସୁଯୋଗ ପାଇବ ନାହିଁ। ପରିବାର ସହ କେବେ ମିଶିପାରିବ ନାହିଁ।ଆଶା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିବେ।।। @CMO_Odisha @MoSarkar5T @SMEOdisha
ସବୁ ଜିଲା ନିୟମିତ ସାରିଥିବା ବେଳେ କୋରାପୁଟ ଜିଲା ଶିକ୍ଷାଧିକାରୀ କେବେ ଶିକ୍ଷକ ମାନଙ୍କୁ ନିୟମିତ କରିବେ?? @CMO_Odisha @Naveen_Odisha @marndi_sudam @SecyChief @PradeepJenaIAS @DC_Odisha @_anugarg @rvineel_krishna @MoSarkar5T @IPR_Odisha @SMEOdisha @IPR_Odisha @gapg_dept @dmkoraput @OGCEA
ନବୀନ ବାବୁ ଦେଲେ ଜନ୍ମଦିନ ଭେଟି, ଶିକ୍ଷକଟି ଆଜି ପଡ଼ିଛି କାମୁଡ଼ି ମାଟି । ଯୌବନ ଯାହାର ବାର୍ଦ୍ଧକ୍ୟ ହୋଇଛି, ସେ ଯୁବକ ଆଜି ଲୁହ ଗଡ଼େଇ କାନ୍ଦୁଛି । ସବୁ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଥାଟି ଉଠିଛି, ମାତ୍ର ଶିକ୍ଷକଟି ଆଜି ଚାତକ ଭଳିଆ ଚାହିଁଛି । ରେଗୁଲାର ନ କରି ସମୟ ଗଡ଼େଇ ଚାଲିଛ, ଅପାରଗ ବୋଲି ନିଜକୁ ପ୍ରମାଣ କରୁଛ । @SMEOdisha
20000 ହଜାର ଓଡ଼ିଆ ଶିକ୍ଷକ ଙ୍କ ପରିବାର ଆପଣଙ୍କୁ ପ୍ରାର୍ଥନା କରୁଛି ।ସବୁ ପ୍ରକ୍ରିୟା ସରିବା ପରେ ହାଇସ୍କୁଲ ଶିକ୍ଷକ ମାନଙ୍କ sop କୁ ପରିପ୍ରକାଶ କରିବାକୁ ବିଭାଗ କୁ ନିର୍ଦ୍ଦେଶ ଦିଅନ୍ତୁ।ଆଉ 20000 ହଜାର ପରିବାର ରେ ଖୁସି ଆଣନ୍ତୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ। @CMO_Odisha @MoSarkar5T
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିପ୍ରଥା ଉଛେଦ କୁ 9 ମାସ ହୋଇଗଲା .ଅନ୍ୟ ବିଭାଗ ରେଗୁଲାର ହୋଇଗଲେ କିନ୍ତୁ ଗଣଶିକ୍ଷା ବିଭାଗ(୨୦୧୬-୨୨ଚୂକ୍ତିଭିତ୍ତିକ ଶିକ୍ଷକ) କି ହତଭାଗା ବିଭାଗ ଏହା ରେଗୁଲାର କରିପାରୁନାହିଁ .ରିଷ୍ଟ ଖଣ୍ଡନ ପାଇଁ ଚାଲିଛି ହନୁମାନ ପାଠ ଆମକୁ ରକ୍ଷାକର ହନୁମାନ ଗୋସାଇଁ . #Justice_For_IA_HighSchool_Teachers
ହେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣ ସିନା ଚୁକ୍ତିଭିତ୍ତିକ ପ୍ରଥା ବିଲୋପ କଲେ ହେଲେ ଗଣଶିକ୍ଷା ବିଭାଗ ଏଯାଏଁ SOP ଦେଲା ନାହିଁ ,କେବେ ପାଇବୁ ଆମେମାନେ ରେଗୁଲାର ହବାର ସୁଖ ? @SMEOdisha @CMO_Odisha @MoSarkar5T #wewantSOP
When Highschool Teachers will be regularized? @OghsTeacher @Naveen_Odisha @narendramodi_in @MoSarkar5T @Vkpandianfancl1 @pranabpdas @pramila_mallick @ArgusNews_in @otvnews @Khabaraodisha @dpradhanbjp @BIJAYMALLA @sambad_odisha @timesofindia @rashtrapatibhvn @IPR_Odisha
@OghsTeacher @CMO_Odisha @Naveen_Odisha @MoSarkar5T @SecyChief @dpradhanbjp @ArgusNews_in @kanak_news @NandighoshaTV @otvnews @PradeepJenaIAS @pranabpdas @samirdash01 @SMEOdisha @IPR_Odisha ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣା ପରଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା କିନ୍ତୁ ଗଣଶିକ୍ଷା ବିଭାଗ ୭ ମାସ ପରେ ମଧ୍ୟ ୧୮ ହଜାର ଶିକ୍ଷକଙ୍କୁ ନିୟମିତ କରିବାରେ ବିଫଳ! #Justice_For_IA_HighSchool_Teachers @SecyChief @PradeepJenaIAS @DC_Odisha @_anugarg @MoSarkar5T @samirdash01
Deryn Habel @DerynHab
14 Followers 3K FollowingBIBHUTI KUMAR BEHERA @BIBHUTIKUM32560
0 Followers 1 Followingchitaranjan biswal @chitara80644387
4 Followers 225 FollowingLAJRUSH LAKRA @LakraLajru15700
0 Followers 1 Followingkarmi kisku @KiskuKarmi83606
7 Followers 45 FollowingAnnapurna Dalei @AnnapurnaDalei
23 Followers 62 FollowingAjaya Kumar Muduli @AjayaKumarMudu5
152 Followers 778 Following Believe yourself. Secondary TGT Arts Teacher, Painter , Teacherସତ୍ୟମାଷ.. @Saty4jit_tweets
235 Followers 299 Following ବିଜ୍ଞାନ ଶିକ୍ଷକ👨🔬🔬 କ- ଅକ୍ଷର କୁ ଭଲ ପାଉଥିବା ମଣିଷଟେ ମୁଁ । କାରଣ କାଳି,କଲମ,କଳ୍ପନା,କବିତା, କୋହଲି ଓ ସର୍ବାଗ୍ରେ କାଳିଆ ଠାକୁର କୁ ନେଇ ଗଢ଼ା ମୋର ଏ ଜୀବନ ।CPradhan @ChitrasenP28087
1 Followers 18 FollowingBinayranjan Pradhan @Binayranja72866
1 Followers 8 FollowingBiswajit Patra @BiswajitDev51
8 Followers 55 Following I am a peppy poet in paper town trying to prove my partial presence until sundown.CHINMAYA NAYAK @NaYakddhs
7 Followers 35 FollowingRASMI RANJAN MISHRA @RASMIRMISHRA
16 Followers 162 Followingsharat khadia @khadia_sharat
0 Followers 13 FollowingDasa Bagh @bagh_dasa84699
0 Followers 8 FollowingSushree Tapasi Das @TapasiSush52322
56 Followers 304 FollowingMinu M @MinuM25697351
3 Followers 38 FollowingRosesneha Kujur @kujur_rosn16502
1 Followers 3 FollowingOGHSCBTTA SUNDARGARH @oghscbtta84313
84 Followers 74 Following ଶିକ୍ଷକତା ବୃତ୍ତି ନୁହଁ, ବ୍ରତ।ଆରାମ ନୁହଁ, ଆହବ।ବିରାମ ନୁହଁ, ବିଦ୍ରୋହ। ବାକି ଶିକ୍ଷକର ସଂଜ୍ଞା କେବେ ନିରୁଦ୍ଧିଷ୍ଟ ଅବା କେବେ ବଦଳିଯାଉଥିବା ଉଲୁରୁ।Chandan Kumar Kar @Chandan68964018
1 Followers 46 FollowingBibhutibhushan Behera @Bibhuti9136
0 Followers 59 FollowingPrajnaparamita Behera @Prajnap40014599
1 Followers 81 FollowingRanjan Kumar Jena @RanjanK96714125
79 Followers 566 Followingmaheswar pradhan @maheswar0411
39 Followers 102 Following TGT (PCM) working under S&M department govt. of odishaSmrutiranjan Mohapatr.. @Smrutiranjan008
22 Followers 103 Followings_h-r-e-e s-y-a-m @radheshyamsuna
30 Followers 159 FollowingSmiling Smita @SmitaSmiling
0 Followers 2 FollowingBINAY KUMAR BEHERA @BINAYKU88124192
18 Followers 549 FollowingCHAMARU MAHANANDA @CHAMARUMAHANAN3
11 Followers 58 Followingpn8984 @pn8984
6 Followers 18 FollowingBinita Panigrahi @BinitaKPDas
97 Followers 73 FollowingTeacher People Democr.. @CommonMan_78
1K Followers 5K Following ଭୀରୁ,କାପୁରୁଷ,ପାଦ ଚାଟୁଥିବା ଓ ମାନବ ଜାତି କୁ ଶୋଷଣ କରୁଥିବା MLA,MP,ଅଫିସର,କର୍ମଚାରୀ, ଶିକ୍ଷକ,ଡାକ୍ତର,ପୋଲିସ,ସାମ୍ବାଦିକ ବଦଳରେ #ସାହସୀ,#ସଚ୍ଚୋଟ ମଣିଷ ତିଆରି ଏକମାତ୍ର ଲକ୍ଷ୍ୟ |OGHSCBTTA SUNDARGARH @oghscbtta84313
84 Followers 74 Following ଶିକ୍ଷକତା ବୃତ୍ତି ନୁହଁ, ବ୍ରତ।ଆରାମ ନୁହଁ, ଆହବ।ବିରାମ ନୁହଁ, ବିଦ୍ରୋହ। ବାକି ଶିକ୍ଷକର ସଂଜ୍ଞା କେବେ ନିରୁଦ୍ଧିଷ୍ଟ ଅବା କେବେ ବଦଳିଯାଉଥିବା ଉଲୁରୁ।ସତ୍ୟମାଷ.. @Saty4jit_tweets
235 Followers 299 Following ବିଜ୍ଞାନ ଶିକ୍ଷକ👨🔬🔬 କ- ଅକ୍ଷର କୁ ଭଲ ପାଉଥିବା ମଣିଷଟେ ମୁଁ । କାରଣ କାଳି,କଲମ,କଳ୍ପନା,କବିତା, କୋହଲି ଓ ସର୍ବାଗ୍ରେ କାଳିଆ ଠାକୁର କୁ ନେଇ ଗଢ଼ା ମୋର ଏ ଜୀବନ ।OGHS CBT TEACHERS' AS.. @OghsTeacher
2K Followers 25 FollowingEducationOdisha @SMEOdisha
248K Followers 22 Following Department of School & Mass Education, Govt. of Odisha. #EducationForAllRajendra mallick @Rajendr10291499
194 Followers 22 Following President (Odisha Govt. High School, CBT Teachers' Association , Bhubaneswar)/ Executive Member OGCEA vice president NMOPSPRAHLLAD SETH @PrahlladSeth
8 Followers 10 FollowingRequest to Our Beloved CM @CMO_Odisha Revise pay structure & Cadre for secondary teacher like RI, ASO & Elementary Teacher 🙏 @Naveen_Odisha @MoSarkar5T @SecyChief @PradeepJenaIAS @DC_Odisha @_anugarg @pranabpdas @gapg_dept @FdOdisha @vishaldevk @NiranjanPujar11 @homeodisha
@OdiaPila57 @OGCEA @CMO_Odisha @MoSarkar5T @SMEOdisha Cadre Restructure for the Secondary School Teachers is the need of the hour.
ଅଗଣିତ ଶିକ୍ଷକ ଅନାଇ ରହିଥିବା online transfer କୁ ଅନୁମୋଦନ କରାଯାଉ ।ଯାହାଦ୍ଵାରା ଓଡ଼ିଶା ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ଶିକ୍ଷକ ସମାଜ ର ବିନମ୍ର ନିବେଦନ @CMO_Odisha @MoSarkar5T @SMEOdisha @Vkpandianfancl1
📚❤️
ବହି ହେଉଛି ଏକମାତ୍ର ସ୍ୱପ୍ନ ଯାହାକୁ ଆପଣ ଅନାୟାସରେ ଛୁଇପାରିବେ 🙂 #bookinn
@OdiaPila57 so sorry you're having to deal with this! first, we'll need to get some quick info from you & then we'll connect you w/ a specialist team who helps restore account access. follow us & we'll be able to DM you the info you need
Witness the world of Khansaar in the epic action saga of #SalaarCeaseFire in cinemas near you 🔥 #BlockbusterSalaar #Salaar #Prabhas #PrashanthNeel @PrithviOfficial @shrutihaasan @VKiragandur @hombalefilms @SalaarTheSaga
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସେହି ମହାନ ଜନନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଶିଶୁ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ।।
Congratulations @imVkohli for creating a New World Record in cricket history...
The first time I met you in the Indian dressing room, you were pranked by other teammates into touching my feet. I couldn’t stop laughing that day. But soon, you touched my heart with your passion and skill. I am so happy that that young boy has grown into a ‘Virat’ player. I…
Sir, kindlyConsider our case..
ଜଣେ ଶିକ୍ଷକ ଯେତେବେଳେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତିତ ସେତେବେଳେ ଶତପ୍ରତିଶତ ସମର୍ପିତ ଶିକ୍ଷା ପ୍ରଦାନ କରିବ କେମିତି ? @CMO_Odisha @MoSarkar5T @Vkpandianfancl1 @DharitriLive1
Transfer portal ଖୋଲିବା ଆମର ଦାବି ।କେତେ ଦିନ ଶିକ୍ଷକ ନିର୍ଯ୍ୟାତିତ ହେବେ। @CMO_Odisha @MoSarkar5T @SMEOdisha
ଓଡ଼ିଶା ର ହଜାର ହଜାର ଶିକ୍ଷକ ଙ୍କ ଦାବି ବଦଳି ନିୟମ କୁ ସରଳ କରି ଶୀଘ୍ର ପୋର୍ଟାଲ ଓପନ କରାଯାଉ।।। @CMO_Odisha @MoSarkar5T @SMEOdisha
ଯଦି ଆମ ଭାଗ୍ୟ ଲେଖିବାର ସୁଯୋଗ ଆମ ମାଆ ମାନଙ୍କୁ ମିଳିଥାଆନ୍ତା..ତେବେ ଆମ କାହାରି ଭାଗ୍ୟରେ କେବେ ଦୁଃଖ ନ ଥାଆନ୍ତା..❤️
@OdiaPila57 @CMO_Odisha @Naveen_Odisha @marndi_sudam @SecyChief @PradeepJenaIAS @DC_Odisha @_anugarg @rvineel_krishna @MoSarkar5T @IPR_Odisha @SMEOdisha @gapg_dept @dmkoraput @OGCEA ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ କୁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟକାରୀ ନ କରିବା ଦୁର୍ଭାଗ୍ୟଜନକ ! କୋରାପୁଟ ଜିଲ୍ଲାପାଳ ଙ୍କୁ ଅନୁରୋଧ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ 2016 ରୁ 2022 batch ରେ ନିଯୁକ୍ତ ସମସ୍ତ ଶିକ୍ଷକ ମାନଙ୍କୁ ରେଗୁଲାର କରିବା ପାଇଁ ପଦକ୍ଷେପ ନିଅନ୍ତୁ।
@OdiaPila57 @CMO_Odisha @Naveen_Odisha @marndi_sudam @SecyChief @PradeepJenaIAS @DC_Odisha @_anugarg @rvineel_krishna @MoSarkar5T @IPR_Odisha @SMEOdisha @gapg_dept @dmkoraput @OGCEA ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ କୁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟକାରୀ ନ କରିବା ଦୁର୍ଭାଗ୍ୟଜନକ ! କୋରାପୁଟ ଜିଲ୍ଲାପାଳ ଙ୍କୁ ଅନୁରୋଧ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ 2016 ରୁ 2022 batch ରେ ନିଯୁକ୍ତ ସମସ୍ତ ଶିକ୍ଷକ ମାନଙ୍କୁ ରେଗୁଲାର କରିବା ପାଇଁ ପଦକ୍ଷେପ ନିଅନ୍ତୁ।
@OdiaPila57 @CMO_Odisha @Naveen_Odisha @marndi_sudam @SecyChief @PradeepJenaIAS @DC_Odisha @_anugarg @rvineel_krishna @MoSarkar5T @IPR_Odisha @SMEOdisha @gapg_dept @dmkoraput @OGCEA Plz regularise to Koraput Initial Appointee