Unbeatable & Unstoppable: Covid-19 fails to dampen the spirit of our alumni members. In spite of the pandemic, our initiative gets a huge boost as more than 36,000 alumni have joined the campaign last month and donated for this noble cause.
@MoSchoolOdisha @SMEOdisha @CMO_Odisha @Naveen_Odisha @Susmita4Odisha @MoSarkar5T This is one of the largest and well networked such programs in the world. Energy Clubs in the schools is a praiseworthy and well thought out step. Time to create think groups in schools. FIDR can help.
@MoSchoolOdisha @satyabrata1967 @CMO_Odisha @Naveen_Odisha @Susmita4Odisha @SMEOdisha @MoSarkar5T ଶିକ୍ଷକ ମାନେ ତ ଏଣ୍ଟ୍ରାନ୍ସ ଦେଇ, 2ବର୍ଷ ଟ୍ରେନିଂ ନେଇ, otet ଦେଇ, ossc ଦେଇ 6512 ଟଙ୍କା ରେ ଖଟୁଛନ୍ତି |ସରକାର ଙ୍କ ସବୁ କାମ କରୁଛନ୍ତି ସତ୍ୟବ୍ରତ ସାର ଆପଣ କଣ ଜାଣିନାହାନ୍ତି ନା ସବୁ ଜାଣି,କିଛି କହୁନାହାନ୍ତି |ଶିକ୍ଷକ ଙ୍କ ଦୁଃଖ ଶୁଣନ୍ତୁ |Remove contractual, increase gradepay, make simple transfer.
@MoSchoolOdisha @SMEOdisha @CMO_Odisha @Naveen_Odisha @Susmita4Odisha @MoSarkar5T ଆଜି ଆମ ଗହଣ ରୁ ଆଉ ଜଣେ ଲଢୁଆ ICT leader ମାନସିକ ବାଧା ହୋଇଥିବାରୁ ଚାଲିଗଲେ।ଏ ସରକାର କଣ ଚାହୁଁଛନ୍ତି ଆହୁରି କେତେଜଣ ଜୀବନ ଗଲାପରେ ତାଙ୍କ କାନରେ ଆମ ଦୁଃଖ ଶୁଣାଯିବା।ତେଣୁ ଆଉ ଡେରି ନ କରି ଶିଘ୍ର କମ୍ପୁଟର ଶିକ୍ଷ୍ୟକ ଙ୍କୁ ପୁନହ ନିଯୁକ୍ତି ଦିଆଯାଉ 😭😭😭
@MoSchoolOdisha @SMEOdisha @CMO_Odisha @Naveen_Odisha @Susmita4Odisha @MoSarkar5T @pranabpdas ପଶ୍ଚିମବଙ୍ଗ ରେ ଦିଦି କମ୍ପୁଟର ଶିକ୍ଷ୍ୟକ ଙ୍କୁ ପୁନଃହ ନିଯୁକ୍ତି ଦେଲେ ଓଡିଶା କମ୍ପୁଟର ଶିକ୍ଷକ ଙ୍କୁ ଛଟେଇ କଲେ ।ଏହା ର ତୁରନ୍ତ 4000 ପରିବାର କଥା ଶୀଘ୍ର ସମାଧାନ କରି ପୁନଃହ ନିଯୁକ୍ତି ଦେଇ Online ଶିକ୍ଷ୍ୟା କୁ ଦୃଡ଼ କରନ୍ତୁ ବୋଲି ମୋର ଆଶା ଓ ବିଶ୍ଵସା
@MoSchoolOdisha @SMEOdisha @CMO_Odisha @Naveen_Odisha @Susmita4Odisha @MoSarkar5T How to enroll into mo school?
@MoSchoolOdisha @SMEOdisha @CMO_Odisha @Naveen_Odisha @Susmita4Odisha @MoSarkar5T Aware the parents, promise them you'll present a finest education in Government school, to their beloved child. I would do that first if I was you.
@MoSchoolOdisha @DM_Bhadrak @CMO_Odisha @Naveen_Odisha @Susmita4Odisha @SMEOdisha @MoSarkar5T Ha ha tike barsha hele gote din electric ଆସେନାହିଁ