ଅନ୍ତର୍ଜାତୀୟ #ମାତୃଭାଷା ଦିବସର ଅବସରରେ ମାତୃଭାଷାର ସୁରକ୍ଷା ସହିତ ଏକ ସମୃଦ୍ଧ ଶୈକ୍ଷିକ ବାତାବରଣ ଗଢ଼ିତୋଳିବାକୁ ରାଜ୍ୟ ସରକାର ପ୍ରେଚେଷ୍ଟା କରୁଛନ୍ତି। ଗୁଜରାଟ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ତାମିଲନାଡୁଷାଦି ରାଜ୍ଯରେ ଓଡ଼ିଆ ଭାଷା ଶିକ୍ଷା ପାଇଁ ସାହିତ୍ୟ ପୁସ୍ତକ ପ୍ରଦାନ କରାଯାଉଛି। ଓଡ଼ିଆ ଭାଷାରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା- ୨୦୨୩ରେ ସର୍ବାଧିକ ନମ୍ବର ରଖିଥିବା ୩୫୪୯ ଜଣ ଛାତ୍ରଛାତ୍ରୀଙ୍କୁ ୧ କୋଟି ୭୭ ଲକ୍ଷ ୪୫ ହଜାର ଟଙ୍କାର"ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପୁରସ୍କାର" ପ୍ରଦାନ କରାଯିବ। ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ୧୪୮୩ଟି ବିଦ୍ୟାଳୟରେ ପ୍ରାଥମିକସ୍ତରରେ ୨୧ଟି ଭାଷାରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ତଥା ମାତୃଭାଷାର ସୁରକ୍ଷା ନିମନ୍ତେ ଅନ୍ୟାନ୍ଯ ଯୋଜନା କାର୍ଯ୍ୟକାରୀ ହେଉଛି। #MotherLanguageDay
@IPR_Odisha @SMEOdisha @CMO_Odisha @Culturedeptt ଓଡ଼ିଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ ହେବ ? @CMO_Odisha @Naveen_Odisha @Vkpandianfancl1 @MoSarkar5T @officialaono @SMEOdisha @wolc2024 @Culturedeptt
@IPR_Odisha @SMEOdisha @CMO_Odisha @Culturedeptt ଏକ ଭଲ ପଦକ୍ଷେପ |
@IPR_Odisha @SMEOdisha @CMO_Odisha @Culturedeptt Please first bring regulations to Printed media and Broadcasting channels to prioritise #odia language. They are the ones who first and most dilute the language.
@IPR_Odisha @Culturedeptt @SMEOdisha @CMO_Odisha କିନ୍ତୁ ଓଡ଼ିଆରେ ସରକାରୀ କାର୍ଯ୍ୟ କଥା କଣ ହେଲା?
@IPR_Odisha @SMEOdisha @CMO_Odisha @Culturedeptt ସ୍କୁଲ ର ନାମ ଓଡ଼ିଆ ଶବ୍ଦ ଆଦର୍ଶ ରଖି ଇଂରାଜୀ ର ପାଠ୍ୟକ୍ରମ ପଢ଼ାଇଲେ ଓଡ଼ିଆ ଭାଷା ସୁରକ୍ଷିତ ଆଉ ସମୃଦ୍ଧ ହୋଇଯିବ ନାହିଁ ।
@IPR_Odisha @SMEOdisha @CMO_Odisha @Culturedeptt ମାତୃଭାଷା ମାତୃଭୂମି ରେ ସରଧା ଯା ହୃଦେ ଜନମି ନାହିଁ ତାକୁ ଜଦି ଗ୍ୟାନୀ ଗୁଣୀରେ ଗଣୀବା ଅଗ୍ୟାନି ରହିବେ କାହିଁ, ଆଉ ମାତୃଭାଷାକୁ ଅପମାନ କରନ୍ତୁ ନାହିଁ ବୋହୁତ ହେଇଗଲା ଆପଣଙ୍କ ନାଟକ ଓଡ଼ିଶା ବାସି ସବୁ ଜାଣି ସାରିଲେଣି
@IPR_Odisha @SMEOdisha @CMO_Odisha @Culturedeptt ମାତୃଭାଷା ଦିବସର ବୈଶିଷ୍ଟ୍ୟ ଓ ତାର ଆବେଦନ ଅନୁଭବ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାଷା ନାମରେ ନାଟକ ପ୍ରଦର୍ଶନ ବନ୍ଦ କରନ୍ତୁ ।
@IPR_Odisha @SMEOdisha @CMO_Odisha @Culturedeptt ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ l ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ସମସ୍ତେ ତତ୍ପର ହେବା ଆବଶ୍ୟକ l ତେବେ ଯାଇ ସମୃଦ୍ଧ ଓଡିଶା ଗଠନ କରାଯାଇ ପାରିବ l