ରାଜ୍ୟର @SMEOdisha ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ। ଏହି ଶ୍ରେଣୀର ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ମେଟ୍ରିକ ଓ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।
@IPR_Odisha @SMEOdisha @CMO_Odisha Immediately lockdown otherwise situation is more and more critical..
@IPR_Odisha @SMEOdisha @CMO_Odisha Thank you for such efforts but sir please close the colleges sir
@IPR_Odisha @SMEOdisha @CMO_Odisha @dr_arunsahoo @DHE_Odisha ଆଉ college ପିଲାଙ୍କୁ କଣ corona ହବନି? ଅତିଶୀଘ୍ର college ବି ବନ୍ଦ ହେଉ।
@IPR_Odisha @SMEOdisha @CMO_Odisha First of all stop election rally in pipili after that close all educational institutions as soon as possible.
@IPR_Odisha @SMEOdisha @CMO_Odisha ସାର କେବେ ଆଉ ଦୁଃଖ ଶୁଣିବେ ? ଯଥାଶୀଘ୍ର ICT ଯୋଜନାକୁ ପୁଣି କାର୍ଯ୍ୟକାରୀ କରିବାକୁ ଅନୁରୋଧ I 5T ରେ ସ୍କୁଲ ଗୁଡିକୁ ମିଶ୍ରଣ କରୁଛନ୍ତି ଅଥଚ କୋମ୍ପୁଟର ଶିକ୍ଷକ ମାନଙ୍କୁ ଅବହେଳା କରୁଛନ୍ତି ଏହା କେତେଦୂର ଯୁକ୍ତିଯୁକ୍ତ ନିଜେ ବିଚାର କରନ୍ତୁ I
@IPR_Odisha @SMEOdisha @CMO_Odisha Diploma Wale Bhi Insaan hai Yaar 😓😓
@IPR_Odisha @SMEOdisha @CMO_Odisha Diploma walo ki koi nahi Sunta @scte_vt
@IPR_Odisha @SMEOdisha @CMO_Odisha What about Diploma engineering college?
@IPR_Odisha @SMEOdisha @CMO_Odisha Engineer pila nku b sir Corona houchhi aamo parents mane b worried houchhonti aamo pain aame tathapi hostel re achhu covid case bharisarila pore b please sir aamo prati anyaya houchhi aamoro b jiban achhi aamo friends mane Corona re suffer houchhonti please sir close our college
@IPR_Odisha @SMEOdisha @CMO_Odisha It is duty of govt to save life of all citizens, not selectively.