Chinmayee Das @Chinmayeedas123
trangender social worker Joined July 2020-
Tweets627
-
Followers3K
-
Following1K
-
Likes2K
ଭାରତ ସ୍ପୋଟିଙ୍ଗ କ୍ଲବ, ଜରପଡା ଠାରେ ମୁଖ୍ୟ ଅତିଥି ଆଦରଣୀୟl ଶ୍ରୀମତୀ ମୃଦଳା ଠାକୁର ପ୍ରଧାନ (ଧର୍ମେନ୍ଦ୍ର ପ୍ରଧାନ ଙ୍କର ଧର୍ମପତ୍ନୀ ), ସମ୍ମାନୀୟ ଶ୍ରୀଯୁକ୍ତ ଅଗସ୍ତି ବେହେରା (bjp)ଛେଣ୍ଡିପଦା, ଜରପଡା ସରପଞ୍ଚ ବିଦେଶୀ ବେହେରା, ଚିତ୍ତରଞ୍ଜନ ଦାଶ, କହେଁଇ ସାହୁ ଓ ଅନ୍ୟାନ୍ୟ ଅତିଥି ଗହଣ ରେ ସମ୍ମାନିତ ଅତିଥି ହେବାର ଅବସରରେ
Free fire ଖେଳି ହାରିଯିବା ଫଳରେ ଯୁବକ ନିଜ ତଣ୍ଟି କାଟିଲେ, ବେଳହୁଁ ସାବଧାନ, ସମସ୍ତେ ସଚେତନ ହୁଅନ୍ତୁ ଭିଡ଼ିଓ କୁ ସେୟାର କରନ୍ତୁ
କଥା ଦେଇ କଥା ରଖିଲେ,ତାଳଚେର ର ବିଧାୟକ ମାନ୍ୟବର ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ, ମାନବ ସେବାଶ୍ରମ କୁ ପରିଦର୍ଶନ କଲେ, ସମସ୍ୟା ପଚାରି ବୁଝିଲେ,ଏଇତ ମାନବିକତା, ଏଇତ ବିଶାଳ ହୃଦୟ, ଏଇତ ସୁନ୍ଦର ମନ, ତେଣୁ ଆମ ପାଇଁ ଜଣେ ବିଧାୟକ ଆସିବା ବହୁତ ବଡ଼ କଥା, ପ୍ରତ୍ବେକ ରାଜନୈତିକ ଦଳ ର ବ୍ୟକ୍ତି ବିଶେଷ ନିଶ୍ଚୟ ଆସନ୍ତୁ
ଉତ୍ସର୍ଗ କଲ୍ୟାଣ ସେବା ପରିବାର, ନାତିଡ଼ି, ତାଳଚେର ତରଫରୁ ଚତୁର୍ଥ ବାର୍ଷିକ ଉତ୍ସବ ବଲଣ୍ଡା ଅଫିସର୍ସ କ୍ଲବ ଠାରେ ଆୟୋଜନ କରାଯିବା ଅବସରରେ 🙏ଏଥିରେ ଅନେକ ସ୍ବେଛାସେବୀ ସଂଗଠନ ସେମାନଙ୍କ କର୍ମ କୁ ସମ୍ମାନ ଜଣାଇ ପ୍ରେରଣା ଦେବା ସ୍ୱୀକୃତି ପ୍ରଦାନ କରିବା ଓ ଉତ୍ସାହିତ କରିବା ମୁଖ୍ୟ ଉଧେଶ୍ୟ ରହିଥିଲା
ଢେଙ୍କାନାଳ ଜିଲ୍ଲାର ବଜରଙ୍ଗ କ୍ଲବ ଆୟୋଜିତ "ଆଗ୍ନେୟ "ଉତ୍ସବ ରେ ପୁରସ୍କୃତ ହେବା ଅବସରରେ.. ମୁଖ୍ୟ ଅତିଥି ଦେଙ୍କନାଳ ବିଧାୟକ ସୁଧୀର ସାମଲ (ନିଧି ଭାଇ )ସମ୍ମାନନୀୟ ମାନ୍ୟବର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ (ବାପୁ ଭାଇ )ଏବଂ ଅନ୍ୟାନ୍ୟ ଅତିଥି ମହୋଦୟ, ଅଗଣିତ ଢେଙ୍କାନାଳ ବାସୀ ଙ୍କୁ ହୃଦୟ ରୁ ପ୍ରଣାମ ଜଣାଉଛି, ଜୟ ଜଗନ୍ନାଥ
ଆଜି 12/1/2024, ଶୁକ୍ରବାର ଦିନ "ଭରଷା ର ବନ୍ଧୁ ସମ୍ମାନ "ଭୁବନେଶ୍ୱର ଜୟଦେବ ଭବନ ର ଗୀତଗୋବିନ୍ଦ ସଦନ ଠାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ଭରଷା "ଦ୍ୱାରା ଆୟୋଜନ କରାଯିବା ଅବସରରେ 🙏❤️🙏ଜୟ ଜଗନ୍ନାଥ 🙏❤️🙏
ଅନଗୁଳ RTO ତରଫରୁ good samaritian ଆୱାର୍ଡ ଅବସରରେ @CMO_Odisha @rashtrapatibhvn
ଦୁଇ କିନ୍ନର ଭଉଣୀ ଦୁର୍ଘଟଣା ରେ ଆହତ ଖବର ପ୍ରଥମେ ଶୁଣିରାତିରେ ହସ୍ପିଟାଲ ରେ ପହଂଚି ଅନ୍ୟ କିନ୍ନର ଭଉଣୀ ଖବର ଦେଇଥିଲି ଜଣେ ସାମାନ୍ୟ ଆହତ ଏବଂ ଆଉ ଜଣେ ଭୀଷଣ ଗୁରୁତର ହେବାରୁ ତାଙ୍କୁ transgendar ward ରେ ଭର୍ତି କରିଥିଲୁ ପରବର୍ତୀ ମୁହୂର୍ତ ରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଚ୍ଚ ଚିକିତ୍ସା ପାଇଁ scb କୁ ଡାକ୍ତର ରେଫର କରିଥିଲେ
ଆଜି 30/12/2023ରିଖ ଶନିବାର ଦିନ 10ଘଟିକା ରେ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ଓ ଉତ୍କର୍ଷ ପରିବାର ର ମିଳିତ ଆନୁକୂଲ୍ୟରେ ଅନଗୁଳ ମାଛ ମାର୍କେଟ ସ୍ଥିତ ଶିକ୍ଷା, ସାକ୍ଷରତା, ବେକାରୀ, ଧନ୍ଦାମୂଳକ ତାଲିମ ଆୟ ଉତ୍ପାଦନ ଯୋଜନା କର୍ମଶାଳା ଜିଲ୍ଲା *ନାବାଳକ ନିରୀକ୍ଷଣ କକ୍ଷ ଓ ସ୍ୱତନ୍ତ୍ର ଗୃହ *ରେ ଆୟୋଜନ କରାଯାଇଛି
ମାଣବସା ଗୁରୁବାର ରେ ଲଷ୍ମୀ ପୂଜା କମିଟି ଘୁଞ୍ଚାପାଳ ଗ୍ରାମ, କୁରୁଡୁଲୁ, ଅନଗୁଳ ରେ ଅତିଥି ହେବାର ଅବସରରେ, ଧନ୍ୟବାଦ ଗ୍ରାମବାସୀ, ଧନ୍ୟବାଦ Bablu Baliarsingh Tina Baliarsingh
ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ବୁଦ୍ଧ ବିହାର 11ତାଲା ନିକଟରେ ଆୟୋଜିତ ବହୁଜନ ମିଡିଆର ପ୍ରଥମ ବାର୍ଷିକ ଉତ୍ସବ ରେ ଅତିଥି ରୂପେ ଯୋଗ ଦେବା ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଧନ୍ୟବାଦ 🙏ସାମ୍ବାଦିକ ବନ୍ଧୁ ଗଣ 🙏
ତପନ ବେହେରା(13) ପିତା =କୁଳମଣି ବେହେରା At କଞ୍ଜରା, ps ଜରପଡା, ଅନଗୁଳ,ଗତ 16/12/2023ଶନିବାର ଦିନ ଅଜଣା ଗାଡି ଧକ୍କା ରେ ପିଲାଟି ଆହତ ହୋଇ ଅନଗୁଳ ହସ୍ପିଟାଲ ରେ ଚିକିତ୍ସା ହେଉଥିଲା ଡାକ୍ତର ତାଙ୍କ କଟକ ଶିଶୁ ଭବନ ରେଫର କରିଛନ୍ତି
ବଲାଙ୍ଗୀର ର କଣ୍ଟାବାଞ୍ଜି ଠାରେ ଶକ୍ତି ଟିଭି ତରଫରୁ ସମ୍ମାନିତ ହେବା ଏବଂ ପ୍ରଭୁ ହରିଶଙ୍କର ଓ ନୃସିହଁନାଥ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଲା,
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ମେଡିକାଲ ରେ ଶକ୍ତି ଟିଭି ତରଫରୁ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ କରିବା ଅବସରରେ
ରକ୍ତଦାନ ଶିବିର ରେ ଅତିଥି ହେବା ଅବସରରେ, ସମସ୍ତେ ରକ୍ତଦାତା ଙ୍କୁ ଶତ କୋଟି ପ୍ରଣାମ @CMO_Odisha @sambad_odisha
Er.Sushree Sangita#�.. @SangitaSethy
15K Followers 634 Following ଗୋଟେ ପରିଚୟ ମୁଁ ଓଡ଼ିଆ। ମୋ ଜଗନ୍ନାଥ ମୋ ପରିଚୟ। ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ମା ବିରଜା ।🇮🇳 Born to win.💪Ashutosh Parida ଆ�.. @Ashutos_Parida
12K Followers 1K Following Proud Indian || Pure Odia || Philanthropist || Travelling || Singing || Photography || Jai jagannath 🙏 || 🏳️🌈 ||DEEPA BARIK @CharubalaB
11K Followers 5K Following #TwitterGirl| #SocialWorker| Recipient of #JatiNandighoshaConclaveAward2021 @NandighoshaTV| #WomenAchieverAward2021 @prameyaodia |Tweets are personalChinmaya Karna @ChinmayaKarna
4K Followers 3K Followingୟଶୱନ୍ତ Ya.. @odiapolice
17K Followers 2K Following Inspector of Police, CID- Crime Branch. DM for any cyber related assistance or dial 1930. Love to help. ❤️/ 🔁 ≠ 🙋♂️🇮🇳ରାକେ�.. @Rakeshkumarray8
9K Followers 2K Following Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।Dukhabandhu Biswal @DukhabandhuBi13
2K Followers 3K Following ଜୀବନର ଗୋଟେ ଲକ୍ଷ ବଞ୍ଚିଥିବା ଯାଏଁ ସେବା କରିବି । ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ {( ଇଶ୍ୱର ବିଶ୍ୱାସୀ ) service to mankind is Service to God 📲8637216716 https.Ranjit Mishra @RanjitM64776117
4K Followers 5K Following PROUD TO BE INDIAN🇮🇳 PROUD FOR ODISHA🇮🇳 ❤️ ALL OF YOU ❤️ DO FALLOW MY KOO ACCOUNT Listen to interesting thoughts by @Ranjitmishra3656 on Koo App: https://wSanu17 @Sanu3601
4K Followers 4K Following #hard working#traveling all over the world before I leave the earth #cricket is my crush#because I'm the die hard fan of abd360Nayak Reena @Tapasy1
5K Followers 3K Following꧁𓊈𒆜🆂🅰�.. @SangharshaNayak
118 Followers 397 Following 👉Behind every successful business decision there is always a CMA....👈ସ୍ନେହାଶ.. @ThePuriToka
274 Followers 363 FollowingMANKADA MANKEDI COUPL.. @MankadaVlogs
3 Followers 45 FollowingGOVIND BRAHMA @Gov78877Brahma
3 Followers 83 FollowingSunil @Sunil831104
0 Followers 11 FollowingIndian Human Rights D.. @ihrdworld
4 Followers 204 Followingsanjaya Behera @sanjayaBeh93969
6 Followers 18 FollowingGautam Muduli @Muduli10Gautam
19 Followers 269 Following Repoter at Reportrs Today, Mahabharat Newspaper.Tapan Setha @SethaTapan83803
28 Followers 181 FollowingSamal Rupesh @SamalRupes50636
0 Followers 94 Followingstarcomputer @starcom1084
22 Followers 638 Following EDUCATION OM NAMA SHIVAYA JAI SHREE JAGANNATH OM NAMO NARAYANAYARajkishor Singh @rs7155964
0 Followers 6 Followingsangram deogam @SangramDeogam
0 Followers 26 FollowingBhimraj Bahadur @BhimrajBahadu
628 Followers 5K FollowingRajesh Prasad Sahoo @RajeshP50799411
5 Followers 45 FollowingKamana Padhi @KamanaPadhi
123 Followers 509 Following I am a business cum social..and a politician alsoOdisha Yuva Sangathan @Odishayuva_1947
308 Followers 3K Following Odisha Yuva Sangathan ଓଡ଼ିଶା ଯୁବ ସଙ୍ଗଠନ ର ମୂଳ ଲକ୍ଷ୍ୟ ଏକ ସୁସ୍ଥ, ସୁନ୍ଦର ସମାଜ ଗଢ଼ିବା ଏବଂ ଗରିବ, ଅସହାୟ ଏବଂ ନିଷ୍ପେସିତ ଲୋକଙ୍କ ସୁଖ ଦୁଃଖ ରେ ସାହାଯ୍ୟ ସହଯୋଗ କରିବା 🙏❤️🤝Japani Rout @JapaniRout
118 Followers 1K FollowingBata Krushna Sahoo @bata_sahoo49600
5 Followers 50 FollowingSuresh Nayak ✍️ @SureshChan92350
87 Followers 771 Following ଦୁଃଖ ସମୟରେ ଭାଙ୍ଗି ନଯାଇ ସଠିକ୍ ସମୟକୁ ଅପେକ୍ଷା କରିବା ଦରକାରKabya Kumari @kabya_kumari
1K Followers 4K Following ଯାହା ମୋ ହୃଦୟ ରୁ ବାହାରେ ସେହି କାର୍ଯ୍ୟ କରେ । ହୃଦୟ ମନା କଲେ ମୁ କେହିବି କହିଲେ କରେ ନାହିଁ । ନ୍ୟାୟ, ଅଧିକାର, ଏବଂ ସାମାଜିକ ସୁରକ୍ଷା ସମସ୍ତ ଙ୍କ ପାଇ ସମାନ |URMILA SAHOO🐉 $MON.. @urmilasahoo1999
158 Followers 741 Following𝚁𝚊𝚣z𝚞𝚔.. @razzukumar143
153 Followers 479 Following 𝓡𝓲𝓼𝓮 𝔂𝓸𝓾𝓻 𝓥𝓸𝓲𝓬𝓮 𝓪𝓰𝓷𝓪𝓲𝓼𝓽 𝓘𝓷𝓳𝓾𝓼𝓽𝓲𝓬𝓮 𝓪𝓷𝓭 𝓟𝓾𝓷𝓲𝓼𝓱 𝓽𝓱𝓮𝓶𝕡𝕣𝕒𝕤𝕙�.. @DGjBRNVZ0K36125
0 Followers 3 FollowingSekhar Mukhi @SekharMukhi6
39 Followers 154 FollowingPradeep Barik @PradeepBar70471
8 Followers 150 FollowingDayanidhi Mahalik (Ca.. @DayanidhiM66343
44 Followers 896 FollowingSandeep Laguri @LaguriSand63641
293 Followers 1K FollowingDEBARAJ PRADHAN @DEBARAJ17118853
374 Followers 3K Following #happiness addicted#being .. positivity.. #BE GOOD.. DO.. GOOD.. jai Jagannath 🙏🙏🙏..??P Meher @Pmeher1990
14 Followers 245 FollowingChudadhar Padhan @ChudadharP
29 Followers 190 Followingthe voice of people @OfVoice20823
10 Followers 138 FollowingKshitish Kumar Bag @kshitish4u
1K Followers 2K FollowingPintu Das @PintuDas1311932
650 Followers 2K FollowingAnil Kumar Rath @SureshKumar1956
93 Followers 425 FollowingDeabasish Kumar Barpa.. @DeabasishKumar1
220 Followers 2K Following social media coordinator Brajrajnagar assembly (AIUWC)RATIKANTA SINGH @RATIKANTASING14
23 Followers 135 FollowingBharat Parida @BharatP17889
3 Followers 540 Followingsmile 😊 @sukadebnayak
132 Followers 549 FollowingPrashant Sahu 🇮�.. @suryanandannet
99K Followers 667 Following CEO, https://t.co/n989iCNr85 (Web Site Company Since 2001) Google Partner- Microsoft Partner - .IN Registrar- Cyber Expert -TV Panelist . FB : https://t.co/sMIhzn20dZNIHARIKA DASH SARANGI @NiharikaDash14
90K Followers 1K Following Clinical Dietitian & Diabetic Educator ( DHA Licensed) , Founder of Diet Delight with Niharika/ Niharika’s Nutrinourish , Actor, Singer and Dancer by passionVkpandianfanclub @Vkpandianfancl1
67K Followers 2 Following An Inspiration For All, The futuristic and Visionary Man, in a mission for better Odisha. God For Common Man.SABYASACHI MISHRA �.. @sabyaactor
97K Followers 2K Following Actor:Want to act better & better| 1 Man Army Mode Enabled|Own a Bank of Positivity|🎥 42 #Odia,3 #Telugu,2 #Tamil,1 #Bengali films Old 🙏 #JayJagannath #odishaEr.Sushree Sangita#�.. @SangitaSethy
15K Followers 634 Following ଗୋଟେ ପରିଚୟ ମୁଁ ଓଡ଼ିଆ। ମୋ ଜଗନ୍ନାଥ ମୋ ପରିଚୟ। ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ମା ବିରଜା ।🇮🇳 Born to win.💪Ranendra Pratap Swain @rajaaswain
79K Followers 82 Following Minister, Agriculture & FE and Fisheries & ARD. Seven Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.Ashutosh Parida ଆ�.. @Ashutos_Parida
12K Followers 1K Following Proud Indian || Pure Odia || Philanthropist || Travelling || Singing || Photography || Jai jagannath 🙏 || 🏳️🌈 ||Swayam Prakash @swayam4Odisha
32K Followers 1K Following Head, Social Media Cell & Panelist @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ M - 9178460750Odisha Reporter @OdishaReporter
139K Followers 291 Following ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।soubhagya parida @soubhagyajourno
21K Followers 148 Following journalist with @kanak_news in #odisha,Special Correspondent,covers crime. views personal. from #bhubaneswar.District Election Off.. @angul_dm
26K Followers 84 Following Official Twitter Handle of District Administration, Angul. Shri Abdaal M. Akhtar, IAS is the present Collector and DM.DEEPA BARIK @CharubalaB
11K Followers 5K Following #TwitterGirl| #SocialWorker| Recipient of #JatiNandighoshaConclaveAward2021 @NandighoshaTV| #WomenAchieverAward2021 @prameyaodia |Tweets are personalPradeep Jena IAS @PradeepJenaIAS
77K Followers 291 Following Chief Secretary, Odisha I| #IAS 1989. Tweets are personal. Retweets not an endorsement.Chinmaya Karna @ChinmayaKarna
4K Followers 3K Followingୟଶୱନ୍ତ Ya.. @odiapolice
17K Followers 2K Following Inspector of Police, CID- Crime Branch. DM for any cyber related assistance or dial 1930. Love to help. ❤️/ 🔁 ≠ 🙋♂️ZEE Odisha News @ZeeOdisha
184K Followers 3 Following ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://t.co/Wc1gSzZu9pSoumya Ranjan Parida @yoursbabul
5K Followers 426 Following https://t.co/IDop9zmHcr 💁♂️Do What Makes You Happy 🥰NandighoshaTV @NandighoshaTV
84K Followers 15 Following Official Twitter feed of Nandighosha TV, Fastest growing television channel in Odisha. Website: https://t.co/UBel1ZnKoP Youtube: https://t.co/BcszM8cUEKArgus News @ArgusNews_in
43K Followers 110 Following Argus News, from Digital to Satellite, is the voice of 4.5 Cr ODIAS YT:- https://t.co/NcTzjcEggP FB:- https://t.co/DXnYQlfvL7 Insta:- https://t.co/rC09h8I4CwPrashant Kumar Hota @pkhotajspl
1K Followers 76 Following Stakeholder Relation,Corp.Comm.& CSR . Voice for Participatory Development - Responsible Industrialisation addresses Sustainable Rural livelihoodState Transport Autho.. @STAOdisha
78K Followers 74 Following Official account of State Transport Authority, Govt. of Odisha.ଓଡ଼ିଶା �.. @OSRTC_Odisha
63K Followers 88 Following Official Twitter account of the Odisha State Road Transport CorporationJINDAL STEEL @JSPLCorporate
62K Followers 273 Following Jindal Steel - The Steel of India https://t.co/i2WvNiEMT8Naveen Jindal @MPNaveenJindal
322K Followers 712 Following Chairman @JSPLCorporate | 2-time Member of Parliament | Member @BJP4India | Proud Indian | Love for Tiranga 🇮🇳Guruprasad Nath🇮�.. @IAMGPN_Babu
3K Followers 1K Following ହେ ଇଶ୍ଵର #ସୁଖ ଏତିକି ଦିଅ ଯେ ମନରେ ଅହଂଙ୍କାର ନ ଆସୁ, ଆଉ #ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରଷା ନ ତୁଟୁ। #Writer #Social_worker #Photographer #Accountant #ଜୟଜଗନ୍ନାଥ🙏Rakesh Pradhan @RajeshP83165591
195 Followers 236 Following 🧑💼 || 𝐁𝐮𝐬𝐢𝐧𝐞𝐬𝐬 || 💰 ||𝐅𝐢𝐧𝐚𝐧𝐜𝐞 || 💵 ||𝐌𝐨𝐧𝐞𝐲 || 💡 ||𝐊𝐧𝐨𝐰𝐥𝐞𝐝𝐠𝐞 || 💯 || 𝐌𝐨𝐭𝐢𝐯𝐚𝐭𝐢𝐨𝐧 ||Gopal Ram @igopalram
948 Followers 663 Following ଅସୁମାରୀ ସ୍ବପ୍ନ ର କୁହୁଡ଼ି ମଧ୍ୟରେ 🌈 ବାଟ ମୁଁ ଚାଲେ ଏକା 😌 ଜୟ ଜଗନ୍ନାଥ 🙏 ଜୟ ମା କଟକ ଚଣ୍ଡୀ 💖 ସ୍ନାତକ ବାଣିଜ୍ୟ (ନିପୁଣତା) ସହ, ଖ୍ରୀଷ୍ଟ ମହାବିଦ୍ୟାଳୟ ,କଟକSunil Kumar Mund 🇮.. @sunilkmund
284 Followers 1K Following I'm a Journalist || Social Activist || RTI Activist || District Executive Member (WOYM) || President (DKYA) || Fighting against corruption....Harishankar Agrawal @26564cc3e7644a6
82 Followers 431 FollowingRamu GSV @gsv_ramu
6K Followers 5K Following Intl Consultant in Financial Sector. Open to Independent Director. Nation First. Supports Modi's Honest Governance. Satya Sai Devotee.Knows Hindi,Tamil,TeluguRaju Patel @rajupatela15
2K Followers 7K Following हिन्दू ही मेरा परिचय अंतरराष्ट्रीय हिंदू परिषद नवीं मुंबई सोशल मीडिया महामंत्रीDr.Gyanaranjan @DrGyanarsvp
980 Followers 2K FollowingLaxmi Priya Sahoo @Laxmipriyaworld
161 Followers 3 Following Actress/Model.Official account. I will support public person any prblm msg me Jay Jagannath 🙏🏻Raj Sekhar @Sudhans64377328
26 Followers 128 Following marketing manager in lido boring machine company , badagarh near, kalapan chowk ,bbsr ,8328998628Gilson Limma @GilsonLimma2
106 Followers 1K FollowingSamir Rout @SamirRout6
598 Followers 216 Following ସମସ୍ୟା ଅନେକ, ସମାଧାନ କରୁଥିବା ଲୋକ କମ୍, ତେଣୁ ସମସ୍ୟା କୁ ସବୁବେଳେ ନିଜେ ସମାଧାନ କରି ନିଜେ ସମାଧାନର ମାଧ୍ୟମ ହୁଅ l🙏🙏🙏 ଜୟ ଜଗନ୍ନାଥ ⭕❗⭕Shibsankar sahu@micro.. @Shibsankarsahu1
63 Followers 209 Following Each day is filled with endless possibilities. Office is here to empower you to achieve every one of them. like also @Microsoft office.꧁༺ସୋମନା.. @Somnath1289
4K Followers 4K Following ମୋ ଭାଷା କେବଳ ଓଡ଼ିଆ କୌଣସି ଦଳର ସମର୍ଥକ ନୁହଁ ଓଡ଼ିଆ ଭାଷା-ସଂସ୍କୃତି ପାଇଁ ସର୍ବଦା ଗର୍ବିତ ମାତୃଭୂମୀ ଓ ମାତୃଭାଷାର ସମ୍ମାନ,ଆମର ସ୍ୱାଭିମାନ ଓଡ଼ିଆ ରାଷ୍ଟ୍ରବାଦୀ ଜୟ ଓଡ୍ରରାଷ୍ଟ୍ରDr.Subhrajit Pradhan @DrSubhrajitPra1
75 Followers 73 FollowingOMKAR DAS/ଓମକ�.. @OMKARDAS19
107 Followers 481 Following Social worker by Profession, Working as Block Project Coordinator at Odisha Millet Mission RayagadaMani Mohanty (Modi ka.. @ManiMohantyBJP
32K Followers 33K Following District Convenor (IT Cell) Jamshedpur Mahanagar, ଜୟ ଜଗନ୍ନାଥ 👏Bibhuti Bhusan Sahu @b_bhusansahu
59 Followers 248 Following Personal views. No connection with any political parties. Good always Good.. Should be praisedDillip Mohanty (Modi .. @dillipodisha
7K Followers 217 Following Proud Odia, State Spokes Person - @BJP4Odisha. - https://t.co/wIkmMklO6F.ravidash @ravidash2
179 Followers 1K Following I am a small business owner and keep eyes open for political reasons.Mr,Khuntia Aravind @aravind_khuntia
90 Followers 79 Following Mera Bharat Mahan Jai Hind 🇮🇳🇮🇳 मुझे भारतीय होने पर गर्व है 🇮🇳🇮🇳 wishes me Diwali 🎂🎈SoumyaRanjan @IsoumyaranjanP
90 Followers 448 Following ଭାରତୀୟ !!! ମୁଁ ଓଡ଼ିଆ !!! ଆମ ଓଡ଼ିଶା !!!ଢେଙ୍କାନାଳDIBYARANJAN MOHANTY @DIBYARA82736299
535 Followers 3K FollowingDillip kumar Dash @Dillipk15460867
27 Followers 373 FollowingPRABIN S PARIDA @This_is_prabin
992 Followers 44 Following I'm Vlogger Proud Indian 🇮🇳 | https://t.co/EEppXTYPm6Bikram ବିକ୍�.. @BikramKumarPal2
183 Followers 491 Following Country First 🇮🇳 देश प्रथम, थोड़ा खबर के ऊपर नजर रखता हूं , lViews are personal l like Rt isn't endorsement ,, मैं स्वतंत्र हूं , 100%follow back,proud Odia 💟 @maamangala13
205 Followers 639 Following work hard in silence, let's ur success be ur noise 💪नई दिल्ली में देश के यशस्वी गृह मंत्री माननीय श्री @AmitShah जी के आवास पर शिष्टाचार भेंटवार्ता की।
Very happy & honoured to have met some of the Bollywood celebrities at the Ram Lalla Pran-Pratishtha ceremony in #Ayodhya. Particularly memorable was my conversation with the legendary @SrBachchan Ji, & other esteemed personalities. Such encounters add depth to important moments.
ରୂପାନ୍ତର ପଥେ ମାଲକାନଗିରି। ସତ ହେଲା ସ୍ବାଭିମାନ ଅଞ୍ଚଳର ସ୍ବପ୍ନ। ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ବିମାନବନ୍ଦର ନିର୍ମାଣ ହୋଇଛି। #malkangiri #naveenpatnaik #airport #nandighoshatv
ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାନ କରିଥିବା ଏହି ଭକ୍ତି ସଙ୍ଗୀତ ଆମ ସମସ୍ତ ଓଡ଼ିଆଙ୍କ ମନରେ ନୂଆ ଦିବ୍ୟଭାବ ଆଣିଛି । ସିୟାବର ରାମଚନ୍ଦ୍ର କୀ ଜୟ 🙏 #ShriRamBhajan
ରୂପାନ୍ତର ପଥରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରି ନବୀନ ଓଡ଼ିଶାର ବିକାଶ ମାନଚିତ୍ରରେ ଜିଲ୍ଲା ପ୍ରଗତିକୁ ନୂଆ ଦିଗ ଦେଇଛନ୍ତି। ଏହି ବିମାନବନ୍ଦର ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ମାଲକାନଗିରି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ।…
President Droupadi Murmu confers Arjuna Award, 2023 on Shri Mohammad Shami for his achievements in Cricket. His achievements are: ● Runner Up (Men’s Team) in the ICC Cricket World Cup held in India in 2023. ● Runner Up (Men’s Team) in the ICC World Test Championship held…
ନାମ:ମଳୟସେଠୀ,ଗ୍ରାମ:ବଳମ୍,ବ୍ଲକ:ନାକଟିଦେଉଳ,ଜିଲ୍ଲା:ସମ୍ବଲପୁର ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରି ଆବଶ୍ୟକ ଟଙ୍କା ପୈଠ କରିଥିଲେ ସୁଧା ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହିତାଧିକାରୀ l ତେଣୁ ଅନୁରୋଧ କରୁଛି ଯଥାଶୀଘ୍ର ସେବା ଯୋଗାଇ ଦିଅନ୍ତୁ @CMO_Odisha @DmSambalpur @EnergyOdisha @TPWesternOdisha @TataPower
ରାଜ୍ଯରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରିବା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ପ୍ରୟାସ ଏବଂ ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ @dasraghubar, OTV ପକ୍ଷରୁ ଆୟୋଜିତ Odisha Citizens Awards 2023 ପ୍ରଦାନ ଉତ୍ସବରେ ପ୍ରକାଶ କରିଛନ୍ତି l
ଧନ୍ୟବାଦ 🙏🏾
କନକ ନ୍ୟୁଜର "ଓଡ଼ିଶା ନିର୍ମାଣ କନକ୍ଲେଭ"ରେ ଯୋଗଦେଇ ରାଜନୀତିରେ ଅଭିମତ ଓ ଭିନ୍ନମତ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲି ।
Respected @SudhanshuTrived Sir 🙏🙏 Please spare 10 minutes of your valuable time and meet me sir 🙏🙏 Name -Jayanta Rout At- Nilakanthapur Post -Kakatpur PS- Kakatpur Pin- 752108 Mobile No-9438121818
🪔🪔 May Millions of lamps, illuminate your life with endless prosperity, health and wealth forever, wish you and your family a very happy *Dipawali*🙏🙏 Jay Sitaram 🚩🚩🙏🙏 Jayanta Rout
I love your optimism and will add- the people of India are trendsetters and trailblazers when it comes to innovation. We welcome the world to invest in our nation. India won’t disappoint.
INVESTING IN INDIA IS IMPROVING INDIA If you see a startup growing, does that mean it doesn't have any flaws? That it's the best in the world? That you're going to use it for everything right away? No, of course not. But you might start using it, and putting money into it, and…
@Chinmayeedas123 ମୁଁ ସମସ୍ତ ସମାଜସେବୀ ଭାଇ ଭଉଣୀ ମାନଙ୍କୁ ଭଲପାଏ ଓ ତାଙ୍କ ଚରଣେ କୋଟିପ୍ରଣାମ ,ସମସ୍ତଙ୍କ ସେବା❤️❤️🙏🙏 କିନ୍ତୁ otv ବାଲା ଯେଉଁ ଧନ୍ଦା ଲଗେଇଛି ଭୋଟ୍ ସେଇଟା ମୋତେ କାଇଁ ଠିକ୍ ଲାଗୁନି ,ମୋ ନିଜସ୍ୱ ମତାମତ , ଯେଉଁ ଟା ସତ ସେଇ ଉପରେ କହିବି ,
@Chinmayeedas123 ମୁଁ ବୁଝିପାରୁନାହିଁ otv ଯେଉଁ ଧନ୍ଦା କରିଛି ଆରେ ସମାଜ ସେବୀ ଙ୍କୁ ଆମେ କଣ ଭୋଟ୍ ଦେବୁ!! ସମସ୍ତ ସମାଜସେବୀ ଆମର ପ୍ରିୟ ଓ ଆମେ ସମସ୍ତ ଙ୍କୁ ଭଲପାଉ ତେଣୁ ଜଣେ କହିଲେ ଆମେ କେମତି ଜଣକୁ ଭୋଟ ଦେଇପାରିବୁ?
@Chinmayeedas123 Mira appa upare tankari community khusi nanhi...
@Chinmayeedas123 ଯିଏ ଭଲ କାମ କରିବ ସେ ବାହା ବାହା ପାଇବ ମୁଁ ସମର୍ଥନ କରୁଛି ଭୋଟ ମଧ୍ୟ ଦେଇଛି
@Chinmayeedas123 Please vote for Chinmayee Apa