ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଏଥିରେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ସହ ମହିଳା କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ବ୍ୟବସ୍ଥା କରାଯାଇଛି। ଏଥିସହ ୧୬ ବର୍ଷ ପରେ ଉଚ୍ଚତର ବେତନ ହାରରେ ପ୍ଲେସମେଣ୍ଟ ସ୍କେଲ୍ ସୁବିଧା ହୋଇଛି। #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଏନେଇ ପ୍ରସ୍ତାବ ହସ୍ତଗତ ହୋଇଥିଲା। ଏହାକୁ ବିଚାର କରି ମୁଖ୍ୟମନ୍ତ୍ରୀ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ₹୩.୫୦ ଲକ୍ଷ ଓ ₹୫ ଲକ୍ଷକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପ୍ରାୟ ୧୭,୫୦୦ କର୍ମଚାରୀ ଉପକୃତ ହେଉଛନ୍ତି। #NabinOdisha
@CMO_Odisha @Naveen_Odisha What about us.We the non government college staff.Sir kindly sanction new GIA Policy 2008-2018. @OSNLEA
@CMO_Odisha @Naveen_Odisha Struggle of CONTRACTUAL CO MIS AND ACCOUNTANTS OF URBAN LOCAL BODIES unde @HUDgov is still on Respected @CMO_Odisha and @MoSarkar5T for your kind consideration...Jay Jagannath 🙏 Think and feel for once...it's cost of 350 families 🙏
@CMO_Odisha @Naveen_Odisha It's our humble request before hon'ble CM Shri @Naveen_Odisha & chairman #5t Shri @VKPandiyan for the sanction of #GIA2008_2018 as soon as possible. #OSNLEA #ଜୟଜଗନ୍ନାଥ facebook.com/share/v/y2g7w4…
@CMO_Odisha @Naveen_Odisha ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେଇ ତୁରନ୍ତ 2008 ରୁ 2018 ଅନୁଦାନ କୁ ସରକାରୀ ଅନୁମୋଦନ ଦେବା ସହିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଓ 5T ଅଧ୍ୟକ୍ଷ @VKPandian0 ମହୋଦୟ ଙ୍କୁ OSNLEA ପରିବାର ତରଫରୁ ବିନମ୍ର ନିବେଦନ। #ଜୟଜଗନ୍ନାଥ #OSNLEA #GIA2008_2018
@CMO_Odisha @Naveen_Odisha Sir kindly Sanction GIA 2008-2018
@CMO_Odisha @Naveen_Odisha ସାର୍, ୫ଟି ହାଇସ୍କୁଲ ଏବଂ ସରକାରୀ ଜୁନିଅର୍ କଲେଜ ଗୁଡ଼ିକ ରେ କାର୍ଯ୍ୟ କରୁଥିବା ଧନ୍ଦାମୂଳକ ପ୍ରଶିକ୍ଷକ ଙ୍କ ପାଇଁ କଣ କରିଛନ୍ତି ?
@CMO_Odisha @Naveen_Odisha ସାର୍, ଦୟା କରି OSEPA ଗଣଶିକ୍ଷା ବିଭାଗ ଅଧିନ ରେ କାର୍ଯ୍ୟ କରୁଥିବା ଧନ୍ଦାମୂଳକ ପ୍ରଶିକ୍ଷକ ଙ୍କୁ ସ୍ଥାୟୀ ନିଯୁକ୍ତି, ଉଚିତ୍ ନିଯୁକ୍ତି ସର୍ତ୍ତାବଳୀ ଏବଂ ସମାନ କାମ କୁ ସମାନ ଦରମା ପ୍ରଦାନ୍ କରନ୍ତୁ 🙏 ପ୍ରଶିକ୍ଷକ ମାନେ ହେଲେ Highly qualified। କିଏ MBA, Btech, PHD ଇତ୍ୟାଦି କରିଛନ୍ତି UGC,AICTE approved college ରୁ 🙏
@CMO_Odisha @Naveen_Odisha ଆମକୁ ନିଯୁକ୍ତି ଦରକାର। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରି ଏକ ଐତିହାସିକ ପଦକ୍ଷେପ ନିଅନ୍ତୁ। ଯାହା ଫଳରେ 1.5 ଲକ୍ଷ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଉପକୃତ ହେବା ସହ 8000 ରୁ ଉର୍ଦ୍ଧ୍ବ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ସୁଯୋଗ ପାଇ ପାରିବେ।