ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। OTET ପାସ୍ କରିଥିବା ଗଣଶିକ୍ଷକଙ୍କୁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରିବା ସହ ଇନ୍କ୍ରିମେଣ୍ଟ ପାଉନଥିବା ସହକାରୀ ଶିକ୍ଷକଙ୍କୁ ପ୍ରଦାନ କରାଯିବ ବାର୍ଷିକ ଇନ୍କ୍ରିମେଣ୍ଟ। ଏଥିସହ OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ମାସିକ ପାରିଶ୍ରମିକ ₹୭,୦୦୦ରୁ ₹୧୦,୦୦୦କୁ ବୃଦ୍ଧି ହୋଇଛି। #5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଏନେଇ ଗଣଶିକ୍ଷକମାନଙ୍କ ପ୍ରସ୍ତାବ ହସ୍ତଗତ ହୋଇଥିଲା। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେଉଛନ୍ତି।#NabinOdisha
@CMO_Odisha @Naveen_Odisha It's our humble request before hon'ble CM Shri@Naveen_Odisha & chairman #5t Shri @VKPandiyan for the sanction #GIA2008_2018 as soon as possible. #OSNLEA
@CMO_Odisha @Naveen_Odisha It's our humble request before hon'ble CM Shri @Naveen_Odisha & chairman #5t Shri @VKPandiyan for the sanction #GIA2008_2018 as soon as possible. #OSNLEA
@CMO_Odisha @Naveen_Odisha Stop fake vote bank politics. Your Govt can provide regular teachers recognition to (PTI) part time music & sports teachers & forcing them to work at Rs 5400/- PM but have enough money for Gana sikhyaka and angonbari workers. 2024 election will be the end of black erra.
@CMO_Odisha @Naveen_Odisha Abolish contractual system for junior Teacher
@CMO_Odisha @Naveen_Odisha BRILLIANT TUTORIAL india pvt ltd has taken initiative to help 10 state boards students along with CBSE ODISHA state board projects also we have started. For 2025 academic year exam preparation students will get our quality material to read We are helping maximum rural students