ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଭିତ୍ତିଭୂମି ହେଉଛି ମଜଭୁତ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha #5T ହାଇସ୍କୁଲ ରୂପାନ୍ତରଣ ଅଭିଯାନର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁରର ୮୭ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି। ସ୍କୁଲ ରୂପାନ୍ତରଣ ୪ର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବାବେଳେ ରାଜ୍ୟରେ ସମୁଦାୟ ୮୬୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି।#OdishaSchoolTransformation
ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ରଖିଛନ୍ତି। ଓଡ଼ିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡ଼ିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଛନ୍ତି। #Odisha #5T
@CMO_Odisha @Naveen_Odisha ଓଡ଼ିଶାରେ ଗ୍ରନ୍ଥାଗାରିକ ପାଇଁ କଣ କରିଛ ? ୫ଟି ରୂପାନ୍ତରିତ ହାଇସ୍କୁଲ ,କଲେଜ ୟୁନିଭରସିଟି ଓ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଯୋଉ ହଜାର ହଜାର ସଂଖ୍ୟାରେ ଗ୍ରନ୍ଥାଗାରିକ ପଦବୀ ଖାଲି ପଡ଼ିଛି ସେହି ଖାଲି ପଡ଼ିଥିବା ଗ୍ରନ୍ଥାଗାରିକ ପଦବୀ ୨୪ ବର୍ଷ ଶାସନ ସରକାରରେ ନିଯୁକ୍ତି ପ୍ରଦାନ କରିପାରିଲେ ନାହିଁ ,ଏହାଠୁ ବଡ ଦୁଃଖର ବିଷୟ କଣ ହୋଇପାରେ
@CMO_Odisha @Naveen_Odisha What about primary teachers sir? What about primary education sir? What is important sir? Primary education or secondary? Please clarify
@CMO_Odisha @Naveen_Odisha In Odisha, 87 schools have been transformed in the 4th phase of the '5T High School Transformation Program', indicating a robust push towards improving education quality.
@CMO_Odisha @SMEOdisha @Naveen_Odisha ଏଥର କେରଳ ଭଳି ଯାଜପୁର ରୁ ପିଲା ବାହାରିବେ ଜଣା ପଡ଼ୁଛି
@CMO_Odisha @Naveen_Odisha ସେ ଯାହା ବି ହେଉ, ବିଗତ ୪-୫ ବର୍ଷ ମଧ୍ୟରେ ଓଡ଼ିଶାର ସର୍ବାଧିକ ବିକାଶ ହୋଇଛି।। ତେଣୁ ଧନ୍ୟବାଦ୍ 🙏🙏🙏