BJD DIGITAL WING @BJDDIGITALWING
Official Twitter handle of BJD DIGITAL WING, responsible for the Social Media, Application, website & other digital presence of the party. use #BJDdigitalwing . bjddigitalitwing.wixsite.com/bjddigitalwing India Joined August 2020-
Tweets4K
-
Followers5K
-
Following181
-
Likes10K
ନୂଆବର୍ଷର ପ୍ରଥମ ଦିନରୁ ଖାଉଟିଙ୍କ ଉପରେ କେନ୍ଦ୍ରର ପାହାର। ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼, ଆଗକୁ ଭାଙ୍ଗିଯିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ହାଡ଼। ବିଜେପି ସରକାର ଥିବା ଯାଏଁ ମିଳିବନି ଖାଉଟିଙ୍କୁ ନିସ୍ତାର। #BJDDigitalWing
ଓଡ଼ିଶା ପ୍ରଗତିର ଆଉ ଏକ ପଦଚିହ୍ନ। ରାଜ୍ୟର ବେରୋଜଗାରୀ ହାର ସର୍ବନିମ୍ନ। ବେକାରୀ ହ୍ରାସରେ ଓଡ଼ିଶା ଶ୍ରେଷ୍ଠ । ଗୌରବ ଆଣିଲା ନବୀନ ଶାସନ । #BJDDigitalWing @Naveen_Odisha @bjd_odisha @pranabpdas
ସ୍ମାର୍ଟସିଟିରେ ସ୍ମାର୍ଟ ସେବା ଯୋଗାଇବ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' । ଗୋଟିଏ ଛାତ ତଳେ ଲୋକଙ୍କୁ ସମସ୍ତ ଡିଜିଟାଲ ସେବା ଯୋଗାଇଦେବାକୁ ନବୀନ ସରକାରଙ୍କ ପ୍ରୟାସ। #BJDDigitalWing @Naveen_Odisha @bjd_odisha @pranabpdas
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ। କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିଜି ପାଠ୍ୟକ୍ରମ। ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing @Naveen_Odisha @bjd_odisha @pranabpdas
ଟୁଇନସିଟିରୁ ଷ୍ଟିଲ ସିଟି, ହକି କ୍ରେଜ ସବୁଠି। ସଜେଇ ହୋଇଛି ସହର, ସଂଭ୍ରମ କରୁଛି ସୌନ୍ଦର୍ଯ୍ୟ । ଆନମନା କରୁଛି ଭବ୍ୟ ଆୟୋଜନ, ଏ ସ୍ପର୍ଶ ତ ନବୀନଙ୍କର। #BJDDigitalWing @Naveen_Odisha @bjd_odisha @pranabpdas
ସିଏ ଜନଗଣର ନେତା, ଜାତିର ସ୍ୱାଭିମାନ, ଜନହିତକର ଯୋଜନାର ଜନକ, ରୂପାନ୍ତରିତ ଓଡିଶାର ନିର୍ମାତା । ତାଙ୍କ କାମ ପରଫେକ୍ଟ, ଭିଜନ୍ ସ୍ପଷ୍ଟ । ସେଇଥିପାଇଁ ତ' ଆମ ରାଇଜ ଆଜି ସବୁଥିରେ ଶ୍ରେଷ୍ଠ । #BJDDigitalWing @Naveen_Odisha @bjd_odisha @pranabpdas
ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି । #BJDDigitalWing @Naveen_Odisha @bjd_odisha @pranabpdas
ବିପତ୍ତି ବେଳେ ଆସିଲ, ବିକାଶର ଶୀର୍ଷରେ ପହଞ୍ଚାଇଲ । ଶ୍ରୀହୀନ ଓଡ଼ିଶା ଆଜି ସମୃଦ୍ଧ। ତୁମ ସମର୍ପିତ ସେବା ବଦଳାଇଛି ଓଡିଶାର ରୂପରେଖ । ସେଥିପାଇଁ ତ' ତୁମେ ପ୍ରତିଟି ଓଡିଆଙ୍କ ପାଇଁ ତୁମେ ମହାନାୟକ । #BJDDigitalWing @Naveen_Odisha @bjd_odisha @pranabpdas
ନୂଆବର୍ଷ ପୂର୍ବରୁ ଖୁସି କରିଦେଲେ ନବୀନ । ମହଙ୍ଗା ଭତ୍ତା ବୃଦ୍ଧିରେ ମାରିଲେ ମୋହର, ଉପକୃତ ହେବେ ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀ । #BJDDigitalWing @Naveen_Odisha @bjd_odisha @pranabpdas @BYJD_Odisha
ମହିଳାମାନଙ୍କୁ ସଶକ୍ତ ଏବଂ ସମର୍ଥ କରାଇବା ସ୍ୱଚ୍ଛ ସରକାରଙ୍କର ଗୁରୁଦାୟିତ୍ୱ। ସେଇଥିପାଇଁ ତ' ନବୀନ ବାବୁଙ୍କ ପାଇଁ ଆଜି ଓଡିଶାର ନାରୀଶକ୍ତି ବିଶ୍ୱରେ ପରିଚିତ। #BJDDigitalWing @Naveen_Odisha @bjd_odisha @pranabpdas @mission_shakti
ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ହାତପାହାନ୍ତାରେ ଯୋଗାଇ ଦେବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ହସ୍ପିଟାଲର କରାଯାଉଛି ନବକଳେବର । #BJDDigitalWing
ମିଛ କହିବା ବନ୍ଦ କରୁ ବିଜେପି। ଖାଲି ପ୍ରଚାରରେ ମାତିଲେ ହେବନି, ସତ ଜାଣିବା ବି ଦରକାର। ଓଡିଶାର ୬୨୭୮ ଗାଁକୁ ମୋବାଇଲ ନେଟୱର୍କ ଆସୁନି। ୫-ଜି କେମିତି ସମ୍ଭବ ହେବ ? ଆଗ ଟାୱାର ବସାଅ, ପରେ ୪-ଜି କଥା କହିବ।
ଡାକ୍ତର ଦେଖାଇବାକୁ ରୋଗୀ କରିବେନି ଅପେକ୍ଷା। ସରିଲା ପ୍ରତୀକ୍ଷା, କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେବ ସ୍ନାତକୋତ୍ତର ମେଡିକାଲ ଶିକ୍ଷା। ସୁସ୍ଥ ଓଡ଼ିଶା ଅଭିଯାନରେ ଆଉ ପାଦେ ଆଗେଇଲା ଓଡ଼ିଶା। #BJDDigitalWing @Naveen_Odisha @bjd_odisha @pranabpdas
ପ୍ରେରଣାର ୨୫ ବର୍ଷ ପାର କରି ୨୬ରେ ପାଦ ଦେଇଛି ବିଜେଡି । ଓଡିଶାର ବିକାଶ, ଓଡିଆଙ୍କ ଉନ୍ନତି, ଏ ଜାତିର ସେବା ଓ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ସମର୍ପିତ । #BJDDigitalWing @Naveen_Odisha @bjd_odisha @pranabpdas
ସଫଳତାର ଆୟୁଧ ହେଉଛି ସମୟର ସଦୁପଯୋଗ । ଯାହାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୟାନୁବର୍ତ୍ତିତା ତାଙ୍କ ବ୍ରତ, ଠିକ୍ ସମୟରେ ଠିକ୍ କାମ ନବୀନ ଶାସନର ମନ୍ତ୍ର। #BJDDigitalWing @Naveen_Odisha @bjd_odisha @pranabpdas
ହକ୍ ମିଳୁନି, ଅଧିକାରକୁ ବି ଅଣଦେଖା। ଓଡିଶାର ଭଲ ଚାହୁଁନି କେନ୍ଦ୍ର, ସବୁ କଥାରେ କରୁଛି ହତାଦାର । ମନେ ପଡିଗଲେ ନିର୍ବାଚନ, ଓଡିଶା ଆସି କରୁଛନ୍ତି ପ୍ରହସନ। #BJDDigitalWing
ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି। ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ୱାଭିମାନକୁ ଆଗେଇ ନେବା ପାଇଁ ସବୁବେଳେ କାର୍ଯ୍ୟ କରିଆସିଛି ଦଳ। ଆଗାମୀ ଦିନରେ ସବୁ ପରିବାରର ସହଯୋଗ ସହ ଏକ ଉନ୍ନତ ଓ ବିକଶିତ ଓଡିଶା ଗଠନ ଦିଗରେ କାର୍ଯ୍ୟ ପାଇଁ ଆହ୍ୱାନ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing
ସେ ସରଳ ଯେତିକି, ସମୟାନୁବର୍ତ୍ତୀ ସେତିକି। କଥା କମ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ସମୟର ସଦୁପଯୋଗ କରିବାରେ ସିଦ୍ଧହସ୍ତ। ତେଣୁ ତ ସେ କର୍ମପ୍ରବଣ ଓ କର୍ତ୍ତବ୍ୟନିଷ୍ଠର ବଡ଼ ଉଦାହରଣ। #BJDDigitalWing
ମାଆମାନେ ଆଗେଇ ଆସନ୍ତୁ, ଉଦ୍ୟୋଗୀ ହୁଅନ୍ତୁ । ଅନୁଗୁଳର ମିଶନ ଶକ୍ତି ମାଆମାନଙ୍କୁ ୨୪୨ କୋଟି ଟଙ୍କାର ନୂଆବର୍ଷ ଉପହାର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । #BJDDigitalWing @Naveen_Odisha @bjd_odisha @pranabpdas
୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସାଙ୍ଗକୁ ୧୮୦୫ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ବିକାଶର ରାସ୍ତାରେ ଅନୁଗୋଳକୁ ଆହୁରି ଆଗେଇ ନେବାକୁ ସଂକଳ୍ପବଦ୍ଧ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing
Subrat Chhatoi @subratchhatoi
5K Followers 498 Following Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwingAnubhav Mohanty @AnubhavMohanty_
108K Followers 1K Following Actor | BJP Leader | Member of Parliament, Lok Sabha, Kendrapara | Former Member of Parliament, Rajya Sabha | Views are Personal | RTs not Endorsment |PRAMILA MALIK 🇮�.. @pramila_mallick
24K Followers 593 Following Tweets r pure personal. RTs not endorsement.Sujeet Kumar 🇮🇳 @SujeetKOfficial
10K Followers 843 Following BJD Member of Parliament (RajyaSabha)/Lawyer! Heart belongs to Kalahandi; Soul to India! Philosophy: Live & let Live! #blackcoffee #nature #history #tribalartDipali senapati @Dipalisenapati4
3K Followers 2K Following ସଭାନେତ୍ରୀ,ବିଜୁ ମହିଳା ଜନତା ଦଳ, ନିଆଳୀ ବ୍ଲକ ତଥା ଡିଜିଟାଲ ସମ୍ପାଦିକା,ବିଜୁ ମହିଳା ଜନତା ଦଳ,କଟକ ଜିଲ୍ଲାSubash Singh @SSingh_odisha
3K Followers 28 Following Mayor Cuttack, Social Activist, Trade Union Leader, Former MP (Rajya Sabha) || BJD OdishaRashmita Nayak @Rashmita1993
9K Followers 278 Following State Secretary , Biju Mahila Janata Dal Bhadrak... @what others think of me is none of my business.Bijaya Nayak(Biju-Nav.. @BijayaKuNayak
2K Followers 1K Following BJD State General Secretary & District Observer Kandhamal, Chairman Odisha State Seeds Croporation. Former EC (Mos Rank) SYWB | Views are PersonalSwarup Kumar Das @SwarupDas_Bls
3K Followers 1K Following MLA in Odisha Legislative Assembly from Balasore Constituency. Biju Janata Dal, Odisha. Views Personal, RT isn't endorsement.Manas Ranjan Sahoo @RmManas
1 Followers 115 FollowingGanpati @Ganpati587082
8 Followers 112 Following𝓢𝓲𝓵𝓮𝓷�.. @silentwalkersm
7 Followers 80 Following We live in a fantasy world, a world of illusion. The great task in life is to find reality.Amit Gourav Sasmal @amitgouravsasma
26 Followers 88 Following𝓜𝓻 𝓝𝓪𝔂.. @Mr_Nayak07
33 Followers 321 Following PROUD INDIAN 🇮🇳 FIGHT FOR TRUTH ✌️ WORKING ON FACTS 👍Upendra Jena @odiatweetbaba
692 Followers 2K Following #Google Map Crowdsource Contributor #Content Creator #Traveller #Tech Lover #odisha #odiaMIRCHA CATERING SERVI.. @Mircha_Catering
64 Followers 784 Following Mircha Catering: We provide Quality Catering Services at the Most Affordable Rate ||Contact for Food Order- 8144081092 Contact for Catering Service-7853053050@Jagannath Pradhan�.. @Jaganna68834482
23 Followers 135 Following ବିଜୁ ଛାତ୍ର ଜନତା ଦଳ #BCJD MA #Pol.Science & Public Admi.student social worker & secular person 🎓🇮🇳 #Balasore #odisha #ଆମେ_ଓଡି଼ଆ_ଭାରି_ବଢିଆ। 🕉️☸️☪️✝️...🛐!Pritiprajna Nayak @Pritiprajna03
0 Followers 10 FollowingBibhutibhusanparija @Bibhutibhu73465
33 Followers 336 FollowingGautam Pradhan @BijuNibash7852
3 Followers 55 FollowingSangram Keshari Nayak.. @sangram00084243
85 Followers 459 Following General Secretary, BIJU YUVA JANATA DAL . KENDUJHAR.SOUMYA RANJAN SAHOO @SOUMYAR78830867
30 Followers 719 Following student,Bhubaneswar, odisha, India🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳Balaram Tarai @BalaramTar44677
150 Followers 1K Following At-Gaytrinagar ,lane-3, Bidanasi,Cuttack _753014 tel phone _06713597929, 9937014646,7852938747Mantu Sahoo @MantuSa08313856
9 Followers 54 FollowingBikash Mukherji @BikashMukherji
320 Followers 943 FollowingMcThease @McThease30147
53 Followers 760 FollowingBaabadurgeswaragramya.. @Baabadurge30922
3 Followers 58 FollowingDILLIP KUMAR BAGAR @dillipkumar990
203 Followers 3K Following Loves Travel✈️, Tea☕, winters sunshine,,🌥️ ଦିନେ ତ ମରିବି କାହିଁ କି ଡରିବି ? ପଢ଼ିବି !📝 ଲଢିବି!!🤛 ଜିତିବି!!!💪Sheytha @Sheytha252502
79 Followers 836 Following@Anshuman Panigrahi @AnshumanPanigr7
13 Followers 93 Following wants to help the needy......... patriotic person, wants to be a good human being & try to live my dreamSanat Kumar Sahu @Sanat_Odisha
378 Followers 3K Following Founder & Managing partner of Aadarsh Seva . https://t.co/Xe5MnxaPFj https://t.co/sdOblc5pEARanjan Kumar Pradhan @pradhanranjan4u
0 Followers 11 FollowingPhakira Padhan @phakirapadhan1
5 Followers 156 Following i am A iNDiAn FarmeR , social worker , Pacs President ,Work at @BJD4Odisha @bjd_odishaSomanath Sethi (Modi .. @SomanathSethi0
286 Followers 1K Following ସତ୍ୟ ମେବ୍ ଜୟତେ । ଧର୍ମର ହେବ ଜୟ । ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି । ଜୟ ମା ଭାରତୀ । ଭାରତ ମାତା କି ଜୟ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ସମାନ ।NilaDrisaya Media @NilaDrisayaLive
27 Followers 265 Following | ପାରଦର୍ଶିତାର ପରିଚୟ | Identification of Transparency |SUBRAJIT MOHANTY 🇮.. @Subrajit_AKS
59 Followers 573 Following Try my best for a better service to poor,needy & socially neglected people whatever possible by me.Amaresh Guru @AmareshGuru1
211 Followers 697 FollowingKishan kumar. @Kishank46372848
18 Followers 124 Following SOCIAL MEDIA INCHARGE OF BCJD BIRIDI BLOCK💚.Sweety Sahu @SweetyS18154438
31 Followers 47 Following I’m a social worker,and fights for human rights n dignity for my community and https://t.co/gLFT4qKaJb present occupation is Sakhi CBO President.Biswajit Dash @Biswajit4040
3 Followers 8 FollowingAMIT BEBORTA @AmitBeborta
28 Followers 571 Followingtu2 @TutuDas20265030
58 Followers 226 FollowingDeba Deba @DebaDeb30059483
13 Followers 91 FollowingNaveen Patnaik @Naveen_Odisha
3.6M Followers 24 Following Chief Minister of Odisha; President, Biju Janata Dal.Pranab Prakash Das @pranabpdas
146K Followers 30 Following MP Candidate of Sambalpur Organisational Secretary, Biju Janata DalBiju Janata Dal @bjd_odisha
386K Followers 35 Following The Official handle of Biju Janata Dal, Odisha. Join us on : https://t.co/hsEbWu5elZI & PR Department, Od.. @IPR_Odisha
736K Followers 96 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରSubrat Chhatoi @subratchhatoi
5K Followers 498 Following Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwingBCJD @odishabcjd
29K Followers 282 Following Official page of largest student wing of Odisha and Biju Janata DalRanendra Pratap Swain @rajaaswain
79K Followers 82 Following Minister, Agriculture & FE and Fisheries & ARD. Seven Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.Manas Mangaraj @manasrmangaraj
13K Followers 37 Following Member of Parliament (Rajya Sabha), General Secretary (Media Affairs), National Spokesperson - Biju Janata Dal Ex- Media Advisor, Govt. of OdishaDr. Amar Patnaik @Amar4Odisha
47K Followers 718 Following former MP (RS), BJD National Spokesperson & Head, IT Wing. Fmr. Accountant General, now an Advocate & Academic, MBA, MPM (LKY & Harvard), CIA, CFEDevi Ranjan Tripathy @tripathy_devi
16K Followers 269 Following Member of Legislative Assembly, Banki - Baranga Assembly Constituency || President, Biju Chhatra Janata Dal, Odisha || Biju Janata Dal (BJD)Odisha Sports @sports_odisha
147K Followers 237 Following Official account of Department of Sports and Youth Services, Govt. of Odisha. #OdishaForSports | FB: sports.odisha | Insta: sports_odishaSamir Ranjan Dash @samirdash01
164K Followers 8 Following Former School & Mass Education Minister, Government of OdishaTukuni Sahu @TukuniSahu
36K Followers 268 Following Water Resources, Commerce & Transport Minister, Govt.of.Odisha. MLA TITILAGARH Dist President Biju Janata Dal,Bolangir Tweets are personal,RT is not endorsementPratap Jena @jenapratap66
81K Followers 27 Following Peoples representative of Mahanga Assembly Constituency.Anubhav Mohanty @AnubhavMohanty_
108K Followers 1K Following Actor | BJP Leader | Member of Parliament, Lok Sabha, Kendrapara | Former Member of Parliament, Rajya Sabha | Views are Personal | RTs not Endorsment |MoSarkar 5T @MoSarkar5T
165K Followers 20 Following Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.Biju Yuva Janta Dal @BYJD_Odisha
32K Followers 49 Followingଡ଼ଃ ସସ୍�.. @sasmitpatra
45K Followers 629 Following Member of Parliament, Rajya Sabha from Odisha; National Spokesperson, Biju Janata DalThe News Insight (TNI.. @TNITweet
3K Followers 596 Following News Headlines 24x7, Scoop, Breaking News. Authentic, Credible News & Info. Political Intelligence.Invincible Ami @invincible_ami7
676 Followers 3K Following Any idiot can get laid when they're famous, -That's easy- It's getting laid when you're not famous that takes some talent.!.The Certified King of.. @BABYBOYSTL
523 Followers 4K Following my name is Babyboythaboss straight outta #STL I'ma 🎮 #Vlogger🤳 #creator💻 @Youtube a member of #TrioOfLunatics family , a #DAD fun personality etc.☮️ & 💕Loma Ahmed @Lamloom_A7med
35 Followers 89 FollowingGoutam Buddha Das @goutambuddha71
1K Followers 357 Following Proud Odia. State Spokesperson of Biju Janata Dal. Seeker of Truth and Knowledge, Believe in Humanity, Love Nature. Think Globally, Act Locally.Byomakesh Ray @Byomakesh_Ray
1K Followers 125 Following MLA, Chandbali, Chairperson, Planning Committee Bhadrak President, Biju Yuva Janata Dal Spokesperson Biju Janata Dal.Sujeet Kumar 🇮🇳 @SujeetKOfficial
10K Followers 843 Following BJD Member of Parliament (RajyaSabha)/Lawyer! Heart belongs to Kalahandi; Soul to India! Philosophy: Live & let Live! #blackcoffee #nature #history #tribalartAll India Radio News @airnewsalerts
3.3M Followers 133 Following Official account of News Services Division, Akashvani.Follow us on WhatsApp at:https://t.co/nx7xkXfTdVDebi Prasad Mishra @SriDebiMishra
10K Followers 214 Following Vice President Biju Janata Dal and former minister, Govt. of Odisha, MLA representing Badamba Narsinghpur assembly constituency..Sustha Odisha @sustha_odisha
2K Followers 2 Following ଓଡ଼ିଶାର ସ୍ୱାସ୍ଥ୍ୟସେବାରେ ନବୀନ ଯୁଗ The dawn of a new era in Odisha's healthcare. #BSKY #SusthaOdishaBismay Sahoo @__bismay__
178 Followers 101 Following SOCIAL MEDIA INCHARGE OF BYJD CUTTACK CITY💚 & OFFICIAL FACEBOOK AND TWITTER PAGE HANDLER OF @BJDDIGITALWING 💚💚Odisha Cricket Associ.. @cricket_odisha
4K Followers 126 Following The official twitter account of Odisha Cricket Association, follow for all the latest updates.Fisheries & ARD Depar.. @farddept
56K Followers 193 Following Department of Fisheries & Animal Resources Development Department of Government of Odisha aims on overall development of Fisheries & Animal Resources in OdishaSCB Medical college &.. @SCBMCHCTC
5K Followers 21 Following Shrirama Chandra Bhanja Medical College Hospital is the premier & biggest Govt. Hospital of the Odisha, comparable to the very best of its kind in our country.OdishaLIVE @OdishaLIVE
2K Followers 666 Following Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVESBTC Odisha @OdishaSbtc
1K Followers 26 FollowingBSF_ODISHA @BSFODISHA
14K Followers 105 Following Official handle of Frontier Odisha, Border Security Force, India's first line of defence.Kalia @KALIAforOdisha
7K Followers 2 Following Krushak Assistance for Livelihood and Income Augmentation (KALIA) is a scheme to empower small, marginal farmers and the landless in Odisha.E&IT Department Odish.. @EIT_Odisha
80K Followers 140 Following Official Twitter handle of Electronics & Information Technology Department, Government of Odisha. All posts free for use under- CC by 4.0Collector Deogarh @Deogarhdistadmn
7K Followers 140 Following Collectorate, Deogarh. Govt. of OdishaEnergy Odisha @EnergyOdisha
97K Followers 65 Following Energy Department Government of Odisha||Mission: reliable, affordable and quality power for all || Energy transition for sustainable future||Deptt. of Water Resou.. @OdishaWater
93K Followers 124 Following Pʟᴀɴ, Dᴇᴠᴇʟᴏᴘ ᴀɴᴅ Mᴀɴᴀɢᴇ ᴛʜᴇ Wᴀᴛᴇʀ Rᴇsᴏᴜʀᴄᴇs ᴏf ᴛʜᴇ sᴛᴀᴛᴇ ᴏf ᴏᴅɪsʜᴀNHM Odisha @nhmodisha
44K Followers 5 Following Official Twitter account of National Health Mission, Odisha.GA & PG Dept. Odisha @gapg_dept
99K Followers 77 Following General Administration & Public Grievance Department for higher Civil Services.Department Facebook Page :https://t.co/ddTYWbOgqKRevenue & DM Departme.. @rdmodisha
137K Followers 33 Following Sri Satyabrata Sahu, IAS, Additional Chief SecretaryOSDMA Odisha @osdmaodisha
21K Followers 90 Following Odisha State Disaster Management Authority: A Govt of Odisha InstitutionLabour & ESI Dept. Go.. @LESIOdisha
50K Followers 64 Following It is the Nodal Department for formulating Plans, Policies and programmes for development of Labourers including child labourers.Finance Department @FdOdisha
146K Followers 96 Following Official Account of Finance Department, Government of Odisha.Higher Education Depa.. @DHE_Odisha
187K Followers 15 Following Official X Handle of Higher Education Dept., Govt. of Odisha. Shri Aravind Agrawal, IAS, Commissioner-cum-Secretary to GovernmentSkilled in Odisha - O.. @skilled_odisha
21K Followers 89 Following Official Handle of Odisha Skill Development Authority, Government of OdishaCooperation Odisha @Coop_Odisha
57K Followers 65 Following Official Twitter Handle of Cooperation Department, Government of OdishaHandlooms,Textiles & .. @HTH_Odisha
26K Followers 151 Following Official Twitter handle of Department of Handlooms, Textiles & Handicrafts, Government Of Odisha.ବାଣିଜ୍ୟ.. @CTOdisha
88K Followers 252 Following C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.Invest Odisha @InvestInOdisha
69K Followers 177 Following All you need to know about investing in Odisha, India's top investment hub! Explore the policies, growth prospects and more. #InvestInOdishaSkill Development and.. @SDTEOdisha
48K Followers 335 Following Official account of Skill Development and Technical Education Department, Government of Odisha. #SkilledInOdishaEducationOdisha @SMEOdisha
248K Followers 22 Following Department of School & Mass Education, Govt. of Odisha. #EducationForAllFoodOdisha @Food_Odisha
92K Followers 99 Following Food Supplies & Consumer Welfare Department, Government of OdishaSRC, Govt of Odisha @SRC_Odisha
217K Followers 23 Following The Special Relief Commission deals with disaster management in eastern Indian state of Odisha. https://t.co/NoSAqLnMbuOCAC Odisha @OCAC_Odisha
4K Followers 14 Following Official Twitter handle of Odisha Computer Application Centre, Technical Directorate of E & IT Department, Govt. of OdishaIDCO Odisha @idco_odisha
19K Followers 55 Following IDCO is the nodal agency of Government of Odisha for creation and development of Industrial Infrastructure in the State.Odisha Tourism @odisha_tourism
1.2M Followers 223 Following India's Best Kept Secret, Official Twitter handle Odisha Tourism, Government of Odisha #OdishaTourism #EcoRetreatOdishaChiefSecyOdisha @SecyChief
277K Followers 58 Following The Chief Secretary is the head of Civil Service in the State Government . Sri Pradeep Jena, IAS is the current Chief Secretary of Odisha.Planning & Convergenc.. @PCDept_Odisha
18K Followers 60 Following Planning & Convergence Department plays a major role in evolving effective and sustainable strategies for overall development of the State.BSNL_Odisha @BSNL_OR
6K Followers 35 Following Official Twitter Handle of Bharat Sanchar Nigam Ltd. , Odisha Circle (A Govt of India Enterprise).ପବିତ୍ର ଇଦ୍-ଉଲ୍-ଫିତର୍ ପର୍ବ ଉପଲକ୍ଷେ ମୋର ପ୍ରିୟ ରେମୁଣା ତଥା ରାଜ୍ୟବାସୀ ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । #EidMubarak @Naveen_Odisha @bjd_odisha @pranabpdas @Vkpandianfancl1 @BJDDIGITALWING
.@dpradhanbjp ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ।
ଆପଣଙ୍କ ଦଳର ବିଧାୟକ ବୋଲି ସେ କ'ଣ ଆଇନର ଉର୍ଦ୍ଧ୍ଵରେ? ଭାଇ, ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ଯ ସମସ୍ତେ ଭଲ ଭାବେ ଜାଣନ୍ତି।
କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି?
ଏକ ଖାଦ୍ୟ ପ୍ୟାକେଟ ଭିତରେ ଜିଅନ୍ତା ପୋକ ଚାଲୁଥିବା ନେଇ ଜଣେ ଗ୍ରାହକ ଆମକୁ ମେଲ କରି ଜଣାଇଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ ସେଠାକୁ ଯାଇ ଯାଞ୍ଚ କରି, ଫୁଡ ସେଫ୍ଟି ଓ ଷ୍ଟାଣ୍ଡାର୍ଡସ ଆକ୍ଟର ଧାରା ୩୨ ଅନୁସାରେ ଏହି ଷ୍ଟୋରକୁ ନୋଟିସ କରାଯାଇଛି। @CMO_Odisha @Food_Odisha @bmcbbsr @rajaaswain @bejonmisra
ନବରଙ୍ଗପୁର ଜିଲ୍ଲାରେ 'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା' ଆରମ୍ଭ ଦ୍ଵାରା ଲୋକଙ୍କୁ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧାରେ ମିଳିପାରୁଛି। ଜିଲ୍ଲାରେ ଏହି ସେବା ଆରମ୍ଭ ହେବାର ପ୍ରଥମ ଦିନରେ ଚିକିତ୍ସା ପାଇଁ ୨୧୮ ଜଣଙ୍କର ପଞ୍ଜିକରଣ ଓ ୬ ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି। #SusthaOdisha
ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ଜନ୍ମସ୍ଥାନ ପର୍ଯ୍ୟଟନ ସ୍ଥଳରେ ପରିଣତ ହେବ । ଆଦର୍ଶ ଗ୍ରାମ ହେବ ସତ୍ୟଭାମାପୁ୍ର । #BJDDigitalWing
👉A #BloodDonation camp was organized at #Salipur, #Cuttack by #JeevanBindu coordinator Shri @BiswalOfficial under the leadership of MLA Shri @prasanta_MLA which collected a total of 41 units. 👉Shri Prasant Behera has donated blood to encourage the donors in the camp.
ଆଜି କଟକ ସି.ଡ଼ି.ଏ-୯ ସ୍ଥିତ ଶକୁନ୍ତଳା ପ୍ୟାଲେସ୍ ଠାରେ 'ବିଜୁ ଜନତା ଦଳ, ବାରବାଟୀ-କଟକ, କଟକ ସିଟି, ୱାର୍ଡ଼ ନଂ-୩' ତରଫରୁ ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ 'ରକ୍ତଦାନ ଶିବିର'ରେ ଅତିଥି ଭାବେ ଯୋଗଦାନ ଅବସରରେ। ଏପରି ଏକ ମହତ୍ କାର୍ଯ୍ୟ ପାଇଁ ସମସ୍ତ ଆୟୋଜକ ସଦସ୍ୟ ବୃନ୍ଦ, ...୧
👉#OdishaMoParivar helpdesk associate Shri @biswo_mohanty guided through all the tests and Surgeon’s consultations along with guiding for #BSKY paperwork. @CMO_Odisha @Naveen_Odisha @bjd_odisha @BJDITWing @BJDDIGITALWING @MoSarkar5T
Proud & Glorious Moment for #Bargarh Dist. India Today Group ତରଫରୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପାରଦର୍ଶିତା ପାଇଁ ଯୋଗ୍ୟ ବିବେଚିତ ଜିଲ୍ଲା ମାନଙ୍କୁ ଆସନ୍ତା ଏପ୍ରିଲ 29 ତାରିଖ KIIT Auditorium Bhubaneswar ରେ ଆୟୋଜିତ #India_Today_State_of_the_State_Conclave ରେ ପୁରସ୍କୃତ କରାଯିବ।
My tribute to Maharaja Krishna ch. Gajapati Narayan Dev,one of the leaders in the formation of a separate state of Odisha. With the progress of Odisha, he will always be remembered for his contribution for healthy society and public welfare- through education and literature.
ଖୋର୍ଦ୍ଧାର ବାସନ୍ତି ପରିଡ଼ା #BijuSwasthyaKalyanYojana ରେ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁଁ ନିଜର ଚିକିତ୍ସା କରାଇପାରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ଯୋଜନା ନୂଆ ଅଧ୍ୟାୟ ଯୋଡିଛି। #SusthaOdisha
ମ୍ୟାଲେରିଆ ଏକ ମାରାତ୍ମକ ରୋଗ। ଏହି ରୋଗରୁ ରକ୍ଷା ପାଇବା ପାଇଁ ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିବା ସହ ପ୍ରତିଦିନ ମାଶାରୀ ଟାଙ୍ଗି ଶୋଇବା ନିହାତି ଆବଶ୍ୟକ। ସ୍ୱଚ୍ଛ ପରିବେଶ, ସୁନ୍ଦର ସ୍ବାସ୍ଥ୍ୟ #ZeroMalaria #OdishaCares #WorldMalariaDay
ପଚାରୁଥିଲ ମୋ ନେତା କିଏ ଇଏ ହଉଛନ୍ତି ମୋ ନେତା ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ବାଙ୍କୀ ଶ୍ରୀ @tripathy_devi (ଟୁବୁ ଭାଇ )ଆଉ ମୋ ନେତା ପାଇଁ ମୁଁ ଗର୍ବିତ । ସଦା ସର୍ବଦା ଲୋକଙ୍କ ର୍କ ସହ ଅଛନ୍ତି ଆମ ଭାଇ ଏମିତି ଭାଇ ଜଗତେ ନାହିଁ ସେ ଥାନା ହେଉକି ଡାକ୍ତରଖାନା ସବୁଠି କର୍ମୀମାନଙ୍କ ପାଇଁ ଲଢେଇ କରନ୍ତି ଟୁବୁ ଭାଇ ।
ରାଜ୍ୟ ସରକାରଙ୍କ ଦକ୍ଷ ନୀତି ଯୋଗୁଁ ଏବେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ସାରା ଦେଶରେ ମଡେଲ ରାଜ୍ୟ ଭାବେ ଉଦାହରଣ ସୃଷ୍ଟି କରିଛି ଆମ ଓଡ଼ିଶା । ଆସନ୍ତୁ ଏହି ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସମସ୍ତେ ଶପଥ ନେବା ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରି ସମଗ୍ର ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବା । #Worldmalariaday #Odisha
ଉପାନ୍ତ ଅଞ୍ଚଳରେ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି 'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା' ଯୋଜନା। ଏହା ଅଧୀନରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଏପ୍ରିଲ ୧୫ ଓ ୧୬ ତାରିଖରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ରାଜ୍ୟର ଦକ୍ଷ ଚିକିତ୍ସକ ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ। #SusthaOdisha
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜଙ୍କୁ ଓଡ଼ିଶା ମୋ ପରିବାର ବାଲେଶ୍ଵର ଜିଲ୍ଲାର ସଂଯୋଜକ ଭାବରେ ନିଯୁକ୍ତି ଦେଇଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି ।।
ଓଡିଶା ବିଧାନସଭା ପକ୍ଷରୁ ରାଜ୍ୟର ସମସ୍ତ ବିଧାୟକ,ମନ୍ତ୍ରୀ,ବାଚଷ୍ପତି,ଉପବାଚଷ୍ପତି ଗତକାଲି ଆଇଏନଏସ ଚିଲିକା,କାଳିଜାଈ ପୀଠ ପରିଦର୍ଶନ କରିଛୁ । କାଳିଜାଈ ପୀଠ ପରିଦର୍ଶନରେ ଯାଇ ମା'ଙ୍କ ଆଶୀର୍ବାଦ ଲାଭ କରିଛୁ । @CMO_Odisha @Naveen_Odisha @bjd_odisha @BJDDIGITALWING @pranabpdas