Search results for #KanakNews
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #7AMHeadlines #20thApr2024 #KanakNews
ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା । ଜଟଣୀବାସୀ ଏବେ ପାର୍ଟି ନୁହେଁ ମାଟିର ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ସୁଜିତ୍ #Jatani #KanakNews #Odisha #Election2024
#ଚେନ୍ନାଇ_ବିପକ୍ଷରେ_ଲକ୍ଷ୍ନୌର_ସହଜ_ବିଜୟ ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ସହଜ ବିଜୟ । ଅଧିନାୟକ ଲୋକେଶ ରାହୁଲ, ଡିକକଙ୍କ ଦମଦାର ଅର୍ଦ୍ଧଶତକୁ ଯୋଗୁ ୮ ୱିକେଟରେ ଜିତିଲା ଏଲଏସଜି #KanakNews #Cricket #IPL
#ତତଲା_କଡ଼େଇରେ_ସାରା_ଓଡ଼ିଶା ତତଲା କଡେଇରେ ସିଜୁଛି ସାରା ଓଡ଼ିଶା । ଆଜି ବି ଅଭି ଭୀକ୍ଷଣ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ । ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ #KanakNews #Odisha #heatwave
ଇନୱେକ୍ ପକ୍ଷରୁ ମହିଳା ଉଦ୍ୟୋଗୀଙ୍କ ପାଇଁ କର୍ମଶାଳା । କିଭଳି ମହିଳା ଉଦ୍ୟୋଗୀମାନେ ବ୍ୟବସାୟ କରିପାରିବେ ଆମାଜନ ସହ ମିଳିତ କର୍ମଶାଳାରେ ହେଲା ଆଲୋଚନା । #INWEC #Odisha #KanakNews
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #11PMHeadlines #19thApr2024 #KanakNews
ପୁଣି ଶାହାଙ୍କ ମୁହଁରେ ଓଡିଶା କଥା । କହିଲେ, ନିର୍ବାଚନରେ ନବୀନ ବାବୁଙ୍କ ସହ ସାମ୍ନାସାମ୍ନି ଲଢେଇ । #AmitShah #Odisha #KanakNews kanaknews.com/amit-shah-on-w…
#ଶାହାଙ୍କ_ମୁହଁରେ_ଓଡ଼ିଶା_କଥା ଶାହା କହିଲେ, ନବୀନଙ୍କ ସହ ସାମ୍ନାସାମ୍ନି ହେବ ଲଢ଼େଇ । ଓଡ଼ିଆ ଭାଷା, ସଂସ୍କୃତି ଏବଂ ଗର୍ବକୁ ନେଇ ଲଢ଼େଇ ହେବ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନକଥା କହିଲେ ଅମିତ ଶାହା । #AmitShah #BJP #BJD #KanakNews
ସମ୍ବଲପୁରରେ ଜୋରଦାର ଲଢ଼େଇ । ରେଙ୍ଗାଲୀ ଓ ଚିପିଲିମାରେ ପ୍ରଚାର କଲେ ପ୍ରଣବ । ବୁର୍ଲାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । #Sambalpur #Election #KanakNews kanaknews.com/heavy-fighting…
ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ ମହିଳା । କହିଲେ ପାଣି ନାହିଁ ତ ଭୋଟ ନାହିଁ । ଟ୍ୱିଟ୍ କରି କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ #Ghasipura #Odisha #KanakNews kanaknews.com/ghasipura-bjd-…
ଭୁବନେଶ୍ୱର ରାଜନୀତିରେ ହଲଚଲ । ବିଜେଡି ଛାଡିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା । #PrasannaPatasani #BJD #BJP #KanakNews kanaknews.com/prasanna-patts…
୨୧ ରାଜ୍ୟର ୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେଲା ସିଲ୍ । ସାମିଲ ହେଲେ ୬୦ ପ୍ରତିଶତରୁ ଅଧିକ ମତଦାତା । ହେଭିୱେଟ୍ ମଧ୍ୟରେ ଅଛନ୍ତି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ #Election #ElectionWithKanakNews #KanakNews kanaknews.com/the-fate-of-ca…
ଏପ୍ରିଲ ମାସରେ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ । ୨୧ ତାରିଖରୁ ବଦଳିପାରେ ପାଗ । ୨୫ ପରେ ପୁଣି ଫେରିବ ତାତି । ଏପଟେ ଅଂଶୁଘାତରେ ଗଲା ଜଣଙ୍କ ଜୀବନ #Odisha #KanakNews kanaknews.com/record-breakin…
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #7PMHeadlines #19thApr2024 #KanakNews
ଚଳିତବର୍ଷ ପ୍ରଥମଥର ୪୪ଡିଗ୍ରୀ ଛୁଇଁଲା ତାତି । ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ, ବାରିପଦାରେ ୪୪.୨ ଡିଗ୍ରୀ ରେକର୍ଡ #Odisha #KanakNews #WeatherUpdate
ଭୋଟ ପାଇଁ ଏ ସବୁ କରିବା କଣ ନିହାତି ଦରକାର କି....? #OTVNews #OTV #KanakNews
ଭୋଟ ପାଇଁ ଏ ସବୁ କରିବା କଣ ନିହାତି ଦରକାର କି....? #OTVNews #OTV #KanakNews